ଭଣଜା ପ୍ରେମରେ ବୟାଣୀ ହେଲା ମାଇଁ, ମାମୁଁ ଘରୁ ଫେ-ରା-ର ହେଲେ ଭଣଜା ମାଇଁ, ସମ୍ପୁର୍ଣ୍ଣ ଖବର ଜାଣିଲେ ସ୍ତବ୍ଧ ହୋଇଯିବେ।

କୁହାଯାଏ ଯେ ଭଣଜାର ପାଦ ମାମୁଁ ଘରେ ପଡିଲେ ମାମୁଁ ଘରର ସପ୍ତ ପୁରୁଷ ଉ-ଦ୍ଧା-ର ହୋଇଯାଏ। ତେବେ ମାମୁଁ ଓ ଭଣଜାର ସମ୍ପର୍କ ଏହି ଦୁନିଆରେ ଅତି ପବିତ୍ର ସମ୍ପର୍କ ବୋଲି ମନେ କରାଯାଏ। ହେଲେ ଭଣଜା ଆଜି କଳ-ଙ୍କିତ ହୋଇ ଯାଇଛି। ମାଇଁ ଯିଏକି ମାଆ ସମାନ ହୋଇଥାଏ। ପ୍ରେମରେ ଅନ୍ଧ ହୋଇ ଭଣଜା ମାଇଁଙ୍କୁ ପ୍ରେମ କରି ବସିଥିଲା। ତେବେ ଏହି ଅଭା-ବନୀ-ୟ ଘ-ଟ-ଣା ପାଟକୁରାରେ ଘ-ଟିଛି ବୋଲି ଜଣାପଡିଛି। ବର୍ତ୍ତମାନ ଏହି ଖବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ପ୍ରେମକୁ ଭୁଲ ଓ ଅପ-ରାଧ ବୋଲି କହୁଛନ୍ତି।

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ ଠିକ ସେହିଭଳି ଧୋ-କା କେତେବେଳେ ମିଳିବ ତାହା ଜାଣିହୁଏ ନାହିଁ। ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟ-ନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ପ୍ରେମ ଆଜି ସମସ୍ତ ସୀମା ପାର ହୋଇଛି। ଭଣଜା ପ୍ରେମରେ ଉବୁଟୁବୁ ହେଲା ମାଇଁ।

ସୂଚନାନୁସାରେ, ଶଶିକାନ୍ତ ଡୁମ୍ରୋ ଗ୍ରାମର ମହିଳା ସୁଜାତଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ବୈବାହିକ ଅତି ସୁଖମୟ ନଥିଲା। ଶଶିକାନ୍ତ ସର୍ବଦା ନିଜ କାମକୁ ଭଲ ପାଆନ୍ତି। ତେବେ ସେ କାମ କରିବା ପାଇଁ ରାଜ୍ୟସ୍ଥାନ ଚାଲି ଯାଇଥିଲେ। ତେବେ ଯୁବକ ଚନ୍ଦନ ଶାହା ନିୟମିତ ବ୍ୟବଧାନରେ ମାମୁଁଘରକୁ ଆସୁଥିଲେ। ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା।ଏହାପରେ ଧୀରେ ଧୀରେ ସେମାନଙ୍କ ଭିତରେ ପ୍ରେମର ସମ୍ପର୍କ ବଢି ଥିଲା ଏବଂ ଦୁହେଁ ଏକାଠି ରହି ଜୀବନ ବିତେଇବେ ବୋଲି ସ୍ଥିର କଲେ। ମାମୁଁ ଘରେ ନଥିବାର ସେମାନେ ଏହାର ଫାଇଦା ଉଠେଇ ଥିଲେ।

ତେବେ ସେମାନେ ମାମୁଁଙ୍କ ଅନୁପସ୍ଥିତରେ ଘରୁ ଫେ-ରା-ର ହୋଇ ଯାଇଥିଲେ। ତେବେ ରାଜ୍ୟସ୍ଥାନରେ ରହିଥିବା ସମୟରେ ସ୍ତ୍ରୀ ଫେ-ରା-ର ହୋଇଯାଇଥିବା ଖବର ସ୍ୱାମୀ ପାଇଥିଲେ। ଏହାପରେ ରାଜ୍ୟସ୍ଥାନରୁ ଫେରି ଆସି ପାଟକୁରା ଥା-ନାରେ ସ୍ୱାମୀ ଲିଖିତ ଅଭି-ଯୋଗ କରିଥିଲେ। ତେବେ ଅଭି-ଯୋଗ କ୍ରମେ ପୋ-ଲି-ସ ମାଇଁ ଓ ଭଣଜାକୁ ଖୋ-ଜି ଥିଲା। ଏହାପରେ ପୋ-ଲି-ସ ଦୁହିଁଙ୍କୁ ଧରିବାରେ ସଫଳ ହୋଇଥିଲା। କିନ୍ତୁ ମାଇଁ ସୁଜାତା ସ୍ୱାମୀଙ୍କ ପାଖରେ ରହିବା ପାଇଁ ନାରାଜ ହୋଇଥିଲେ।

ସେ ନିଜ ପ୍ରେମିକ ଓ-ର-ଫ ଭଣଜା ସହ ସାରା ଦିନ ରହିବ ବୋଲି ନିଷ୍ପତ୍ତି ଶୁଣେଇ ଥିଲା। ତେବେ ସୁଜାତା ଦୁଇ ପିଲାର ମାଆ ହୋଇଥିଲେ ମଧ୍ୟ କିଛି କଥା କୁ ଖାତିର ନ କରି ଭଣଜା ପ୍ରେମରେ ଉବୁଟୁବୁ ହୋଇଥିଲେ। ବର୍ତ୍ତମାନ ଯେଉଁ ଖବର ମିଳୁଛି ଦୁହିଁଙ୍କୁ ପୋ-ଲି-ସ ଅଟକ ରଖିଛି ଏବଂ ଏହି କେ-ସ ବର୍ତ୍ତମାନ କୋର୍ଟରେ ପହଞ୍ଚିଛି। ବିନା ଛା-ଡପ-ତ୍ର ରେ ସ୍ୱାମୀକୁ ଛାଡି ଦେଇ ଅନ୍ୟ ପୁରୁଷ ସହ ଚାଲିଯିବା ଆଧାରରେ ପୋ-ଲି-ସ ମା-ମ-ଲା ରୁ-ଜୁ କରିଛି।

ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ନି-ଆଁ ଭଳି ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ନାପସନ୍ଦ ଜାହିର କରିଛନ୍ତି। କେବଳ ସେତିକି ନୁହେଁ ଏହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *