କୁମ୍ଭୀର ନେଇ ମଝି ନଈରେ କଲୁ ଆଉ କହୁଛୁ ନିରଞ୍ଜନ ବାବୁ, ମୁଁ ଆଉ ସେ ବାବୁ…… । ଦେଖନ୍ତୁ ଏହି ଭିଡ଼ିଓ।

ଦୀର୍ଘ ଦୁଇ ମାସର ତଦନ୍ତ ପରେ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କ ରହ-ସ୍ୟମ-ୟ ମୃ-ତ୍ୟୁ ଉପରୁ ପରଦା ଉଠି ପାରିଛି। ମାନସ ସ୍ବାଇଁଙ୍କ ରହ-ସ୍ୟମ-ୟ ମୃ-ତ୍ୟୁ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠେଇବାରେ ସଫଳ ହୋଇପାରିଛି। ମାନସଙ୍କ ହ-ତ୍ୟା ପଛରେ ମୁଖ୍ୟ ଅଭି-ଯୁକ୍ତ ନିରଞ୍ଜନ ଙ୍କ ହାତ ରହିଛି। ତେବେ ତଦନ୍ତକାରୀ ଟିମ କହିବାନୁଯାୟୀ ନିରଞ୍ଜନ ସମସ୍ତ ସତ ମାନିଛନ୍ତି। ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଦେବା ସହ ଭଡ଼ାରେ କାର୍ କରାଇ ଦେଇଥିବା ମଧ୍ୟ ମାନିଛନ୍ତି।

ନିରଞ୍ଜନ ସ୍ୱାଇଁ ଦେଇଥିବା ବୟାନ ଅନୁସାରେ, ମାନସ ସ୍ବାଇଁଙ୍କ ହ-ତ୍ୟା ସମୟରେ ସେ ନିଜେ, ଶର୍ମିଷ୍ଠା, ଝୁନା ଭୋଇ ଓ ତାଙ୍କ ସ୍ୱାମୀ ଘଟ-ଣାସ୍ଥ-ଳରେ ଉପସ୍ଥିତ ଥିଲେ। ତେବେ ନିରଞ୍ଜନ ତାଙ୍କୁ ହ-ତ୍ୟା କରିଛନ୍ତି କି ନାହିଁ ସେ ବିଷୟରେ କହି ନଥିଲେ ମଧ୍ୟ ହ-ତ୍ୟା ସମୟରେ ନିରଞ୍ଜନ ସେଠାରେ ରହିଥିବା ମାନିଛନ୍ତି। ନିରଞ୍ଜନ ଙ୍କ କହିବାନୁଯାୟୀ, ସେ ଶର୍ମିଷ୍ଠା ଙ୍କୁ ଫେ-ରା-ର କରିବାରେ ସହଯୋଗ କରିଥିଲେ। ବର୍ତ୍ତମାନ କୋର୍ଟରେ କେ-ସ ଚାଲିଛି। ତେବେ ଏତିକି ବେଳେ ନିରଞ୍ଜନ ଏବଂ ଶର୍ମିଷ୍ଠା ମୁଁହା ମୁହିଁ ହୋଇଛନ୍ତି।

ପୋ-ଲି-ସ ମାନସ ହ-ତ୍ୟା ମା-ମ-ଲାର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଏବଂ ଶର୍ମିଷ୍ଠା ଙ୍କୁ ଧରିବାରେ ସଫଳ ହୋଇପାରିଛି। ଦୁହେଁ ଅନେକ ତଥ୍ୟ ଲୁ-ଚାଇ-ବା ପାଇଁ ମଧ୍ୟ ପ୍ରୟାସ କରିଥିଲେ ମଧ୍ୟ ଘଟ-ଣାକୁ ଘୋଡେଇ ପାରି ନଥିଲେ ଶେଷରେ ଏହି ଘଟ-ଣାର ସମସ୍ତ ତଥ୍ୟ ବାହାରକୁ ଆସି ଯାଇଥିଲା। ଏହା ସହିତ ବର୍ତ୍ତମାନ ନିରଞ୍ଜନ ଓ ତାଙ୍କର ସମସ୍ତ ସାଥି ଚାନ୍ଦିପୁର ଜେ-ଲ ମଧ୍ୟରେ ରହିଛନ୍ତି। ସେମାନେ ସେଠାରେ ଅନେକ ଅନୁତାପ କରୁଥିବାର ମଧ୍ୟ ଜଣା ପଡ଼ିଛି।

ନିରଞ୍ଜନ ଯାହାକୁ ସ୍ନେହ ଆଦର କରି ଆସୁଥିଲେ ବର୍ତ୍ତମାନ ସିଏ ଆଜି ପୋ-ଲି-ସ ଠାରେ ଧରା ପକେଇଛନ୍ତି। ଶର୍ମିଷ୍ଠା ନିରଞ୍ଜନ ସହ କଥା ହେବା ପାଇଁ ବିକଳ ହେଉଥିଲେ ମଧ୍ୟ ନିରଞ୍ଜନ ଚୁପ ହୋଇ ରହିଛନ୍ତି। ସେ ପାଟି ଫିଟେଇ ନାହାଁନ୍ତି। ତେବେ ତାଙ୍କର ଏହି ନରବତାକୁ ଶର୍ମିଷ୍ଠା ଭଲ ଭାବରେ ବୁଝି ପାରିଛନ୍ତି। ଆଗରୁ ଲୋକମାନେ ନିରଞ୍ଜନ ଙ୍କୁ ବାବୁ ବାବୁ ବୋଲି ଡାକୁ ଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜେ ନିଜର କର୍ମ ପାଇଁ ଏପରି ଅନୁତାପ କରିଛନ୍ତି ସେ ମଧ୍ୟ ସମସ୍ତଙ୍କୁ ତାଙ୍କୁ ବାବୁ ଡାକିବା ପାଇଁ ମନା କରି ଦେଇଛନ୍ତି

ନିରଞ୍ଜନ ଭୋକ ଉପାସରେ ବନ୍ଧା ହୋଇ ପଡ଼ିଥିବା ମାନସ ସ୍ୱାଇଁଙ୍କୁ ନି-ର୍ମ-ମ ଭାବରେ ମା-ଡ଼ ମା-ରିଥିବା କଥା ସ୍ୱୀ-କା-ର କରୁଛନ୍ତି। ତାଙ୍କୁ ଧ-ମ-କ ଚମକ ଦେଇ ମାନ-ସିକ ଚାପଗ୍ରସ୍ତ କରିଥିବା କଥା ମଧ୍ୟ ସ୍ୱୀକାର କରୁଛନ୍ତି। କିନ୍ତୁ ତାଙ୍କୁ ହ-ତ୍ୟା କରିଥିବା କଥା ଅସ୍ୱୀକାର କରୁଛନ୍ତି। କିନ୍ତୁ ମାନସଙ୍କୁ ନି-ର୍ଘା-ତ ମା-ଡ଼ ମ-ରାଯି-ବା କାରଣରୁ ତାଙ୍କ ମୃ-ତ୍ୟୁ ହୋଇଥିବା ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟ କହିଛି।

Leave a Reply

Your email address will not be published. Required fields are marked *