ସାବଧାନ ରାଜଧାନୀରେ ମାତିଛନ୍ତି ବ୍ରା ଚୋ-ର।

ରାଜଧାନୀ ଭୁବନେଶ୍ବରେ ଚୋ-ରି,ଡକା-ୟତି, ଛୀନତାଇ ଏ ସବୁ ଘଟ-ଣା ସାଧାରଣ କଥା। ହେଲେ ବର୍ତ୍ତମାନ ଏମିତି ଘ-ଟଣା ରାଜଧାନୀ ଭୁବନେଶ୍ବରରୁ ଆସିଛି ଯାହା ଶୁଣିଲେ ହୁଏତ ଆପଣଙ୍କ ହୋସ ଉଡିଯାଇ ପାରେ ହଁ ଆଜ୍ଞା କେବେ ଶୁଣିଛନ୍ତି କି ଝିଅ ମାନଙ୍କ ବ୍ରା ଚୋ-ରି ହେବା କଥା। ହଁ ଶୁଣିଥିବେ କେବେ କେବେ ହଷ୍ଟେଲରେ ଝିଅ ମାନଙ୍କ ବ୍ରାକୁ ନେଇ ଅନେକ ସମୟରେ ବିବାଦ ଦେଖା ଦିଏ ଯେପରି କି କେହି କେହି ସାଙ୍ଗ ମାନଙ୍କର ବ୍ରାକୁ ଜାଣି ନପାରି ନେଇ ଯାଇଥାନ୍ତି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଘ-ଟଣା କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ବୋଧେ ହୁଏ ନୂଆ ହୋଇଥିବ

ଚେନ,ମୋବାଇଲ ପର୍ସ ପରେ ଏବେ ଯୁବକ କରୁଛନ୍ତି ଲେଡିସ ହଷ୍ଟେଲରେ ବ୍ରା ଚୋରି। ଏ କଥା ଶୁଣି ଆପଣ ଭାବୁଥିବେ ଏହା ମି-ଛ ବୋଲି ହେଲେ ନାହିଁ ଆଜ୍ଞା କଥାଟା ଏକ ଦମ ସତ। ଭୁବନେଶ୍ୱରର ଏକ ଯୁବକ ବ୍ରା ଚୋ-ର ନାମରେ ଏବେ ବେଶ ପରିଚିତ ହୋଇଛି କାରଣ ସେ ଏ ହଷ୍ଟେଲରୁ ସେ ହଷ୍ଟେଲକୁ ଘୁରି ଘୁରି ଯେବେ ଯୁବକଙ୍କ ଆଗରେ ପଡେ ସେବେ ସେ ଡେରି ନକରି ସମସ୍ତ ବ୍ରାକୁ ନେଇ ସଙ୍ଗେ ସଙ୍ଗେ ଆଖି ପିଛୁଳାକେ ହୋଇଯାଏ ଫେ-ରାର। ବ୍ରା ଦେଖିଲେ ସତେ ଯେମିତି ଯୁବକଙ୍କ ପ୍ରକୃତି ମନେ ପଡେ ଆଉ ସେ ନିଜକୁ ଆଦୌ ସମ୍ଭାଳି ପାରନ୍ତି ନାହିଁ।

ତେବେ ଭୁବନେଶ୍ୱର ଭରତପୁର ଥା-ନା ଅଞ୍ଚଳରେ ଏଭଳି ଘ-ଟଣା ଘ-ଟିଥିବା କୁହାଯାଉଥିବା ବେଳେ ଯୁବକକୁ ଗି-ରଫ କରାଯାଇଛି ତେବେ ଯୁବକଙ୍କ ପାଖରୁ ଗୋଟିଏ ନୁହେଁ କି ଦୁଇଟି ନୁହେ ଏକା ସଙ୍ଗେ ଅନେକ ବ୍ରା ଜ-ବତ କରାଯାଇଛି। ତେବେ ଏହି ବ୍ରା ଚୋ-ର ଜଣଙ୍କ ନାମ ହେଉଛି ପ୍ରୀତି ରଞ୍ଜନ ବେହେରା ଘର କନ୍ଧମାଳ ବୋଲି ସୂଚନା ମିଳିଛି।

ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମା-ରୁଛି କି ଯୁବକ କାହିଁକି ଏପରି କାର୍ଯ୍ୟ କରୁଛନ୍ତି। ଏହା କଣ ତାଙ୍କର ନି-ଶା ନା ଏହା ପଛରେ ଅଛି ଆଉ କିଛି ର-ହସ୍ୟ। ସେପଟେ ଲୋକେ ଏହି ଘଟ-ଣାକୁ ନେଇ ଛି ଛି କାର କରୁଥିବା ବେଳେ ପ୍ରୀତି ରଞ୍ଜନ କାହିଁକି ଏଭଳି ଏକ ନିମ୍ନ କାର୍ଯ୍ୟ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନବାଚୀ।

ସେପଟେ ଲୋକେ ଆହୁରି କହୁଛନ୍ତି କି ଏହି ବ୍ରା ଚୋ-ର ଜଣଙ୍କ କାହିଁକି ବ୍ରା ଚୋ-ରି କରୁଛନ୍ତି। ଏହି ଝିଅ ପିଲାଙ୍କ ଜିନିଷ ତାଙ୍କର ଏପରି କେଉଁ କାର୍ଯ୍ୟରେ ଲାଗିବ ? ଏହା ଯୁବକଙ୍କୁ ଚୋରି କରିବା ସମୟରେ ଖରାପ ଲାଗେନି କେମିତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ତେବେ ଏହି ଘଟ-ଣାକୁ ନେଇ ସାରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ। ବ୍ରା ଚୋ-ରଙ୍କ ବ୍ରା ଚୋ-ରି ଘ-ଟଣା ବିଷୟରେ ଲୋକେ ଜାଣିବାକୁ ବେଶ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି। ତେବେ ପୋଲି-ସର ତ-ଦନ୍ତ ପରେ ଜଣା ପଡିବ କି ଯୁବକ ଜଣଙ୍କ ବ୍ରା ଚୋ-ରି କରି କରୁଥିଲେ କଣ। ତ-ଦନ୍ତ ପରେ ହିଁ ଘଟ-ଣା ଉପରୁ ପରଦା ଉଠିବ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *