ବିବାହ ପୂର୍ବରୁ ଝିଅର ଉ-ଲ-ଗ୍ନ ଫୋଟ ତାର ଭାବି ସ୍ୱାମୀ ନିକଟକୁ ପଠାଇଲେ ଯୁବକ ଆଉ ତାପରେ ଯାହା ହେଲା ଆପଣଙ୍କ ହୋସ ଉଡିଯିବ…

ଏ ସାରା ପୃଥିବୀ ଛଳନା, ଧୋକାରେ ପରିପୂର୍ଣ୍ଣ ପୃଥିବୀ ପାଲଟି ଗଲାଣି । ପ୍ରତିଦିନ ନୂଆ ନୂଆ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ବିଶେଷ କରି ଏଇ କିଛିଦିନ ହେବ କ୍ରମାଗତ ଭାବରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ବନ୍ଧୀୟ ଅନେକ ଖବର ସାମ୍ନାକୁ ଆସୁଅଛି । ଆପଣ ସମସ୍ତେ ଜାଣିଥିବେ କି ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଏଭଳି ଏକ ସମ୍ପର୍କ, ଯେଉଁଥିରେ ବୁଝାମଣା ଠାରୁ ଆରମ୍ଭ କରି ପ୍ରେମ ପୂର୍ଣ୍ଣ ହୋଇ ରହିଥାଏ । ଆଉ ସମ୍ପର୍କରେ ଏହି ସବୁ ଜିନିଷ ଥିଲେ, ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ ।

ତେବେ ଆପଣଙ୍କୁ କହିରଖୁଛୁ ଯେ , ଗୋଟିଏ ସଫଳ ଦାମ୍ପତ୍ୟ ଜୀବନରେ ପ୍ରେମ ରହିବା ନିଶ୍ଚିତ ଭାବରେ ଆବଶ୍ୟକ । କିନ୍ତୁ ବର୍ତ୍ତମାନର ଦୁନିଆଁରେ ଏଭଳି କିଛି ପୁଅ ଝିଅ ଅଛନ୍ତି , ଯେଉଁମାନେ ଏହି ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଖରାପ କରିବାରେ ଲାଗିଛନ୍ତି । ଆଉ ଏହି ନାମକୁ ବଦନାମ କରି ଦେଉଛନ୍ତି । ସେମାନେ ଏଭଳି କିଛି କାମ କରୁଛନ୍ତି , ଯାହା ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବରେ ଖରାପ କରିଦେଉଛି । ତେବେ ବର୍ତ୍ତମାନ ସମୟରେ ପୁଣିଥରେ ଆଉ ଏକ ଏଭଳି ଖବର ସାମ୍ନାକୁ ଆସିଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ସୂଚନା ଅନୁଯାୟୀ , ପୁଅ ଏବଂ ଝିଅର ବିବାହ ଧାର୍ଯ୍ୟ ହୋଇ ସାରିଥିଲା । ବିବାହ କେବେ ହେବ ସେ ସବୁ ସ୍ଥିର ହୋଇ ଯାଇଥିଲା । ପଣ୍ଡିତ ଲଗ୍ନ ଆଉ ତିଥି ମଧ୍ୟ ଦେଇ ସାରିଥିଲେ । ପରିବାର ଲୋକେ ବହୁତ ଖୁସି ଥିଲେ । ଘରକୁ ନୂଆ ଲୋକର ସ୍ୱାଗତ କରିବାପାଇଁ ସମସ୍ତେ ପ୍ରସ୍ତୁତ ଥିଲେ । କିନ୍ତୁ ଏହା ମଝିରେ ଏଭଳି ଖବର ଆସିଥିଲା , ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା ଆଉ ତାହା ଥିଲା ବିବାହର ମାତ୍ର ୧୬ ଦିନ ପୂର୍ବରୁ କେହି ଜଣେ ଭାବି ସ୍ତ୍ରୀର ଉଲଗ୍ନ ଫୋଟ ଭାବି ସ୍ୱାମୀ ନିକଟକୁ ପଠାଇ ଦେଇଥିଲେ । ତେବେ ଏହି ସବୁ ଫୋଟ ଦେଖିବା ପରେ ସଞ୍ଜୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ଦୁଃଖରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ।

ତେବେ ଅନ୍ୟପକ୍ଷରେ ଏହି ଖବର ଝିଅ ଘର ନିକଟରେ ପହଞ୍ଚିବା ପରେ ଝିଅ ଏହି କଥା ଶୁଣି ସଞ୍ଜୟଙ୍କୁ ବାହା ହେବ ବୋଲି ଜିଦ ଧରି ବସିଥିଲା । ଆହୁରିମଧ୍ୟ ଝିଅ ଘର ଲୋକେ ପୁଅ ଘରକୁ ଯାଇ ଝିଅକୁ ବିବାହ କରିବା କଥା କହି ସେ ଦୁଇ ମାସର ଗର୍ଭବତୀ ଅଛନ୍ତି ବୋଲି ମଧ୍ୟ କହିଥିଲେ । ତେବେ ବିବାହ ନ କରିଲେ ସେମାନେ ଧର୍ଷଣ ଅଭିଯୋଗରେ ସଞ୍ଜୟଙ୍କୁ ଫସେଇବା କଥା ମଧ୍ୟ କହିଥିଲେ ।

ତେବେ ସଞ୍ଜୟ ଏହି କଥାକୁ ଖାତିର ନ କରି କହିଥିଲେ କି ସେ ମାତ୍ର ୧୫ ଦିନ ହେବ ଝିଅ ସହ ଦେଖା ହୋଇଛନ୍ତି ଆଉ ସେ ଦୁଇ ମାସର ଗର୍ଭବତୀ ହେଲେ କିପରି । ତେବେ ମାମଲାଟି ଏହାପରେ ବରିଷ୍ଠ ଓକିଲ ବ୍ୟୋମକେଶ ତ୍ରିପାଠୀ ଙ୍କ ପାଖକୁ ଯାଇଥିଲା ଏବଂ ହାଇକୋର୍ଟରେ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ପୋଲିସକୁ ଏହି ମାମଲା ବିଷୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *