ବନ୍ଦ ଘରେ ସ୍ୱାମୀ ନଥିବା ବେଳେ ପ୍ରେମିକ ସହ ରାସ-ଲୀଳା କରୁଥିଲା ସ୍ତ୍ରୀ, ହଠାତ ଆସି ପହଁଞ୍ଚି ଗଲା ସ୍ୱାମୀ। ଆଉ ତା’ପରେ କଣ ହେଲ…. ଦେଖନ୍ତୁ ଭିଡ଼ିଓ

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ତେବେ ଏହିଭଳି ଏକ ଘ-ଟ-ଣା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସ୍ତ୍ରୀ ପ୍ରେମିକ ସହ ବନ୍ଦ ଘରେ ରାସ-ଲୀଳା କରୁଥିଲା ଆଉ ସ୍ୱାମୀ ସେମାନଙ୍କୁ ଧ-ରି ପକେଇଲା। ମିଳିଥିବା ସୂଚନାନୁଯାୟୀ, ସ୍ୱାମୀ ଜଣକ କାମ କରୁଥିବା ସମୟରେ କୌଣସି ସୂତ୍ରରୁ ନିଜ ସ୍ତ୍ରୀର ପ୍ରେମିକ ବିଷୟରେ ଖବର ପାଇଥିଲେ। କେବଳ ସେତିକି ନୁହେଁ ପ୍ରେମିକ ଜଣକ ଘରକୁ ଆସିଛନ୍ତି ବୋଲି ମଧ୍ୟ ଜାଣିବାକୁ ପାଇଲେ। ଏହାପରେ ସ୍ୱାମୀ ଜଣକ ଅଧା କାମରୁ ଘରକୁ ଚାଲି ଆସିଥିଲା।

ତେବେ ଘରର ରୁମ ଖୋଲିଲା ବେଳକୁ ଦୁହିଁଙ୍କୁ ଆପ-ତ୍ତି ଜ-ନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାଦେଖି ସ୍ୱାମୀ କ୍ରୋ-ଧରେ ପୁରୁଷ ଜଣଙ୍କୁ ମା-ଡ ମା-ରିବା ପାଇଁ ତ-ଡା ଖୋ-ଜିବା-କୁ ଲାଗିଲେ। ତେବେ ଏହାଦେଖି ପ୍ରେମିକ ଜଣକ ଖସି ପଳେଇ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯାଇ ପାରି ନଥିଲେ। ପ୍ରେମିକକୁ ଖୁଣ୍ଟିରେ ବା-ନ୍ଧି ନି-ର୍ଧୂ-ମ ମା-ଡ ମା-ରିଥିଲେ।

ତେବେ ସ୍ତ୍ରୀର ପର-କୀୟା ପ୍ରୀତି ପାଇଁ ସ୍ୱାମୀ ନିଜକୁ ବହୁତ ଛୋଟ ମନେ କରି କା-ନ୍ଦିବାକୁ ଲାଗିଲେ। ମହିଳା ଜଣକ ନିଜ ଭୁଲ ବୁଝିପାରି ସ୍ୱାମୀକୁ ହାତ ଯୋଡି କ୍ଷମା କରିଦେବା ପାଇଁ ଗୁହାରି ମଧ୍ୟ କରୁଥିଲେ। ତେବେ ଏହି ସମସ୍ତ ଦୃ-ଶ୍ୟକୁ କେହି ଜଣେ ମୋବାଇଲରେ କ-ଏ-ଦ କରିଦେଇଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଇଥିଲେ। ଯାହାକି ବର୍ତ୍ତମାନ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *