ମହା ଖୁଲାସା:- ଯୌ-ନ ଶକ୍ତି ବଢ଼େଇବାକୁ ପୁଟିନ ଗାଧେଇବା ପାଣି ରେ ଏହି ଜିନିଷ ମିଶାନ୍ତି।

ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଥିବା ବିଶ୍ୱର ବଡ଼ ଯୁ-ଦ୍ଧ ବିଷୟରେ। ରୁଷ ଏକ ବିଶାଳକାୟ ଦେଶ ହେଲେ ମଧ୍ୟ ତା ସମ୍ମୁଖରେ ପିମ୍ପୁଡି ସଦୃଶ ୟୁକ୍ରେନ ଦେଶ ଉପରକୁ ପ୍ରାୟ ଏକ ମାସ ହେବ ଯୁ-ଦ୍ଧ ଲାଗି ରହିଛି। ତେବେ ଆପଣମାନେ ଜାଣିଥିବେ ପୃଥିବୀରେ ସବୁଠୁ ବୃହତ୍ତ ଦେଶ ହେଉଛି ରୁଷିଆ। ଭ୍ଲାଦିମିର ପୁଟିନ ୨୦୧୨ ମସିହାରୁ ରୁଷର ଶା-ସ-ନ ଭାର ଗ୍ରହଣ କରିଛନ୍ତି। ସେ ଏତେ ବଡ଼ ବିଶାଳ ଦେଶକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ୬୯ ବର୍ଷୀୟ ପୁଟିନ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ଏପର୍ଯ୍ୟନ୍ତ ଯୁବକୀୟ ଶକ୍ତି କିପରି ରହିଛି। ତେବେ ଆମ ହାତରେ ଲାଗିଥିବା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆମେ ଖୁଲାସା କରିବାକୁ ଯାଉଛୁ। ଯେଉଁ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଆପଣ ସୋସିଆଲ ମିଡ଼ିଆରେ ପୁଟିନଙ୍କ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିଥିବେ। କେତେବେଳେ ସେ ଘୋଡ଼ା ଉପରେ ବସି ବୁଲୁଛନ୍ତି ତ ଆଉ କେତେବେଳେ ନଦୀରୁ ମାଛ ଧରୁଛନ୍ତି। ତେବେ ତାଙ୍କ ଭିତରେ ଏତେ ଶକ୍ତି କିପରି ଆସୁଛି ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସେ ନିଜର ପୁରୁଷତ୍ୱ ରକ୍ଷା କରିବା ପାଇଁ ହରିଣ ସିଙ୍ଘରୁ ବାହାରୁଥିବା ର-କ୍ତରେ ଗାଧେଇ ଥାନ୍ତି। ତେବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା ସତ ଅଟେ।

ଦାବି ମୁତାବକ, ପୁଟିନ ଉପାୟ କରି ନିଜ ଶାରୀରିକ ବଳକୁ ବଢ଼ାଇବା ପାଇଁ ପ୍ରୟାସ କରନ୍ତି। ଏହାଦ୍ୱାରା ତାଙ୍କର ତାକତ୍‌ ବଢ଼ିଥାଏ। ଆଉ ସେ ଯେଉଁଠାକୁ ବି ଯାଆନ୍ତି, ତାଙ୍କ ସହିତ ଜଣେ କ୍ୟାନସର ବିଶେଷଜ୍ଞ ଥାଆନ୍ତି। ତେବେ ରି-ପୋ-ର୍ଟ ଅନୁସାରେ ପୁଟିନ ଗତ କିଛି ମାସ ହେବ ସ୍ୱାସ୍ଥ୍ୟଜନିତ ଏକ ଜଟିଳ ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଏହି କାରଣରୁ ସେ ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଅନେକ ବାର ଗାଧୋଇଥିଲେ। ବିଶ୍ୱାସ କରାଯାଉଛି, ହରିଣ ଶିଙ୍ଗର ର-କ୍ତ ହୃଦ୍‌ ପ୍ରଣାଳୀରେ ସୁଧାର ଆଣିଥାଏ ଏବଂ ତ୍ୱଚାକୁ ଜୀବନ୍ତ କରିଥାଏ।

ମିଳିଥିବା ସୂଚନାନୁଯାୟୀ, ପୁଟିନ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲ ଡାକ୍ତରଙ୍କ ସହିତ ବାରମ୍ବାର ସାକ୍ଷାତ କରନ୍ତି। ଏହି ଡାକ୍ତରୀ ଟିମ୍‌ରେ ଜଣେ କ୍ୟାନସର ବିଶେଷଜ୍ଞ ଅଛନ୍ତି, ଯାହାଙ୍କ ନାଁ ଏଭ୍‌ଗେନୀ ସେଲିଭାନୋଭ। ସେ ୨୦୧୬ ଏବଂ ୨୦୨୦ ମଧ୍ୟରେ ପୁଟିନଙ୍କ ସହିତ ମୋଟ ୧୬୬ ଦିନ ବିତାଇଛନ୍ତି।

Leave a Reply

Your email address will not be published. Required fields are marked *