ଘରକୁ ଡାକି ମ-ଦ ପିଆଇଲେ ଏବଂ ଶେଷରେ ମ-ଦ ନି-ଶାରେ ଥିବା ଯୁବକଙ୍କ ଯୌ-ନାଙ୍ଗ କା-ଟି ଦେଲେ ମହିଳା :-

ଦୁନିଆରେ କାହାରି ଉପରେ ବି ଜଲଦି ଭରସା କରିବା ଉଚିତ ନୁହେଁ । ତେବେ ସେ ପୁରୁଷ ହୋଇଥାଉ , ମହିଳା ହୋଇଥାଉ କିମ୍ବା ବୟସ୍କ ହୋଇଥାଉ । କାହାରି ଉପରେ ଭରସା କରିବା ଆଗରୁ ହଜାରେ ଥର ଭାବିବା ଉଚିତ । ନଚେତ ଏହି ଯୁବକଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଯେଉଁ ଘ-ଟଣା ବିଷୟରେ କହିବାକୁ ଯାଉଛୁ ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିବାହିତା ମହିଳାଙ୍କ ସହ ଖରାପ ସ-ମ୍ପର୍କ ରଖିବାର ପରିଣତି ଜାଣିବା ପରେ ଆଉ କେହିବି ସେପରି ଭୁଲ କରିବେ ନାହିଁ କିମ୍ବା କୌଣସି ବିବାହିତା ମହିଳାଙ୍କ ସହିତ କଥା ମଧ୍ୟ ହେବେ ନାହିଁ । ତେବେ ଘଟ-ଣାଟି ହେଉଛି ୨୦୧୮ ମସିହା ନଭେମ୍ବର ୭ ରାତିର । ମାତ୍ର ସେହି ଘଟ-ଣାର ସମାଧାନ ଗତକାଲି ହୋଇଛି । ଅର୍ଥାତ ଘ-ଟଣା ଉପରେ କାଲି କୋ-ର୍ଟରେ ଶୁଣାଣି ହୋଇଛି ଏବଂ ଅଭି-ଯୁକ୍ତକୁ ଦ-ଣ୍ଡ ମିଳିଛି । ଘ-ଟଣା ଏହା ଯେ ପଣ୍ଡାପଡ଼ା ଥା-ନା ଧାରାବେଢ଼ା ଗ୍ରାମର ଅଭିମନ୍ୟୁ ନାୟକଙ୍କ ପୁଅ ରାଜେନ୍ଦ୍ର ନାୟକ ନୂଆଗାଁ ଗ୍ରାମର ବିବାହିତା ମହିଳା କମଳା ପାତ୍ରଙ୍କ ସହିତ ସ-ମ୍ପର୍କ ରଖିଥିଲେ ।

ତେବେ ଯୁବକଙ୍କ ବୟସ ୨୪ ବର୍ଷ ଥିବାବେଳେ କମଳାଙ୍କ ବୟସ ୨୬ ବର୍ଷ ଥିଲା । ଗତ ୨୦୧୮ ମସିହା ନଭେମ୍ବର ୭ ତାରିଖରେ କମଳା ରାଜେନ୍ଦ୍ରଙ୍କୁ ରାତିରେ ଘରକୁ ଡକେଇ ଥିଲେ ଏବଂ ତାଙ୍କୁ ମ-ଦ ପିଇବାକୁ ଦେଇଥିଲେ । ରାଜେନ୍ଦ୍ର ମ-ଦ ପିଇବା ପରେ ଅଧିକ ନି-ଶା ହୋଇ ଯାଇଥିଲା । ଏହାର ସୁଯୋଗ ନେଇ କମଳା ଏକ ଧାରୁଆ ବ୍ଲେ-ଡ଼ରେ ରାଜେନ୍ଦ୍ରଙ୍କ ଯୌ-ନାଙ୍ଗ କା-ଟି ଦେଇଥିଲା । ର-କ୍ତରେ ଜୁ-ଡୁବୁ-ଡୁ ହୋଇ ରାଜେନ୍ଦ୍ର ବାହାରକୁ ଦୌଡ଼ି ପଳାଇ ଯାଇଥିଲା ।

ସ୍ଥାନୀୟ ଲୋକେ ଚି-ତ୍କାର ଶୁଣି ଆସି ରାଜେନ୍ଦ୍ରଙ୍କୁ ଗୁରୁ-ତର ଅବସ୍ଥାରେ ଉ-ଦ୍ଧାର କରି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପରେ ଅବସ୍ଥା ଗମ୍ଭୀର ହେବାରୁ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘ-ଟଣା ସମ୍ବନ୍ଧରେ ରାଜେନ୍ଦ୍ରଙ୍କ ବାପା ହରିଚନ୍ଦନପୁର ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । କେନ୍ଦୁଝର ସିଜିଏମ ରଞ୍ଜୁଲତା ଲେଙ୍କା ଆସାମୀ କମଳା ପାତ୍ରଙ୍କୁ ସାତ ବର୍ଷ ଶଶ୍ରମ କା-ରାଦ-ଣ୍ଡ ସହିତ ୧୦ ହଜାର ଟଙ୍କାର ଜ-ରିମା-ନା କରିଛନ୍ତି । ଜ-ରିମା-ନା ନଦେଲେ ଅଧିକ ୬ ମାସ ଜେ-ଲଦ-ଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ରଞ୍ଜୁଲତା ଲେଙ୍କା । ସରକାରଙ୍କ ପକ୍ଷରୁ ଏପିପି ଅଶୋକ କୁମାର ଦାସ ଏହି ମାମ-ଲା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *