ବିଧବା ସ୍ତ୍ରୀଲୋକ ଘରୁ ଖୋଲା ଦେହରେ ବ୍ୟକ୍ତି ଜଣଙ୍କ ବାହାରୁଥିବା ସମୟରେ ଧରି ପକାଇଲେ ଗ୍ରାମବାସୀ, ଆଉ ତାପରେ… ଦେଖନ୍ତୁ ଭିଡିଓ

ଏଭଳି ଏକ ଘଟଣାକୁ ବର୍ତ୍ତମାନ ସମୟରେ ଚାରିଆଡେ ଚର୍ଚ୍ଚା ଲାଗିରହିଛି, ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ମୁଣ୍ଡ ବି ଲଜ୍ଜାରେ ତଳକୁ ହୋଇଯିବ । ତେବେ ଅନ୍ୟପକ୍ଷରେ କହିବାକୁ ଗଲେ ଏଭଳି ଘଟଣା ବର୍ତ୍ତମାନର ଦୁନିଆଁରେ ଘଟିବା ସାଧାରଣ କଥା ହୋଇଗଲାଣି । ପ୍ରତିଦିନ ନିଶ୍ଚିତ ଭାବରେ ଏଭଳି ଖବର ସାମ୍ନାକୁ ଆସୁଅଛି । ଆଉ ଆମେ ସେ ବିଷୟରେ ଶୁଣିବାକୁ ପାଉଛୁ । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଖବର ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ତେବେ ଘଟଣାଟି ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳର ଅଟେ । ଏହି ଅଞ୍ଚଳର ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି , ଯାହା ବିଷୟରେ ଶୁଣିବା ପରେ ଆପଣ ଲଜ୍ଜିତ ଅନୁଭବ କରିବେ । ତେବେ ସୂଚନା ମୁତାବିକ , ଜଣେ ବିବାହିତ ପୁରୁଷ ଜଣେ ବିବାହିତା ମହିଳା ସହିତ ଚୋରା ପୀରତି କରୁଥିବା ସମୟରେ ଧରା ପଡି ଯାଇଛନ୍ତି । ଆଉ ତାଙ୍କୁ ସେହି ଗ୍ରାମର ଲୋକମାନେ ଧରି ପକାଇଛନ୍ତି । ଆଉ ତାପରେ ସେମାନଙ୍କୁ ଧରି ଗୋଟିଏ ସ୍ଥାନରେ ବାନ୍ଧି ପକାଇଛନ୍ତି ।

ସୂଚନା ଅନୁଯାୟୀ, ଗଗନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ସେହି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ୪ ବର୍ଷ ଧରି ଭଲ ପାଉଥିଲେ । ଆଉ ସେମାନେ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖୁଥିଲେ । ତେବେ ଏହି କଥା ବିବାହିତ ପୁରୁଷଙ୍କ ଘର ଲୋକେ ମଧ୍ୟ ଜାଣିଥିଲେ । ଆଉ ତାଙ୍କୁ ବାରଣ କରିବାରୁ ସେ ତାଙ୍କ ପରିବାର ଲୋକଙ୍କୁ ମାର-ପିଟ କରୁଥିଲେ ଆଉ ତାଙ୍କୁ ପାଖରୁ ଦୂରେଇ ଦେଇଥିଲେ । ତେବେ ଦିନେ ରାତିରେ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା ଆଉ ତାପରେ ସେମାନେ ଗଗନଙ୍କ ପଛେ ପଛେ ଯାଇଥିଲେ ।

ଏହାପରେ ସେମାନେ ଦେଖିବାକୁ ପାଇଥିଲେ କି ସେ ସେହି ବିଧବା ମହିଳାଙ୍କ ସହ ଖରାପ ଅବସ୍ଥାରେ ଅଛନ୍ତି । ତେବେ ଏହାପରେ ସେମାନେ ଗାଁ ଲୋକମାନଙ୍କୁ ପାଟି କରି ଡାକିଥିଲେ ଆଉ ଗାଁ ଲୋକ ଆସି ସେମାନଙ୍କୁ ବାନ୍ଧି ପକାଇଥିଲେ । କିନ୍ତୁ ଏହାପରେ ତାଙ୍କୁ ପଚାରିବାରୁ ମହିଳା ଜଣକ କହିଥିଲେ କି , ଗଗନ ତାଙ୍କ ସମ୍ପର୍କୀୟ ତେଣୁ ମଝିରେ ମଝିରେ ସେ ତାଙ୍କୁ ସାହାଯ୍ୟ କରିବାପାଇଁ ଆସିଥାନ୍ତି । ଏହାବ୍ୟତୀତ ସେମାନଙ୍କ ଭିତରେ ଆଉ କିଛି ନାହିଁ । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି , ଗ୍ରାମବାସୀ ସେମାନଙ୍କୁ ଧରି ମା-ଡ଼ ମାରି-ବା କେତେ ପର୍ଯ୍ୟନ୍ତ ଯୁକ୍ତିଯୁକ୍ତ । ଯଦି ସେମାନେ ଗଗନ ଏବଂ ମହିଳାଙ୍କୁ ଧରିଥିଲେ ତେବେ ପୋଲିସକୁ ବି ଡାକି ପାରିଥାନ୍ତେ ।

Leave a Reply

Your email address will not be published. Required fields are marked *