ଭଣଜା ପ୍ରେମ କଲା ପା-ଗେଳୀ , ମାଇଁ ସାଜିଲା ରା-କ୍ଷସୀ , ପୁଅ ଭଳି ଭଣଜାକୁ ପ୍ରେମ କରି ହେଲା ବ-ର୍ବାଦ

ମାଆ ଭଳି ମାଇଁଟିଏ । ଅଳି ଅଝଟ ବୁଝିଥାନ୍ତି । ମାମୁଁ ଘରକୁ ଗଲେ ସେ ହିଁ ଆମକୁ ଗେଲ କରିଥାନ୍ତି ଆଉ ସବୁକଥା ବୁଝିବାକୁ ଚେଷ୍ଟା କରିଥାନ୍ତି । କେତେ ଯେ ଗେଲ ବସର କରିଥାନ୍ତି ଆଉ ମାମୁଁ ସହିତ ବି ଲ-ଢି ଯାଇଥାନ୍ତି । କିନ୍ତୁ ଆଜିର କଳ-ଙ୍କିତ ଦୁନିଁଆରେ ଏପରି ଅନେକ ଘ-ଟଣା ଲୋକଲୋଚନକୁ ଆସୁଛି , ଯାହା ମୁଣ୍ଡ ତଳକୁ କରି ଦେଉଛି । ଆଜିର ବିବାହିତା ନାରୀ ଆଉ ପୁରୁଷ ଅଧିକ ପ୍ରେମରେ ପଡୁଛନ୍ତି ।

ଆଉ ନିଜ ପରିବାରକୁ ଛାଡି ହୋଇ ଯାଉଛନ୍ତି ଆଉ କାହାର । ନିଜର ଜନ୍ମ କରିବା ପିଲାଛୁଆଙ୍କୁ ବି ଭୁଲି ଯାଇ ସେହି ଭଲ ପାଇଥିବା ମଣିଷର ହୋଇ ଯାଉଛନ୍ତି । ଆଉ ଘର ପରିବାର ଛାଡି ପଳଉଛନ୍ତି । ତେବେ ଏପରି କଥା ବାସ୍ତବରେ ସମାଜରେ ଅତ୍ୟନ୍ତ ନିନ୍ଦ-ନୀୟ ଅଟେ । ଏପରି ମହିଳା ମାନେ ନା ଏ କୁଳର ନା ସେ କୁଳର ହେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏହି ଘ-ଟଣା ଉପରେ ଥରେ ଜାଣି ନିଅନ୍ତୁ , ଆପଣ ବି ଶୁଣିବା ପରେ ଛି ଛି କରିବାକୁ ଲାଗିବେ ।

ଜଣେ ମାଇଁକୁ ଭଣଜା ପ୍ରେମ କରି ଦେଇଛି ବାୟାଣୀ । ନିଜ ପରିବାରକୁ ଭୁଲି ସେ ନିଜ ଭଣଜା ର ହେବା ପାଇଁ ସ୍ବପ୍ନ ଦେଖିଥିଲେ ଆଉ ଭଣଜା ବି ନିଜ ମାଇଁକୁ ଏପରି କିଛି କଥା କହି ଫ-ସାଇ ଦେଇଥିଲେ , ଯାହାପରେ ମାଇଁ ସବୁକିଛି ଭୁଲି ଯାଇ ଭଣଜା ପାଖକୁ ଧାଇଁ ପଳାଇଥିଲେ । ଘଟ-ଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁର ଥା-ନା ରାମଚନ୍ଦ୍ରପୁର ଗାଆଁର ଅଟେ । ଗୋପାଳ ସାହୁଙ୍କ ପତ୍ନୀ ନିଜ ଭଣଜା ପ୍ରେମରେ ପଡ଼ି ଯାଇଥିଲେ ଆଉ ସ୍ଵାମୀ ଘରେ ନ ରହିବା ଫାଇଦା ଉଠାଇ ଭଣଜା ସହିତ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ।

ତେବେ ଖାଲି ଏତିକି ନୁହେଁ , ତାଙ୍କୁ ପ୍ରେମ ଏତେ ବା-ୟା କରି ଦେଇଥିଲା କି , ଘର ଆଉ ପିଲା ଛୁଆଙ୍କୁ ଛାଡି ରାଜସ୍ଥାନ ନିଜ ଭଣଜା ପାଖକୁ ରହିବାକୁ ପଳାଇ ଥିଲେ । ତେବେ ଦୁଇ ବର୍ଷ ପରେ ସମ୍ପ-ର୍କରେ ଫାଟ ସୃଷ୍ଟି ହେବାରୁ ଏବେ ରାଜସ୍ଥାନରୁ ଫେରି ଆସି ନିଜ ଶାଶୁ ଘରେ ଆଗରେ କହୁଛନ୍ତି କି , ସେ ତାଙ୍କ ପରିବାର ସହିତ ରହିବେ । ତେବେ ଏହାକୁ ସମସ୍ତ ଗ୍ରାମବାସୀ ପ୍ରତି-ବାଦ କରୁଛନ୍ତି । ଆଉ ଏଥିପାଇଁ ଥା-ନାରେ ମଧ୍ୟ ଏ-ତଲା ଦା-ୟର କରାଯାଇଛି । ଗୋପାଳ ସାହୁଙ୍କୁ ନ୍ୟା-ୟ ମିଳି ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *