ଅର୍ଚ୍ଚନାଙ୍କୁ ଦରକାର ଥିଲା ଖାଲି ବିଡ଼ା ବିଡ଼ା ଟଙ୍କା । ନିଜ ସ୍ୱାମୀ ସହ ମିଶି କରିଥିଲେ ଏହି କାମ :-

ତେବେ ଗତ କିଛି ଦିନ ହେବ ରାଜଧାନୀରେ ଏକ ଘ-ଟଣା ବେଶ ଚର୍ଚ୍ଚାରେ ରହିଛି । ସ୍ୱାମୀ ଆଗରେ ହିଁ ସ୍ତ୍ରୀ ଏକାଧିକ ପୁରୁଷ ସହିତ ସମ୍ପ-ର୍କ ରଖୁଥିଲା ସ୍ତ୍ରୀ । ତଥାପି ସ୍ୱାମୀ ସବୁକିଛି ଜାଣିବି ଅଜଣା । କାରଣ ସ୍ୱାମୀରବି ଏସବୁରେ ହାତ ଥିଲା । କାରଣ ଉଭୟ ସ୍ୱାମୀ ସ୍ତ୍ରୀ କୁ ଦରକାର ଥିଲା କେବଳ ଟଙ୍କା । ଟଙ୍କା ବ୍ୟତୀତ ଜୀବନରେ ଆଉକିଛି ନାହିଁ ବୋଲି ସେମାନେ ଭାବି ନେଇଥିଲେ । ମାତ୍ର କେବଳ ଗୋଟିଏ ଭୁଲ କାରଣରୁ ସେମାନେ ଫସିଗଲେ ।

ତେବେ ରାଜଧାନୀର ଏହି ଘ-ଟଣା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସ୍ୱାମୀ ସ୍ତ୍ରୀ ଉଭୟ ମିଶି କୌଣସି ବଡ଼ ବଡ଼ିଆଙ୍କୁ ଟା-ର୍ଗେଟ କରୁଥିଲେ । ତାହା ସୋସିଆଲ ମିଡ଼ିଆ ହେଉ କିମ୍ବା ଆଉ କେଉଁଠି ହେଉ । ତାପରେ ସ୍ତ୍ରୀ ଅର୍ଚ୍ଚନା ସେହି ଲୋକଙ୍କୁ ନିଜ ସୁନ୍ଦର ରୂପ ଦେଖାଇ ବେଶ ଆରାମରେ ଫ-ସାଉ ଥିଲା ଏବଂ ଶେଷରେ ଘରକୁ ଡାକୁଥିଲା । ଆଉ ଏଥିରେ ପୁରା ସହଯୋଗ କରୁଥିଲା ସ୍ୱାମୀ । ଏମିତିକା ସ୍ୱାମୀ ବୋଧହୁଏ ଦୁନିଆରେ କେହିବି ହୋଇ ନଥିବେ ।

ଏମାନଙ୍କ ବିବାହ ଥିଲା କେବଳ ଗୋଟିଏ ବ୍ୟବସାୟ । କାରଣ ବିବାହ ମଧ୍ୟ ଏହି ବଡ଼ବଡ଼ିଆଙ୍କୁ ଠ-କିବା ପାଇଁ କରିଥିଲେ । ଆଉ ଜଗବନ୍ଧୁକୁ ବିବାହ କରବା ପରେ ଟଙ୍କାର ସ୍ୱପ୍ନ ପୂରଣ କରିବା ପାଇଁ ବଡ଼ ଲୋକଙ୍କ ଉପରକୁ ଟା-ର୍ଗେଟ କରିଥିଲେ । ଅର୍ଚ୍ଚନାଙ୍କ ରୂପ ଦେଖି ଏମିତିରେ ବି ଯେକେହିବି ଫ-ସି ଯିବା ସ୍ୱାଭାବିକ । ଅର୍ଚ୍ଚନା ଏବଂ ତାର ସ୍ୱାମୀକୁ ଦରକାର ଥିବା ଟଙ୍କା ଆଉ ତା ବଦଳରେ ବଡ଼ବଡ଼ିଆଙ୍କୁ ଦରକାର ଥିବା ଶାରୀରିକ ସୁଖ ।

ବାସ ଏମିତି ଭାବରେ ବର୍ଷ ବର୍ଷ ଟଙ୍କା ଲୁ-ଟି ଚାଲିଲେ ସ୍ୱାମୀ ସ୍ତ୍ରୀ । ଟଙ୍କା ଲୋଭରେ ସେହି କାମକୁ ଛାଡ଼ି ପାରି ନାଥଲେ । ବଡ଼ ବଙ୍ଗଳା ଗାଡ଼ି ଅର୍ଚ୍ଚନାର ଆଗରେ ପଛରେ ଥିଲା । କିନ୍ତୁ ଖରାପ କର୍ମ କୁଡ଼ିଆରେ ହେଉ କିମ୍ବା ବଙ୍ଗଳାରେ ହେଉ ତାହା ବେଶୀ ଦିନ ତିଷ୍ଠି ରହି ପାରି ନଥାଏ । ସେମିତି ହିଁ ଅର୍ଚ୍ଚନା ଏବଂ ତାର ସ୍ୱାମୀର କୁକା-ର୍ଯ୍ୟ ବେଶୀ ଦିନ ରହି ନଥିଲା । ଗୋଟିଏ ଭୁଲ ପାଇଁ ସବୁକିଛି ପ-ର୍ଦାଫା-ସ ହୋଇଥିଲା । ଆଉ ଏବେ ଅର୍ଚ୍ଚନା ଜେ-ଲରେ । ସେଠାରେ ନା ଅଛି ବିଡ଼ା ବିଡ଼ା ଟଙ୍କା ନା ଘର ନା ଗାଡ଼ି ।

Leave a Reply

Your email address will not be published. Required fields are marked *