ପରୀକ୍ଷା ଆଗରୁ ଅଜବ ଧରଣର ଚେ-କିଂ : ଆଗ ବ୍ରା ଖୋଲ,ତା ପରେ ପରୀକ୍ଷା ଦିଅ,ଆଉ ତା ପରେ ଛାତ୍ରୀମାନେ……

ଏଭଳି ଏକ ଅଭା-ବନୀୟ ଘ-ଟଣା ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ପରୀକ୍ଷା କେନ୍ଦ୍ରରେ ଏଭଳି କାଣ୍ଡକୁ ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି । କିପରି ଯୁବତୀ ମାନଙ୍କୁ ନିଜର ଅ-ନ୍ତବ-ସ୍ତ୍ର ଖୋଲିବାକୁ କୁହା ଯାଇଥିଲା ଆଉ ଯାହା ସେମାନଙ୍କ ଆତ୍ମସ-ମ୍ମାନ ଉପରେ ଆଞ୍ଚ ଆଣିଥିଲା । ତେବେ ଏହାକୁ କିଛି ଯୁବତୀ ବା-ରଣ କରିଥିବା ବେଳେ ଆଉ କିଛି ଯୁବତୀ ଏହାକୁ ମାନି ନେଇଥିଲେ ।

କିନ୍ତୁ ଜଣେ ଯୁବତୀ ନିଜ ପିତାଙ୍କୁ କହିଥିଲେ ଆଉ ତାଙ୍କ ପିତା ଏ ବାବ-ଦରେ ଥା-ନାରେ ଯାଇ ଅଭି-ଯୋଗ କରିଥିଲେ । ଯୁବତୀ ମାନଙ୍କୁ ଏଭଳି କାମ କରିବାପାଇଁ କହିବା ତାଙ୍କୁ ଅତ୍ୟନ୍ତ ଆ-ଘାତ ଦେଇଥିଲା । ତେବେ ଏହି ଘଟ-ଣାଟି ହେଉଛି ୨୦୧୭ ମସିହାର । ୨୦୧୭ ମସିହାରେ କେରଳରେ ଅନୁଷ୍ଠିତ ହୋଇଥିବା ନିଟ ବା ଡାକ୍ତରୀ ପରୀକ୍ଷାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଯୁବତୀ ମାନଙ୍କୁ ଅନେକ ଲ-ଜ୍ଜିତ କରିଥିଲା । ଏହାକୁ ନେଇ ଝିଅ ମାନେ ବାରଣ ମଧ୍ୟ କରିଥିଲେ।

କେରଳର ମାର୍ଥମା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଏଭଳି ପରିବେଶ ସୃଷ୍ଟି ହୋଇଥିଲା । ପରୀକ୍ଷା ଦେବା ପାଇଁ ଆସିଥିବା ଅନେକ ମହିଳା ପରୀକ୍ଷାର୍ଥୀ ମାନଙ୍କୁ ଏଭଳି କରିବାକୁ କୁହା ଯାଇଥିଲା । ସେମାନଙ୍କୁ ନିଜ ଅ-ନ୍ତବ-ସ୍ତ୍ର ଓଲ୍ହାଇ ଦେବା ପାଇଁ କୁହା ଯାଇଥିଲା । ନଚେତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ବାରଣ କରା ଯାଇଥିଲା । ତେବେ ଏହାକୁ ଅନେକ ଯୁବତୀ ମାନିବାକୁ ରାଜି ନଥିଲେ । କିଛି ଯୁବତୀ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ।

ତେବେ ଜଣେ ଯୁବତୀଙ୍କ ବାପା ଥା-ନାରେ ଏ ବିଷୟରେ ଲିଖିତ ଅଭି-ଯୋଗ କରିଥିଲେ । ଆଉ କହିଥିଲେ କି କେବଳ ତାଙ୍କ ଝିଅ ନୁହେଁ ବରଂ ଅନେକ ଝିଅ ମାନଙ୍କ ସହିତ ଏଭଳି କରାଯାଇଛି । ତେବେ ପରେ ଜଣା ପଡିଥିଲା କି , ଏଭଳି ଏଥିପାଇଁ କରା ଯାଇଥିଲା କି , ମହିଳା ମାନଙ୍କର ଅ-ନ୍ତବ-ସ୍ତ୍ର ପଛରେ ଗୋଟିଏ ଛୋଟ ଷ୍ଟ୍ରିପ ଲାଗିଥିଲା , ଯାହାକୁ ମେଟାଲ ଡିଟେକ୍ଟର ଆକୃଷ୍ଟ କରୁଥିଲା । ସେଥିପାଇଁ ତାହାକୁ ବାହାର କରିବାପାଇଁ କୁହା ଯାଉଥିଲା ।

Leave a Reply

Your email address will not be published. Required fields are marked *