ଜିନ୍ସ ପିନ୍ଧିବାକୁ ସ୍ୱାମୀ କରିଦେଲା ମନା,ଆଉ ରା-ଗରେ ସ୍ତ୍ରୀ ନେଇଗଲା ଜୀବନ,ଜାଣନ୍ତୁ ପୁରା ଘଟ-ଣାବଳୀ

ସ୍ୱାମୀ ସ୍ତ୍ରୀଙ୍କର ସ-ମ୍ପର୍କ ଏକ ଅତୁଟ ସ-ମ୍ପର୍କ । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ବିବାହ କରିଥାନ୍ତି ଆଉ ସାରା ଜୀବନ ଏକାଠି ରହିବାପାଇଁ ମଧ୍ୟ ଶ-ପଥ ନେଇଥାନ୍ତି । କିନ୍ତୁ ଏଭଳି କିଛି ପରିସ୍ଥିତି ଦେଖା ଦିଏ ଯାହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଦିଏ । ଆଉ ସେମାନଙ୍କୁ ଅଲଗା କରିବାକୁ ବାଧ୍ୟ କରିଦିଏ । ସେମାନଙ୍କ ମଧ୍ୟ ମନାନ୍ତର ଆଉ ମତାନ୍ତର ଦେଖାଦିଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଅନେକ ଖବର ବିଷୟରେ ସୂଚନା ମିଳୁଛି । ଯାହା ଆପଣଙ୍କୁ ଚମକାଇ ଦେବ।

ଝାଡ଼ଖଣ୍ଡର ଜାମତାଡାରେ ଏକ ଅଭା-ବନୀ-ୟ ଘ-ଟଣା ଘଟିଯାଇଛି । ଗୋଟିଏ ଛୋଟ କଥା ପାଇଁ ର-କ୍ତ ମୁଖା ପାଲଟି ଯାଇଛି ସ୍ତ୍ରୀ ଆଉ ନେଇଯାଇଛି ସ୍ୱାମୀର ଜୀବନ । କେବଳ ଗୋଟିଏ ଛୋଟ କଥା ଜିନ୍ସ ପିନ୍ଧିବା ପାଇଁ ସ୍ତ୍ରୀକୁ ସ୍ୱାମୀ ମନା କରି ଦେଇଥିଲେ ଆଉ ତାପରେ ନୃ-ଶଂ-ସ ପାଲଟି ଯାଇଥିଲେ ସ୍ତ୍ରୀ । ନିଜ ସ୍ୱାମୀଙ୍କୁ ଛୁ-ରୀରେ ଆକ୍ର-ମଣ କରିଥିଲେ । ସୂଚନା ମୁତାବିକ , ଝାଡ଼ଖଣ୍ଡର ଜାମତାଡା ଥା-ନା ଅନ୍ତର୍ଗତ ଜୋଡଭୀଟା ଗାଁରେ ଘଟିଛି ଏହିଭଳି ଅଭା-ବନୀ-ୟ ଘ-ଟଣା ।

ତେବେ ଏହି ଗାଁର ଆନ୍ଦୋଳନ ଟୁଡୁଙ୍କ ବିବାହ ୨ ମାସ ପୂର୍ବରୁ ପୁଷ୍ପା ହେମ୍ବ୍ରମଙ୍କ ସହିତ ହୋଇଥିଲା । ଜୁଲାଇ ୧୬ ତାରିଖ ରାତିରେ ପୁଷ୍ପା ହେମ୍ବ୍ରମ ଜିନ୍ସ ପିନ୍ଧି ମେଳା ଦେଖିବାକୁ ଗୋପାଳପୁର ଗାଁକୁ ଯାଇଥିଲା କିନ୍ତୁ ଏହି କଥାରେ ସ୍ୱାମୀ ଆଦୌ ରାଜି ନଥିଲେ । ତେବେ ସ୍ତ୍ରୀ ଫେରିବା ପରେ ସ୍ବାମୀ ତାଙ୍କୁ ଜିନ୍ସ ପିନ୍ଧି ଯିବା ପାଇଁ ମନା କରିଥିଲେ । ଆଉ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବି-ବା-ଦ ଦେଖିବାକୁ ମିଳିଥିଲା ।ଶେଷରେ ସ୍ୱାମୀଙ୍କ ଉପରେ ଉ-ତ୍ୟକ୍ତ ହୋଇ ପଡ଼ିଥିଲେ ସ୍ତ୍ରୀ ।

ଆଉ ନିଜର ସମସ୍ତ ମାନ-ସିକ ଭାରସାମ୍ୟ ହରାଇ ବସିଥିଲେ । ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ ସେ ନିଜ ସ୍ୱାମୀଙ୍କ ଉପରେ ଛୁ-ରୀ ଦ୍ୱାରା ଆକ୍ର-ମଣ କରିଥିଲେ । ତେବେ ତାଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷିତ କରିଥିଲେ । ଏ ବାବ-ଦରେ ମୃତ-କଙ୍କ ପିତା କହିଛନ୍ତି କି , ଦୁହିଁଙ୍କ ମଧ୍ୟରେ ଏହି କଥାକୁ ନେଇ ଅନେକ ବି-ବା-ଦ ହୋଇଥିଲା ଆଉ ଶେଷରେ ବୋହୁ ଏଭଳି ପଦକ୍ଷେପ ନେଇଥିଲେ ।

Leave a Reply

Your email address will not be published. Required fields are marked *