ବରକୁ ଗୁ-ଟଖା ଖାଇବା ପଡ଼ିଲା ମ-ହଙ୍ଗା , କନିଆ ଯାହା କଲା , ତାପରେ ସେ ସାରା ଜୀବନ ଗୁଟ-ଖାକୁ ଛୁଇଁବ ନାହିଁ ।

ସବୁ ଝିଅ ପାଇଁ ବିବାହ ଅତ୍ୟନ୍ତ ବେଶ ସ୍ୱତନ୍ତ୍ର ହୋଇଥାଏ । ଏହି ଦିନକୁ ସେ ସବୁଦିନ ପାଇଁ ନିଜ ସ୍ମୃତିରେ ସାଇତି ରଖିଥାଏ । ସେଥିପାଇଁ ସେ ମଧ୍ୟ ଇଚ୍ଛା କରନ୍ତି ଯେ ବିବାହ ଦିନଟି ପରଫେକ୍ଟ ହେଉ ବୋଲି । କିନ୍ତୁ ବିବାହରେ କିଛି ନା କିଛି ସମସ୍ୟା ନିଶ୍ଚୟ ହୋଇଥାଏ । ତେବେ ଯଦି ସେହି ସମସ୍ୟା ବର ତରଫରୁ ହୁଏ ତେବେ କନିଆ ତ ରା-ଗିବା ସ୍ୱାଭାବିକ ।

ଏପରି ଅନେକ ଘ-ଟଣା ଆପଣ ଶୁଣିଥିବେ କିମ୍ବା ଦେଖିଥିବେ ଯେଉଁଠାରେ ବର ମ-ଦ ପିଇବା ପରେ ପରେ ବିବାହକୁ ଆସିଥାଏ । ସାଧରଣତଃ ପକ୍ଷ ଲୋକେ ବରର ସବୁ କାର-ନାମାକୁ ଚୁପଚାପ୍ ସହ୍ୟ କରନ୍ତି ।କିନ୍ତୁ ବର୍ତ୍ତମାନର ସମୟ ବଦଳି ଗଲାଣି । ବର୍ତ୍ତମାନ ଝିଅମାନେ ସଠିକ୍ ଜିନିଷ ପାଇଁ ଲ-ଢ଼େଇ କରନ୍ତି ।

 

View this post on Instagram

 

A post shared by memes comedy (@ghantaa)

ବିବାହରେ ଗୁଟଖା ଚୋବା-ଇବା ବରକୁ ପଡ଼ିଲା ମ-ହଙ୍ଗା ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜଣେ ସାହସୀ କନିଆର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଝିଅଟି ସର୍ବସାଧାରଣ ସାମ୍ନାରେ ବର ଉପରେ ଏମିତି ବର୍ଷିଛି ଯାହା ପରେ ବର ପକ୍ଷର ମୁହଁ ବନ୍ଦ ହୋଇଯାଇଛି । ଭିଡିଓରେ ଦେଖିବା ଭଳି ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ଚାଲିଛି । ଏହାପରେ କନିଆର ଆଖି ବର ଉପରେ ପଡ଼ିଛି । ବର କିନ୍ତୁ ଖୁସିରେ ଗୁ-ଟଖା ଚୋବାଉଥିବାର ଦେଖାଯାଇଛି ।

ବରକୁ ଗୁ-ଟଖା ଖାଉଥିବର ଦେଖି କନିଆ ପୁରା ଉତ୍ତେ-ଜିତ ହୋଇ ଯାଇଥିଲା ଏବଂ ସମସ୍ତଙ୍କ ସାମ୍ନାରେ ବରକୁ ଯେଉଁ ଭଳି ଭାବରେ ତା-ଗିଦ କରିଥିଲା ତାହା ଦେଖିବା ଭଳି ହୋଇଥିଲା । ବାଧ୍ୟ ହୋଇ ବରକୁ – ବାଧ୍ୟ ହୋଇ ଯାଇଛି । କନିଆର କହିବା କଥା ଯେ ହୁଏତ ତାଙ୍କର ଗୁ-ଟଖା ଖାଇବା ଅଭ୍ୟାସ ହୋଇ ଯାଇଛି ମାତ୍ର ବିବାହ ଦିନ ଏଭଳି ଖାଇବା ଠିକ ନୁହେଁ । ତେଣୁ ଏଠାରେ କନିଆ ରା-ଗିବା ତ ସ୍ୱାଭାବିକ ଅଟେ ।

କନିଆ ଯେପରି ବରକୁ ଅପ-ମାନିତ କରିଛି, ତାହା ଦେଖି ଲୋକମାନେ ମଧ୍ୟ ତାହାର ବେଶ ମଜା ନେଇଛନ୍ତି । ଜଣେ ୟୁଜର ଏହି ଭିଡ଼ିଓରେ କମେଣ୍ଟ ଦେଇଛନ୍ତି ଯେ ସବୁ ମହିଳା ଏହିପରି ନିର୍ଭୀକ ହେବା ଉଚିତ୍ । ତେବେ ଯାଇ ସ୍ୱାମୀ ମଣିଷ ଭାବରେ ରହିବ । ’ତା’ପରେ ଆଉ ଜଣେ ୟୁଜର ଲେଖିଛନ୍ତି ଯେ ସେହି ବ୍ୟକ୍ତିକୁ କଣ ଗୁ-ଟଖା ଖାଇବାକୁ ଆଉ ଅନ୍ୟ କୌଣସି ସମୟ ମିଳିଲା ନାହିଁ ? ଅନେକ ଲୋକ କନିଆକୁ ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *