ରା-କ୍ଷାସ ମାନେ ଖୋଲୁଥିଲେ ଝିଅର ଡ୍ରେସ, ପଥରରେ ଶୁଆଇ…. ବଞ୍ଚାଇ ଦେଲେ ଭଗବାନ….

ପ୍ରେମିକାକୁ ସାଥିରେ ନେଇ ନିରୋଳା ସ୍ଥାନରେ ସମୟ କା-ଟିବାକୁ ଚାହୁଁଛନ୍ତି କି ? ପ୍ରେମିକା ସହ ପାହାଡ଼ ଝରଣା ବଣ ଜଙ୍ଗଲ ବୁଲୁଛନ୍ତି କି ତାହାଲେ ହୋଇ ଯାଆନ୍ତୁ ସତ-ର୍କ। କାରଣ ଏବେ ଆଉ ସମୟ ଭଲ ନାହିଁ। ମଣିଷ ସାଜିଲେଣି ନର ରା-କ୍ଷା-ସ। ଟିକିଏ ସୁଯୋଗ ପାଇଲେ ଦେହ ମାଂ-ସ ଲୋଭି ରା-କ୍ଷାସ ମାନେ କୁକୁରଙ୍କ ପରି ହେଉଛନ୍ତି ଦେହର ଭୋ-କ ମେଣ୍ଟା-ଇବାକୁ।

ହଁ ଆଜ୍ଞା କେବେ ହେଲେ ମଧ୍ୟ ନିଜ ପ୍ରେମିକା କି ପରିବାରର କୌଣସି ମହିଳାଙ୍କୁ ଏକା ନିଛାଟିଆ ରାସ୍ତା ଅତିକ୍ରମ କରି ନିଛାଟିଆ ସ୍ଥାନକୁ ବୁଲେଇବାକୁ ନିଅନ୍ତୁ ନାହିଁ। କିଛି ସମୟର ଖୁସି ସବୁକିଛି ନ-ଷ୍ଟ କରିଦେଇ ପାରେ। କାରଣ ଚାରି ଆଡ଼େ ଏବେ ଲୋକେ ବୁଲୁଛନ୍ତି ଆଉ ଯାହାଙ୍କର ନଜର ଭାରି ଖରାପ। ଟିକିଏ ସୁଯୋଗ ପାଇଲେ ସୁଯୋଗକୁ କରୁ ନାହାଁନ୍ତି ହାତ ଛଡା। ଘର ପରିବାରରେ ମା ଭଉଣୀ ନଥିଲା ପରି ପର ଝିଅର ଶରୀର ଦେଖିଲେ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି।

ଏ କଥା ଆମେ ଏଥିପାଇଁ କହୁଛୁ ଗୋଟେ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଝିଅକୁ ଛ ଜଣ ଯୁବକ ବଳା-ତ୍କାର କରିବାକୁ ଚେଷ୍ଟା କରୁଥିଲେ। ଭିଡ଼ିଓରେ ଦେଖିବାକୁ ମିଳୁଛି କି ଏକ ନିଛା-ଟିଆ ସ୍ଥାନରେ ଜଣେ ଯୁବତୀ ଏକା ଥିବା ଦେଖି ଗୋଟିଏ ମିଠା ଆଗରେ ଯେମିତି ସହସ୍ର ପିମ୍ପୁଡି ଘେରି ଯାଆନ୍ତି ଠିକ ସେମିତି ଗୋଟିଏ ଝିଅ ଉପରେ ଛ ଜଣଙ୍କର ନଜର। ନିଜ ନିଜ ଭିତରେ ମଧ୍ୟ ଚାଲିଛି ଆଲୋଚନା କିଏ ଆଗ ଝିଅଟିକୁ ଛୁଇଁବ। ମାତ୍ର ଭଗବାନ ବଡ଼ ଲୋକ ଠିକ ସମୟରେ ଝିଅଟିକୁ ବଞ୍ଚାଇ ଦେଲେ ନହେଲେ କଣ ଯେ ହୋଇଥାନ୍ତା ଝିଅଟିର ତାହା କଳ୍ପନା କରିବା ବି ଅସମ୍ଭବ। ହଁ ବନ୍ଧୁଗଣ ଥରେ ଭାବନ୍ତୁ ତ ଯଦି ଗୋଟିଏ ଝିଅକୁ ବଳା-ତ୍କାର କରିବାକୁ ଛ ଜଣ ଆଗେଇ ଆସିବେ। ତେବେ ସେ ଝିଅଟିର ଅବସ୍ଥା କଣ ହେବ।

ସୈ-ତାନ ରା-କ୍ଷାସ ଛ ଜଣ ଝିଅଟି ପାଖକୁ ପାଖକୁ ଯାଇ କହୁଥିଲେ ମୁଁ ଝିଅର ଡ୍ରେସ ଖୋଲିବି ମୋର କାହାକୁ ଡ-ର ନାହିଁ। କେବଳ ଏତିକି ନୁହେଁ ଝିଅଟି ପାଖକୁ ଯାଇ ସମସ୍ତେ ମିଶି ଝିଅଟିକୁ ଟଣା ଟଣୀ ମଧ୍ୟ କରୁଥିଲେ ଆଉ ଏମିତି ଟଣା ଟଣି କଲେଯେ ଝିଅଟିର ଡ୍ରେସ ମଧ୍ୟ ଚି-ରି ପକାଇଲେ। ସେ ଦୌଡ଼ିବା ବେଳେ ଏମାନେ ବି ଦୌଡୁଥିଲେ। ଝିଅଟିଏ ଜୀବନ ବଞ୍ଚାଇବାକୁ ରା-କ୍ଷାସ ମାନଙ୍କ କବଳରୁ ନିଜକୁ ର-କ୍ଷା କାରିବାକୁ ଚେଷ୍ଟା କରି ଭଗବାନ ଙ୍କୁ କେବଳ ଡାକୁଥିଲେ। ଆଉ ସେହି ସମୟରେ ରା-କ୍ଷାସ ମାନେ ତାକୁ ମାଡ ମଧ୍ୟ ମା-ରିଲେ। ଝିଅଟିଏ ହାତ ଯୋଡି ନେହୁରା ହେଉଥିଲେ ମଧ୍ୟ ଶରୀର ଉପରେ ନଜର ପକାଇଥିବା ରା-କ୍ଷାସ ଝିଅଟିକୁ ଛାଡିଲେ ନାହିଁ। ଝିଅଟି ହାତ ଯୋଡି କହୁଥିଲା ଛାଡି ଦିଅ ମୁଁ ତୁମର କଣ କରିଛି କାହିଁକି ମୋ ସହ ଏମିତି କରୁଛ। ତୁମ ଘରେ କଣ ମା ଭଉଣୀ କେହି ନାହାଁନ୍ତି।

ଝିଅଟି ଯେତେ ଯାହା କହୁଥିଲେ ମଧ୍ୟ ଝିଅଟିର କୌଣସି କଥା ଫରକ ପକାଉ ନଥିଲା ଛ ଜଣ ରାକ୍ଷ-ସଙ୍କ ଉପରେ। ଶେଷରେ ଝିଅଟି ଅସହାୟ ହୋଇ ପଡ଼ିଥିଲା ଆଉ ଭାବିଥିଲା ଏ ରା-କ୍ଷସ ମାନଙ୍କ କବଳରୁ ବୋଧେ ହୁଏ ଆଜି ସେ ବର୍ତୀ ଯାଇ ପାରିବ ନାହିଁ।ଏମିତି ଭାବି ଝିଅଟିଏ ଯେତେବେଳେ ସବୁ ଆଶା ଭରସା ହରେଇ ଦେଇଥିଲା ସେହି ସମୟରେ ଜଣେ ଯୁବକ ଘ-ଟଣା ସ୍ଥଳରେ ପହଞ୍ଚିଥିଲେ ଆଉ ଯୁବତୀଙ୍କ ସହ ଏପରି ହେଉଥିବା ଦେଖି ଝିଅଟିକୁ ଉ-ଦ୍ଧାର କରିବାକୁ ଯୁବକ ଜଣଙ୍କ ଆଗେଇ ଆସିଥିଲେ।

ଆଉ ରା-କ୍ଷାସ ମାନଙ୍କ କବଳରୁ ଝିଅଟିକୁ ଉ-ଦ୍ଧାର କରିବାରେ ମଧ୍ୟ ଯୁବକ ସଫଳ ହୋଇଥିଲେ ତେବେ ଯୁବକଙ୍କ ସାହାସକୁ ସମସ୍ତେ ସାଧୁବାଦ ଜଣାଉଥିବା ବେଳେ ଏ ଭିଡ଼ିଓଟି କେଉଁ ଅଞ୍ଚଳର ତାହା ଜଣା ପଡି ନାହିଁ। ତେବେ କୌଣସି ନିଛାଟିଆ ସ୍ଥାନକୁ ସାଥିରେ ଝିଅ ମାନଙ୍କୁ ନେଇ ଯାଉଥିଲେ ନିହାତି ସ-ତର୍କ ରୁହନ୍ତୁ। ନଚେତ ଏଭଳି ରାକ୍ଷ-ସଙ୍କ ସାମ୍ନାରେ ପଡିଗଲେ ଏମାନେ ମଣିଷ ପଣିଆ ଭୁଲି ଯାଆନ୍ତି।

Leave a Reply

Your email address will not be published. Required fields are marked *