ମୋ ଝିଅକୁ ଅର୍ଚ୍ଚନା ନାଗ-୨ କହି ଅଭ-ଦ୍ର ଭାଷାରେ ଗା-ଳି ଗୁ-ଲଜ କଲେ, ସରପଞ୍ଚ ମା-ରିବ ବୋଲି କହି ହାତକୁ ହାଣି ଦେଲା।

କିଛି ଦିନ ତଳେ ସୋସିଆଲ ମିଡିଆରେ ଅର୍ଚ୍ଚନା ନାଗଙ୍କ କଥା ଚର୍ଚ୍ଚାରେ ଥିଲା। ଅର୍ଚ୍ଚନା ନାଗଙ୍କ କାମ ପାଇଁ ତାଙ୍କୁ ବୋଧେ ଏ ପର୍ଯ୍ୟନ୍ତ କେହି ଭୁଲି ନଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅର୍ଚ୍ଚନା ନାଗ-୨ ନାମରେ ଜଣେ ଝିଅଙ୍କୁ ବଦ-ନାମ କରାଯାଉଛି। ହଁ ଆଜ୍ଞା ଏମିତି କିଛି ଦେଖିବାକୁ ମିଳିଛି ବାଲିଅନ୍ତା ଅଞ୍ଚଳରେ।

କିଛି ଦିନ ତଳେ ବାଲିଅନ୍ତା ଅଞ୍ଚଳର ଜଣେ ସୋସିଆଲ ମିଡିଆରେ ଅର୍ଚ୍ଚନା ନାଗ-୨ କହି ଭିଡିଓ ଭାଇରାଲ ହେଇଥିଲା। ଏ ଭିଡ଼ିଓ ସମସ୍ତେ ଦେଖିବା ପରେ ଗାଆଁ ଲୋକ ଏବଂ ସହି ପଡିଶା ଝିଅ ଏବଂ ମାଆଙ୍କୁ ବହୁତ୍ ଗା-ଳି ଗୁ-ଲଜ କଲେ।

ହୋଲି ଦିନ ଝିଅ ଏବଂ ତାଙ୍କ ବଡ଼ ଭାଇ ଏବଂ ତାଙ୍କ ପିଲା ମିଶି ତୋଟା ରେ ଭୋଜି କଲାବେଳେ ମୋହନ ପାତ୍ର ଏବଂ ବାଲିଅନ୍ତା ସରପଞ୍ଚଙ୍କ କେତେ ପିଲା ଆସି ଗ-ଣ୍ଡଗୋ-ଳ କଲେ ଏବଂ ସବୁ ଜିନିଷ ପତ୍ର ଫିଙ୍ଗା ଫିଙ୍ଗି କରି ଝିଅକୁ ବହୁତ୍ ଖରାପ୍ ଭାଷାରେ ଗା-ଳି ଦେଲେ। ଏ କଥା ଦେଖି ଝିଅର ଭାଇ ହାତରେ ଧରିଥିବା ଛୁ-ରୀରେ ତାଙ୍କ ହାତ କା-ଟିଦେଲେ। ଏବେ ଝିଅଙ୍କ ବଡ଼ ଭାଇଙ୍କୁ ଝାଡପଡ଼ା କୋର୍ଟକୁ ପଠା ଯାଇଛି।

ଝିଅର ମା କହିଛନ୍ତି ଆମକୁ ଏମିତି କିଛି ଦିନ ଅଭଦ୍ର ଭାଷାରେ ଗା-ଳି ଗୁ-ଲଜ କରିବାରୁ ମୁଁ ମଧ୍ୟ ଗାଳି କାଲି ସେଥିପାଇଁ ଆମ ସରପଞ୍ଚ କହିଲା ଝିଅକୁ ମା-ରିଦେଲେ ମା ପୁରା ଚୁପ୍ ହେଇଯିବ ସେଥିପାଇଁ ସେ ମୋ ଝିଅର ହାତକୁ ହା-ଣି ଦେଇଛି। ଏ କଥାକୁ ନେଇ ମୁଁ ଯେତେବେଳେ ଆଇଏସି ପାଖକୁ ଗଲି ସେ କହିଲେ ତମେ ମ-ରି ଗଲେବି ମୁଁ ସରପଞ୍ଚକୁ ଆ-ରେଷ୍ଟ କରିବିନି। ମୁଁ ମୋ ଚାକିରି ଛାଡ଼ିଦେବି ପଛେ କିନ୍ତୁ ସରପଞ୍ଚକୁ କେବେବି ଆ-ରେଷ୍ଟ କରିବିନି। ସେଥିପାଇଁ ଆମେ ଏବେ ବାଲିଅନ୍ତା ସିପି ଅଫିସର ଙ୍କ ପାଖକୁ ଆସିଛୁ।

ଝିଅ ଜଣଙ୍କ କହିଛନ୍ତି ଯଦି ମୋ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ଟିକେ ଛୁ-ରୀ ମା-ରିଦେଲା ତାଙ୍କୁ ଜେ-ଲ ହେଇଯାଉଛି ତେବେ ସରପଞ୍ଚ କାହିଁକି ଜେ-ଲ ଯିବ ନି । ଯୋଉ ପର୍ୟ୍ୟନ୍ତ ସରପଞ୍ଚ ଜେ-ଲ ନ ଯାଇଛି ଆମେ ସିପି ଅଫିସ ଆଗରୁ ଯିବୁନି। ଆମ ରାଜ୍ୟ ରେ ଝିଅ ବୋହୂଙ୍କ ପାଇଁ କିଛି ନ୍ୟା-ୟ ନାହିଁ। ମତେ ନ୍ୟା-ୟ ନ ମିଳିଲେ ମୁଁ ଆ-ତ୍ମହୁ-ତି ଦେଇଦେବି।

Leave a Reply

Your email address will not be published. Required fields are marked *