ଛେଳି ଜନ୍ମ କଲା ମଣିଷ ଛୁଆ ।

ବନ୍ଧୁଗଣ ଏମିତି ଏକ ଚକିତ କଲା ଭଳି ଘ-ଟଣା ଘ-ଟିଛି ଯାହା ଆପଣଙ୍କୁ ମଧ୍ୟ ଚକିତ କରିଦେବ । ଛେଳି ସାଧାରଣତ ଛେଳି ଛୁଆ ହିଁ ଜନ୍ମ ଦେବା କଥା ଆପଣ ମାନେ ଜାଣିଥିବେ ମାତ୍ର ଏକ ଛେଳି ମଣିଷ ଭଳି ଦେଖା ଯାଉଥିବା ଏକ ଛୁଆକୁ ଜନ୍ମ ଦେଇଛି । ଏହିଭଳି ଏକ ସାଙ୍ଘା-ତିକ ଘ-ଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ଆଉ ଏହି ଘ-ଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।

କାରଣ ଛେଳି ଗୋଟେ ମଣିଷ ଛୁଆ ଜନ୍ମ କରିବା ଏହା ସମସ୍ତଙ୍କ ପାଇଁ ଚକିତ କଲା ଭଳି ଘ-ଟଣା ହୋଇଥିବା ବେଳେ ଏହାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଆଉ ଏହି ଘ-ଟଣା ଏତେ ମାତ୍ରାରେ ଅଞ୍ଚଳରେ ପ୍ରଚାରିତ ହେବା ପରେ ସମସ୍ତଙ୍କ ମନରେ ଏକ ପ୍ରଭାର ଆଲୋଡନ ସୃଷ୍ଟି ହୋଇଛି । କି ଛେଳି କିପରି ଭାବେ ମଣିଷ ଭଳି ଦେଖା ଯାଉଥିବା ଏକ ଛୁଆକୁ ଜନ୍ମ ଦେଇ ପାରିଲା ।

ସୂଚନା ଅନୁଯାୟୀ ଯେତେବେଳେ ଛେଳି ଛୁଆ ଜନ୍ମ କଲା ଏହା ପରେ ଘର ଲୋକେ ଦେଖିଥିଲେ କି ଛେଳି ଏକ ଅଦ୍ଭୁତ ମଣିଷ ପରି ଦେଖା ଯାଉଥିବା ମଣିଷ ଛୁଆକୁ ଜନ୍ମ ଦେଇଛି । ଛେଳି ଏହି ଛୁଆକୁ ଜନ୍ମ ଦେବାର କିଛି ସମୟ ପର୍ଯ୍ୟନ୍ତ ସେହି ଅଦ୍ଭୁତ ମଣିଷ ପରି ଦେଖା ଯାଉଥିବା ଛେଳି ଛୁଆଟି ବଞ୍ଚିଥିଲା ମାତ୍ର ଏହାର କିଛି ସମୟ ପରେ ସେହି ଅଦ୍ଭୁତ ଭଳି ଦେଖା ଯାଉଥିବା ମଣିଷ ରୂପ ସାମାନ୍ୟ ଦୃ-ଶ୍ୟ ହେଉଥିବା ଛୁଆକୁ ମାଟି ତଳେ ପୋତି ପକାଇଥିଲେ ।

ହେଲେ ଏହାକୁ ଯେତେବେଳେ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଥିଲା ସାରା ଅଞ୍ଚଳରେ ଆଲୋଚନା ହୋଇଥିଲା ସେତେବେଳେ ଏ ସମ୍ପ-ର୍କରେ ସ୍ପଷ୍ଟୀକରଣ ପାଇଁ ପରିବାର ଲୋକଙ୍କ ସମେତ ଅନେକ ଲୋକେ ପ୍ରାଣୀ ଚିକିତ୍ସିକଙ୍କ ମତ ନେଇଥିଲେ । ଆଉ ପ୍ରାଣୀ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ମା ଛେଳି ପାଖରେ ସାମାନ୍ୟ ସମସ୍ୟା ଥିଲେ ଏହିଭଳି ବିକୃତ ଛୁଆ ଜନ୍ମ ନେଇଥାନ୍ତି । ତେବେ ପ୍ରାଣୀ ବିଶେଷଜ୍ଞ ଏପରି କହିବା ପରେ ।

ପରିବାର ଲୋକେ ଛୁଆଟି ମ-ରିଯିବା ପରେ ତାକୁ ନେଇ ମାଟି ତଳେ ପୋତି ପକାଇଥିଲେ । ବନ୍ଧୁଗଣ ଏହି ଘଟ-ଣାକୁ ଯେତେବେଳେ ଲୋକେ ପ୍ରଥମେ ଶୁଣୁଥିଲେ ସେତେବେଳେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିନଥିଲେ । ହେଲେ ଯେତେବେଳେ ସମସ୍ତେ ଆସି ନିଜ ଆଖିରେ ଦେଖୁଥିଲେ ସେତେବେଳେ କେହି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରୁ ନଥିଲେ । ତେବେ ଏହି ଘ-ଟଣା ଏତେ ମାତ୍ରାରେ ପ୍ରଚାରିତ ହେଲା ଯେ ସାରା ଅଞ୍ଚଳରେ ଖେଳିଗଲା ଏକ ଚକିତ କଲା ଭଳି ବାତାବରଣ । କେବଲ ଗ୍ରାମବାସୀ ନୁହଁନ୍ତି ଆଖ ପାଖ ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା ଯେଉଁ ପରିବାରରେ ଛେଳି ଛୁଆ ଜନ୍ମ କରିଥିଲା । ଆଉ ଏହା ପରେ ଲୋକେ ମାନେ ଭିଡ଼ ଜମାଇ ଛେଳି ଛୁଆର ଫଟୋ ଉଠାଇବା ସହିତ ସମସ୍ତେ ଭିନ୍ନ ଭିନ୍ନ ପ୍ରଶ୍ନ କରୁଥିଲେ ।

ତେବେ ଏହା ପରେ ଅଧିକ ସମୟ ଛେଳି ଛୁଆକୁ ବାହାରେ ନ ରଖି ସେ ମ-ରିଯିବା ପରେ ତାକୁ ତୁରନ୍ତ ପୋତି ପକାଇଥିଲେ ମାଟି ଥିଲେ । କାରଣ ଯେହେତୁ ସେ ଅଧିକ ସମୟ ବାହାରେ ରହିଲେ । ସମସ୍ତଙ୍କ ମନରେ ଏକ ଭ-ୟ ଓ ଆ-ତଙ୍କ ସୃଷ୍ଟି ହେଉଥିଲା କି ଛେଳି କଣ ପାଇଁ ଏହିଭଳି ଏକ ବିକୃତ ଛୁଆ ଜନ୍ମ କଲା ଏ ପ୍ରଶ୍ନ ମଧ୍ୟ ମନ ଭିତରେ ଉଙ୍କି ମା-ରୁଥିଲା ତେଣୁ ଛେଳି ଛୁଆ କୁ ତୁରନ୍ତ ମାଟି ତଳେ ପୋତି ପକାଇଥିଲେ ।

Leave a Reply

Your email address will not be published. Required fields are marked *