ପ୍ରେମିକାକୁ ଖୁସି କରିବା ପାଇଁ କାର ଚାଲେଇବାକୁ ଦେଲେ କିନ୍ତୁ ପ୍ରେମିକା ଗାଡ଼ି ମା-ଡ଼ କରି ୨ ଜଣଙ୍କ ଜୀବନ ନେଇଗଲେ।

ଛତିଶଗଡର ବିଲାସପୁର ସହରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ମନେଇବା ପାଇଁ ନିଜ କାର ଚଳାଇବାକୁ ଦେଲେ, ପ୍ରେମିକା କାର ଚଳାଇବା ଶିଖି ନଥିଲେ। ଏ କଥା ଜାଣି ମଧ୍ୟ ପ୍ରେମିକ ଜଣକ ତାଙ୍କୁ କାର ଚଲେଇବାକୁ କହିଲେ ଏବଂ ସେ କାର ଚଳାଇବା ଆରମ୍ଭ କଲେ।

କିଛି ଦୂର ଯିବା ପରେ ପ୍ରେମିକା ବାଇକ୍ ରେ ଯାଉଥିବା ଦୁଇ ଜଣ ଲୋକଙ୍କୁ ଧ-କ୍କା ଦେଲେ ଯାହାଦ୍ଵାରା ସେ ଦୁଇ ଜଣ ମ-ରିଗଲେ। ଏହି ମାମ-ଲାରେ ଅଭି-ଯୁକ୍ତ ଯୁବକ ଏବଂ ତାଙ୍କ ପ୍ରେମିକାକୁ ପୋ-ଲିସ ଗି-ରଫ କରିଛି। ଯୁବକଙ୍କ ବାପା, ଏବଂ କାରର ମାଲିକଙ୍କ ବିରୋ-ଧରେ ମଧ୍ୟ ଏକ ମାମ-ଲା ରୁ-ଜୁ ହୋଇଛି।

ସୂଚନାନୁସାରେ, ବିଲାସପୁର ନିକଟ କୋଟା ରୋଡ ଗ୍ରାମ ନେଭ୍ରା ନିକଟରେ ଏହି ଘଟ-ଣା ଘ-ଟିଛି। ମୁଙ୍ଗେଲି ନିବାସୀ ରବିନ୍ଦ୍ର କୁରେ ତାଙ୍କ ପ୍ରେମିକାଙ୍କ ସହ କାରରେ ଯାଉଥିଲେ। ରବିନ୍ଦ୍ର ତାଙ୍କ ପ୍ରେମିକାକୁ କାର ଚଳାଇବାକୁ ଦେଲେ। କିଛି ଦୂର ଯିବା ପରେ କାର୍ ସମ୍ଭାଳି ନପାରି ଆଗରୁ ଆସୁଥିବା ଗୋଟେ ବାଇକ୍ କୁ ଜୋରରେ ଧ-କ୍କା ଦେଇଦେଲେ। ଏହି ଦୁର୍ଘ-ଟଣାରେ ୫୦ ବର୍ଷୀୟ ଶୁକୁବାରା ବାଇ କେବାଟ ଏବଂ ଜେଟରାମ ଯାଦବଙ୍କର ଘଟ-ଣାସ୍ଥଳରେ ମୃ-ତ୍ୟୁ ଘଟିଛି।

ଏହି ଦୁର୍ଘ-ଟଣାରେ ତୁଲସିରାମ ଯାଦବ ଗୁରୁ-ତର ଆ-ହତ ହୋଇଥିଲେ, ଯାହାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଦୁର୍ଘ-ଟଣା ପରେ ଆଖପାଖର ଲୋକ ମାନେ ପ୍ରେମିକ ପ୍ରେମିକାଙ୍କୁ ଧରି ପକାଇଲେ। ଲୋକମାନେ ଏହି ଘ-ଟଣା ବିଷୟରେ ପୋ-ଲିସ୍ ଙ୍କୁ ସୂଚନା ଦେଲେ। କିଛି ସମୟପରେ ପୋ-ଲିସ ଆସି ଉଭୟଙ୍କୁ ଗି-ରଫ କଲା। କାରଟି ରବିନ୍ଦ୍ର କୁରେଙ୍କ ପିତାଙ୍କ ନାମରେ ଥିଲା। ପୋ-ଲିସ କାର ମାଲିକଙ୍କ ବିରୋ-ଧରେ ମାମ-ଲା ରୁ-ଜୁ କରିଛି

ତୁଲସିରାମ ଯାଦବ ତାଙ୍କ ଗାଁର ସୁକୁୱାରା ବାଇ କେୱାଟ ଏବଂ ତାଙ୍କ ଶ୍ୱଶୁର ଜେଟାରାମ ଯାଦବଙ୍କୁ ଚିକିତ୍ସା ପାଇଁ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗଣିଆରୀକୁ ନେଉଥିଲେ। ଦୁହେଁ ବାଇକର ପଛ ସିଟରେ ବସିଥିଲେ। ଏହି ଦୁର୍ଘ-ଟଣାରେ ତୁଲସିରାମ ଯାଦବଙ୍କ ଗୋଡ ଭା-ଙ୍ଗି ଯାଇଛି ମୁଣ୍ଡ, କାନ୍ଧ, ଅଣ୍ଟା ଏବଂ ଆଣ୍ଠୁରେ ଗଭୀର ଆ-ଘାତ ଲାଗିଛି।

ଥାନେଦର ଦୀନେଶ ଚନ୍ଦ୍ରଙ୍କ ଅନୁଯାୟୀ ମୁଙ୍ଗେଲି ବାସିନ୍ଦା ରବିନ୍ଦ୍ର କୁରେ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେଇଥିଲେ। ସେ ପାଖ ସିଟ ରେ ବସିଥିଲେ। ପ୍ରେମିକା ହସି ହସି କାର ଚଳାଉଥିଲେ, ସେତେବେଳେ ଏହି ଦୁର୍ଘ-ଟଣା ଘ-ଟିଥିଲା। ବର୍ତ୍ତମାନ ଘଟ-ଣାର ତ-ଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *