ଚାହା ପାଇଁ ଜୀବନ ହାରିଲେ ।

ଚାହା ସମସ୍ତଙ୍କର ପ୍ରିୟ ହୋଇଥାଏ । ହେଲେ କିଛି ଜଣଙ୍କ ପାଇଁ ଚାହା ଏକ ନି-ଶାରେ ମଧ୍ୟ ପରିଣତ ହୋଇଯାଇଥାଏ । ଚାହା ହେଉଛି ଏପରି ଏକ ଜିନିଷ ଯାହା ବର୍ତ୍ତମାନ ସମୟରେ ବୃଦ୍ଧା ଠୁ ନେଇ ବୃଦ୍ଧ ଆଉ ସାନ ବଡ଼ ସମସ୍ତଙ୍କୁ ବେଶ ଆକ-ର୍ଷିତ କରିଛି । ହେଲେ ବନ୍ଧୁଗଣ ସେହି ଚାହା ପାଇଁ ଘଟିଯାଇଛି ଏକ ଭ-ୟଙ୍କର କା-ଣ୍ଡ । ସାମାନ୍ୟ ଚାହା ପାଇଁ ହୋଇଛି ମହାଭାରତ । ଯେପରି ଝିମିଟି ଖେଳରୁ ମହାଭାରତ ହୋଇଥାଏ ସେହିପରି ସାମାନ୍ୟ ଚାହା ପାଇଁ ମୃ-ତ୍ୟୁ ଯାଏଁର କାହାଣୀ ଘଟିଯାଇଛି ।

ସ୍ୱାମୀ ଓ ପୁଅ ସାଜିଲେ ପୁରା କାହାଣୀର ମୁଖ୍ୟ ଖଳ ନାୟକ । ବନ୍ଧୁଗଣ ପ୍ରଥମେ ଚାହା ପାଇଁ ହୋଇଥିଲା ମହାଭାରତ ଆଉ ଏହା ପରେ । ସ୍ୱାମୀ ଓ ପୁଅ ରଚିଥିଲେ ମୃ-ତ୍ୟୁର ପୁରା କାହାଣୀ । କାହାଣୀ ଏମିତି ସାଙ୍ଘା-ତିକ ଥିଲା ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ହଁ ଆଜ୍ଞା ସାମାନ୍ୟ ଚାହା ବନେଇବାରେ ବିଳମ୍ବ ହେବାରୁ ଶାଶୁ ବୋହୁଙ୍କ ଭିତରେ ହୋଇଥିଲା ଘମାଘୋଟ ଲଢେଇ ।

ଆଉ ଏହି ଲ-ଢେଇ କେତେ ବେଳେ ଯେ ଚାହା ରୁ ଆରମ୍ଭ ହୋଇ ମୃ-ତ୍ୟୁ ପାଖରେ ସରିଥିଲା ତାହା କେହି ହେଲେ ମଧ୍ୟ ଜାଣି ପାରିନଥିଲେ । କାରଣ ଏହି ଚାହା ପାଇଁ ଘମାଘୋଟ ଲ-ଢେଇ ହୋଇଥିଲା । ଆଉ ପୁରା ପରିବାର ଭିତରେ ମନାନ୍ତର ପାଇଁ ପୁରା ପରିବାର କୁଆଡେ ଦିନ ସାରା ଉପାସ ରହିଥିଲେ । ଆଉ ପରେ ଯେତେବେଳେ ଦିନ ସାରା ଉପାସ ରହି ମହିଳାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ସେତେବେଳେ ସ୍ୱାମୀ ଆଉ ପୁଅ ମହିଳାଙ୍କୁ ମେଡ଼ିକାଲ ନେଇ ଯାଇଥିଲେ ହେଲେ ସେଠାରେ ମହିଳାଙ୍କ ମୃ-ତ୍ୟୁ ଘଟିଥିଲା ।

ଏପରିକି ସ୍ୱାମୀ ପୁଅ ରଚିଥିଲେ ଏକ ଆଇ ମାର ଗପ ଭଳି ଏକ ନାଟକ । ମହିଳାଙ୍କୁ ଡାକ୍ତରଖାନା ନେଇ ସେଠାରୁ ଗ୍ରାମକୁ ଫେରିବା ପରେ ସ୍ବାମୀ ଆଉ ପୁଅ କହିଥିଲେ ସ୍ୱର୍ଗଦ୍ୱାରରେ ତାଙ୍କର ଅତ୍ନୀମ ସ-ତ୍କାର କରି ଦେଇ ଆସିଛୁ । ହେଲେ ଏ ଥିଲା ସ୍ୱାମୀ ଆଉ ପୁଅଙ୍କ ମନ ଗଢ଼ା କାହାଣୀ । କାରଣ ମହିଳାଙ୍କ ସହିତ ପରିବାରର ଝ-ଗଡା ହେବା ଏହା ଯଦିଓ ସତ ଥିଲା । ହେଲେ ଦେହ ଖରାପ ଓ ଅନ୍ତିମ ସ-ତ୍କାର କରିବା କଥା ମି-ଛ କହିଥିଲେ ବାପା ପୁଅ ।

ହେଲେ ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୋଲିସ ଏହି ଘଟ-ଣାର ତ-ଦନ୍ତ କରିଥିଲେ । ସେଦିନର ଝ-ଗଡା କୁଆଡେ ରାତିରେ ନେଇଥିଲା ଉଗ୍ରରୂପ । ଆଉ ମହିଳା ଜଣଙ୍କ ଅଧା ରାତିରେ ଘରୁ ଲୁଚିକି ଚାଲିଯାଇ ଗାଁ ଶେଷ ମୁଣ୍ଡ ନଦୀ କୂଳରେ ଦେହରେ କିରାସିନି ଢାଳି ନଦୀ କୂଳରେ ଆ-ତ୍ମହ-ତ୍ୟା କରିଥିଲେ । ଆଉ ଏହା ଯେତେବେଳେ ଜାଣିବାକୁ ପାଇଥିଲେ ପରିବାର ଲୋକେ ସେତେବେଳେ ସ୍ୱାମୀଙ୍କ କହିବା ଅନୁଯାୟୀ ପୁଅ ସହ ମିଶି ଲୋକ ଲ-ଜ୍ୟାକୁ ଡରି ମହିଳାଙ୍କ ଶ-ବକୁ ନଦୀ କୂଳକୁ ଫୋପାଡ଼ି ଦେଇଥିଲେ ।

କାରଣ ଅଧାରୁ ଅଧିକ ଶରୀର ପୋଡି ଯାଇଥିବା ବେଳେ ମରିଯାଇଥିଲେ ସ୍ତ୍ରୀ ଆଉ ଏହାକୁ ଦେଖି ନିରୁପାୟ ହୋଇଯାଇଥିଲେ ସ୍ୱାମୀ କାରଣ ସ୍ୱାମୀ ଯେତେବେଳେ ଘ-ଟଣା ସ୍ଥଳରେ ପହଞ୍ଚିଥିଲେ ସେତେବେଳେ ଦେଖିଥିଲେ କି ସ୍ତ୍ରୀ ଆର ପାରିକୁ ଚାଲିଯାଇଛି । ଆଉ ଗାଁରେ ସାହି ପଡିସା କଣ କରିବେ ଏଭଳି କିଛି ଚିନ୍ତାକରି । ମହିଳାଙ୍କ ଶ-ବକୁ ଫୋପାଡ଼ି ଦେଇଥିଲେ ନଦୀ ଭିତରକୁ ।

ବାସ ତା ପରେ ସାମ୍ନାକୁ ଆସିଥିଲା ବାପା ପୁଅଙ୍କ ଅନ୍ଧାର ରାତିର ସତ କାହାଣୀ । ଆଉ ଏହା ପରେ ବାପ ପୁଅଙ୍କୁ ଅଟକ ରଖି ତ-ଦନ୍ତ କରିଥିଲା ପୋ-ଲିସ । କାରଣ ବିଶେଷ ସୂତ୍ରରୁ ଖବର ପାଇ ପୋ-ଲିସ ଉକ୍ତ ମହିଳାଙ୍କ ଘରକୁ ଯାଇ ଯେତେବେଳେ ପଚ-ରାଉ-ଚରା କରିଥିଲା ସେତେବେଳେ ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆସିଥିଲା । ଆଉ ଯେଉଁ ସତ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ଏହି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଶୋ-କର ଛାୟା ଖେଳାଇ ଦେଇଥିବା ବେଳେ ଏହି ଘଟ-ଣାକୁ ନେଇ ପୁରା ଗ୍ରାମରେ ଚର୍ଚ୍ଚା ଆଉ ଆଲୋଚନା ଜୋରେ ଲାଗି ରହିଛି । ତେବେ ପୋ-ଲିସ ଏହି ଘଟ-ଣାକୁ ଛାନିଭିନ କରୁଥିବା ବେଳେ ଲୋକେ କହୁଛନ୍ତି ସାମାନ୍ୟ ଚାହା ପାଇଁ ଚାଲିଗଲା ଏକ ଜୀବନ ।

Leave a Reply

Your email address will not be published. Required fields are marked *