ନିଚ୍ଚ ଜାତି ହେବା ସ୍ତ୍ରୀ ପାଇଁ ହେଲା କାଳ । ସ୍ୱାମୀ ଏବଂ ଶାଶୁ ଘର ଲୋକେ ନେଇଗଲେ ଜୀବନ ।

ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ଚର୍ଚ୍ଚାର ବିଷୟ ହୋଇଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେବେ କଣ ଆପଣ ଏଭଳି ଘ-ଟଣା ଦେଖିଛନ୍ତି କି ? କେଉଁଠି ପ୍ରେମ ବିବାହ ସତ୍ତ୍ୱେବି ସ୍ୱାମୀ ସ୍ତ୍ରୀକି ଜାତିର ନାଁ ଦେଇ ଛାଡ଼ି ପଳାଇ ଯାଉଥିବା । କିନ୍ତୁ ଏଭଳି ଏକ ଘ-ଟଣା ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳରେ ଘଟିଛି । ଭଦ୍ରକ ଜିଲ୍ଲା କୁଆଶ ଅଞ୍ଚଳର ସାବିତ୍ରୀ ମୁଖୀଙ୍କ ଝିଅ ଅନୁସୂୟା ମୁଖୀ ଦୀର୍ଘ ଚାରି ବର୍ଷ ହେବ ପୀରହାଟ ଅଞ୍ଚଳରେ ବ୍ରହ୍ମାନନ୍ଦ ଦାସଙ୍କ ପୁତ୍ର ମନୋଜ ଦାସଙ୍କୁ ବିବାହ କରିଥିଲେ ।

ମନୋଜ ଏବଂ ଅନୁସୂୟା କୋର୍ଟ ମ୍ୟାରେଜ କରିଥିଲେ । କିନ୍ତୁ ଅନୁସୂୟା ନିଚ୍ଚ ଜାତିର ହୋଇଥିବା ବେଳେ , ମନୋଜ ଉଚ୍ଚ ଜାତିର ଥିଲେ । ମନୋଜର ପରିବାର ଲୋକେ ସହଜରେ ଏହି ବିବାହକୁ ଗ୍ରହଣ କରି ପାରି ନଥିଲେ ।ସେଥିପାଇଁ ମନୋଜ ଏବଂ ଅନୁସୂୟା ଭଦ୍ରକରେ ଘର ଭଡ଼ା ନେଇ ରହୁଥିଲେ । କିଛିଦିନ ପରେ ଅନୁସୂୟା ଭଦ୍ରକ ଡ଼ାକ୍ତରଖାନାରେ ଷ୍ଟାଫ ନର୍ସ ଭାବରେ ଚାକିରୀ ପାଇଲେ । ପରେ ବାରିକପୁର ଡାକ୍ତରଖାନାକୁ ବଦଳି ହୋଇ ଗଲେ ।

ପୁଅର ମା’ ଧନ ସମ୍ପତ୍ତିକୁ ଲୋଭ କରି ଦୁଇ ଜଣକୁ ବୁଝାସୁଝା କରି ଶ୍ୱଶୁର ଘରକୁ ନେଇ ଯାଇଥିଲେ । କିଛିଦିନ ଭଲରେ କ-ଟିବା ପରେ ଅନୁସୂୟାର ଚାକିରୀ ଟଙ୍କାକୁ ଲୋଭ କରି ଶ୍ୱଶୁର ଘର ଲୋକେ ଜାତିକୁ ନେଇ ଟାହି ଟାପରା କରିବା ଆରମ୍ଭ କରିଦେଲେ । ବାରମ୍ବାର ଯୌ-ତୁକ ପାଇଁ ଶାରୀ-ରିକ ଏବଂ ମାନସିକ ନିର୍ଯା-ତନା ଦେଉଥିଲେ । ତେବେ ଅନୁସୂୟା ଏଭଳି ଯ-ନ୍ତ୍ରଣା ସହି ନପାରି ମେଡିକାଲରୁ ନିଜ କାର୍ଯ୍ୟ ସାରି ଫେରୁଥିବା ବେଳେ ବି-ଷ ପିଇ ଆ-ତ୍ମହ-ତ୍ୟା ଉଦ୍ୟମ କରିଥିଲେ ।

ତେବେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ମାତ୍ର ଅବସ୍ଥା ଗୁରୁ-ତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ସମୟରେ ଅନୁସୂୟା ମୃ-ତ୍ୟୁ ବରଣ କରିଥିଲେ । ଅନୁସୂୟାଙ୍କ ଭାଇ କହିଛନ୍ତି ଯେ ସେମାନେ ବିବାହ କରିବା ପରେ ତାଙ୍କ ଶାଶୁ ଘର ଲୋକେ ଯେହେତୁ ତାଙ୍କର ହରିଜନ ତେଣୁ ତାଙ୍କୁ ବୋହୂ ଭାବରେ ଗ୍ରହଣ କରି ନଥିଲେ । ତାଙ୍କ ଶାଶୁ ଘର ଲୋକଙ୍କର ବ୍ରାହ୍ମଣ ଜାତି ।

ମାତ୍ର ପରେ ଅନୁସୂୟା ସରକାରୀ ଚାକିରୀ ପାଇବା ପରେ ତାଙ୍କୁ ରୀତି ନିୟମ ଅନୁଯାୟୀ ବୋହୂ କରି ଘରକୁ ନେଇଥିଲେ । ଆଉ କିଛିଦିନ ପରେ ଏଭଳି ଘ-ଟଣା ଘଟିଗଲା । ଏହି ଘ-ଟଣା ପରେ ଅନୁସୂୟାଙ୍କ ପରିବାର ଲୋକେ ଭଦ୍ରକ ଟାଉନ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।

କିନ୍ତୁ ଏହି ଘଟ-ଣାକୁ ଆଜିକୁ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଭଦ୍ରକ ଥା-ନା ପୋ-ଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନାମ ନେଉନାହିଁ । ଅନୁସୂୟାଙ୍କ ମା’ ଏବଂ ଭାଇ ଶେଷରେ ନି-ରାଶ ହୋଇ ଭଦ୍ରକ ଏସପିଙ୍କ ପାଖରେ ଅଭି-ଯୋଗ କରିଛନ୍ତି । ଏସପି ଘ-ଟଣା ବିଷୟରେ ସବୁ ଶୁଣିବା ପରେ ଘ-ଟଣା ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବେ ବୋଲି ପ୍ର-ତିଶ୍ରୁ-ତି ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଅନୁସୂୟା ଏବଂ ତାଙ୍କ ପରିବାର ଲୋକଙ୍କୁ କେବେ ନ୍ୟା-ୟ ମିଳୁଛି ଏବଂ ଅଭି-ଯୁକ୍ତଙ୍କୁ କେବେ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *