ଛାତ୍ରୀଙ୍କ ନାମରେ ଅଭି-ଯୋଗ , ଛାତ୍ରୀଙ୍କୁ କୁଆଡ଼େ କ-ମେଣ୍ଟ ମା-ରୁଛନ୍ତି ଏବଂ ଖରାପ ମନ୍ତବ୍ୟ ଦେଉଛନ୍ତି ଲୋକେ

ଏହା ସତ ଯେ ଆଜିକାଲି ସମାଜରେ ନାରୀ ମାନଙ୍କର ଅନେକ ମନ୍ଦ କୁତ୍ସିତ କାର-ନାମା ପାଇଁ ପୁରା ନାରୀ ସମାଜ ବଦ-ନାମ ହୋଇ ଯାଉଛି । ଆଉ ଏହାର ଠିକ ଫାଇଦା ଉଠାଉଛନ୍ତି ନାରୀକୁ ଘୃ-ଣା କରୁଥିବା ଏବଂ ନାରୀ କୁ ନିଚା ଦେଖାଉଥିବା କିଛି ପୁରୁଷ । ଏଥିରେ ପୁରା ପୁରୁଷ ସମାଜକୁ କହିବା ଆଦୌ ଠିକ ନୁହେଁ । ଯେଉଁଭଳି ଭାବରେ ପୁରୁଷଙ୍କ ମଧ୍ୟରେ ସବୁ ପୁରୁଷ ଖରାପ ନୁହଁନ୍ତି । ସେହିପରି ନାରୀ ମାନଙ୍କ ମଧ୍ୟରେ ସମସ୍ତେ ଖରାପ ମଧ୍ୟ ନୁହଁନ୍ତି ।

କିନ୍ତୁ ଆଜିକାଲି ସମସ୍ତେ ହିଁ ପୁରା ନାରୀ ସମାଜକୁ ବଦ-ନାମ କରୁଛନ୍ତି । କିଛି ସ୍କୁଲ ଛାତ୍ରୀ ମଧ୍ୟ ସ୍କୁଲରେ ନିଜ ସହିତ ହେଉଥିବା ଅବହେଳାକୁ ପ୍ରକାଶ କରିଛନ୍ତି । ତାଙ୍କ ଲୁକ , ଡ୍ରେସକୁ ନେଇ ଏବଂ ଅନ୍ୟାନ୍ୟ ଲୋକ କ-ମେ-ଣ୍ଟ ମା-ରୁଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏପରି ଘ-ଟଣା ବାଲେଶ୍ୱର ଜିଲ୍ଲା , ସିମୁଳିଆର କୁନ୍ତଳାକୁମାରି ମହିଳା ମହାବିଦ୍ୟାଳୟର ଅଟେ । ଯେଉଁଠି କିଛି +୨ କଳା କ୍ଷେତ୍ରର ଛାତ୍ରୀଙ୍କ ମୁଁହରୁ ଏପରି କଥା ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ ଛାତ୍ରୀଙ୍କ କହିବା କଥା ଯେ ସେଠାରେ ଛାତ୍ରୀଙ୍କ ପ୍ରତି ଅନେକ ଅବହେଳା କରାଯାଉଛି । ଏମିତିକି ବାହାର ଲୋକ ମଧ୍ୟ କ୍ୟାମ୍ପସ ଭିତରକୁ ଆସି କିଛି ଏପରି କାମ କରୁଛନ୍ତି । ଯେଉଁ କାରଣରୁ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ବାହାରକୁ ଗଲେ ଛାତ୍ରୀଙ୍କ ଲୁକକୁ ନେଇ ଲୋକେ କମେଣ୍ଟ ମଧ୍ୟ ମାରୁଛନ୍ତି । ଏମିତିକି ହଟ ଏବଂ ସେ-କ୍ସି ଲୁକ କହି ଲୋକେ ସେମାନଙ୍କୁ କମେଣ୍ଟ ମା-ରୁଥିବା କହିଛନ୍ତି ।

ଯେହେତୁ କଲେଜରେ ଛାତ୍ରୀଙ୍କର ପାଠ ପଢ଼ିବାର ଏବଂ ସବୁ କ୍ଷେତ୍ରରେ ପାର୍ଟିସିପେଟ କରିବାର ଅଧିକାର ଅଛି ତେଣୁ କଲେଜ କଲେଜ ଭଳି ହିଁ ରହିବା ଉଚିତ । ତେଣୁ ଛାତ୍ରୀଙ୍କ ଦାବି ଯେ ତାଙ୍କ ଅଭି-ଯୋଗ ଉପରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ । ଏମିତିକି କଲେଜ କ୍ୟାମ୍ପସ ଭିତରକୁ ଯେପରି ଅନ୍ୟ କେହି ଲୋକ ନପଶନ୍ତି । ଛାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ଅନେକଥର କଲେଜ ପ୍ରିନ୍ସିପାଲଙ୍କ ପାଖରେ ଏନେଇ ଅଭି-ଯୋଗ ଆଣିଛନ୍ତି । ତଥାପି ତାଙ୍କ କଥା ଉପରେ ଗୁରୁତ୍ୱ ଦିଆଯାଇନାହିଁ ।

Leave a Reply

Your email address will not be published. Required fields are marked *