ଝିଅର ମୃ-ତ୍ୟୁ ପରେ ଭାଙ୍ଗି ପଡିଛି ମାଆ , କହୁଛି ମୋ ଝିଅକୁ ଫେରାଇ ଆଣ

ଗୋଟିଏ ପରେ ଗୋଟିଏ ଛାତ୍ରୀ ଆ-ତ୍ମହ-ତ୍ୟା ମା-ମ-ଲା ସାମ୍ନାକୁ ଆସିବାରେ ଲାଗିଛି । ବିନା କାରଣରେ ଏ ଦୁନିଆଁରୁ ବି-ଦାୟ ନେଇ ଚାଲି ଯାଉଛନ୍ତି ଅନେକ ଛାତ୍ରଛାତ୍ରୀ । କିଛି ଦିନ ତଳେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆ-ତ୍ମହ-ତ୍ୟା ମା-ମ-ଲା ବିଷୟରେ ଆପଣ ସମସ୍ତେ ଜାଣିଥିବେ । କିପରି ଜଣେ ଛାତ୍ରୀ ସିନିୟର ମାନଙ୍କର ଅ-ତ୍ୟାଚା-ର ସହି ନ ପାରି ଜୀବନ ହା-ରିଦେଲା ଆଉ ଚିରଦିନ ପାଇଁ ଏ ଦୁନିଆଁକୁ ଘୃ-ଣା କରି ଚାଲିଗଲା । ତେବେ ବର୍ତ୍ତମାନ ଘ-ଟଣା ପଛରେ ରହିଥିବା ସିନିୟର ମାନଙ୍କୁ ଧ-ରିବା ପାଇଁ ପୋ-ଲି-ସ ଉଦ୍ୟମ ଚଳାଇଛି ।

ଏହାରି ମଧ୍ୟରେ ଆଉ ଏକ ଛାତ୍ରୀ ଆ-ତ୍ମହ-ତ୍ୟା ବିଷୟରେ ସାମ୍ନାକୁ ଆସିଅଛି । ଆଉ ତାହା ହେଉଛି ବାଲେଶ୍ଵରର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢ଼ୁଥିବା ଲିପ୍ସା । ବାପା ମାଆ କେତେ ଯେ ସ୍ବପ୍ନ ନେଇ ଝିଅକୁ ପାଠ ପଢିବା ପାଇଁ ନର୍ସିଂ କଲେଜ ପଠାଇଥିଲେ । ଝିଅ ପାଠ ପଢିବ ଆଉ ଜୀବନରେ ବହୁତ ଆଗକୁ ବଢିବ । ଜଣେ ନର୍ସ ହୋଇ ସମସ୍ତଙ୍କର ସେବା କରିବ ଆଉ ବାପା ମାଆଙ୍କର ନାମ ରଖିବ । ଝିଅ ଖୋଲା ଆକାଶରେ ଘୁରି ବୁଲିବ ।

ବାପା ମାଆ ଯେତେ ଆଗକୁ ନ ଯାଇଛନ୍ତି , ଝିଅ ସେତେ ଆଗକୁ ଯିବ । କିନ୍ତୁ ସବୁ ସ୍ବପ୍ନ , ସ୍ବପ୍ନ ହୋଇ ରହିଗଲା । ଝିଅର ଜୀବନ ଦୀପ ଅଧାରେ ଲି-ଭିଗଲା । ଆଉ ମାଆ ଏସବୁ ସହି ପାରିଲେ ନାହିଁ। ପା-ଗଳ ହୋଇଗଲେ । ମାଆ ଏତେ ଜୋ-ରରେ ଚି-ତ୍କାର କରି କହୁଛନ୍ତି ମୋ ଝିଅକୁ ଫେରାଇ ଆଣ । ସେ ବଞ୍ଚିଛି ତାକୁ ଡାକ , ସେ ଉଠିଯିବ । ତେବେ ଜଣେ ମାଆଙ୍କର ଏଭଳି କରୁଣ ଚି-ତ୍କାର ଶୁଣି ବାସ୍ତବରେ ଆଖିରୁ ଲୁ-ହ ଆସିଯିବ । ତେବେ ମୃ-ତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପୋ-ଲି-ସ ବର୍ତ୍ତମାନ ଘ-ଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି । ତେବେ କୁହାଯାଉଛି କି , ଲିପ୍ସା ପଙ୍ଖାରେ ଫା-ଶୀ ଲଗାଇ ଦେଇଥିଲେ । ଆଉ ତାଙ୍କ ରୁମ ପିଲା ମାନେ ଦେଖିବା ପରେ ସେ ଜୀ-ବିତ ଥିଲେ । ଆଉ ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା । ୨ ଦିନ ଡାକ୍ତରଖାନାରେ ରହିବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ । ଆଉ ଏହାପରେ ସେହି ସ୍ଥାନରେ ଶୋ-କର ଛା-ୟା ଦେଖିବାକୁ ମିଳିଥିଲା । ତାଙ୍କ ମାଆଙ୍କର କା-ନ୍ଦ ସେହି ଅଞ୍ଚଳକୁ ଥରହର କରି ଦେଉଥିଲା ।

Leave a Reply

Your email address will not be published. Required fields are marked *