ସାବିତ୍ରୀ ବ୍ରତରେ ବୋହୂ ଫେ-ରାର , ମାର୍କେଟ ଯାଇଥିଲା ପୂଜା ସାମଗ୍ରୀ ଆଣିବ ବୋଲି…

ସାବିତ୍ରୀ ଅମାବାସ୍ୟା ଦିନଟି ସବୁ ବିବାହିତା ନାରୀଙ୍କ ପାଇଁ ଖୁବ ଖାସ ହୋଇଥାଏ । ସବୁ ସ୍ତ୍ରୀ ନିଜ ସ୍ୱାମୀର ଦି-ର୍ଘାୟୁ କାମନା କରି ପୂଜା କରିଥାନ୍ତି । କିନ୍ତୁ ଏହି ଦିନ ଯେ ଜଣେ ସ୍ତ୍ରୀ ଠାରୁ ତା ସ୍ବାମୀ ଦୂରେଇ ଯିବ ତାଠାରୁ ବଡ଼ ଦୁଃ-ଖ ବା ଆଉ କଣ ହୋଇପାରେ । ଏବର୍ଷ ସାବିତ୍ରୀ ବ୍ରତରେ ଜଣେ ସ୍ତ୍ରୀ ସହିତ ଏପରି ଘଟିଛି ତାହା ଶୁଣିଲେ ଆପଣ ବି କା-ନ୍ଦି ପକାଇବେ । ଯେଉଁ ସ୍ୱାମୀ ପାଇଁ ସେ ସାବିତ୍ରୀ କରିଥାନ୍ତା ସେଇ ସ୍ୱାମୀ ହିଁ ତାକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛି ।

ସାମ୍ନାରେ ପଡ଼ିଛି ସ୍ୱାମୀର ମୃ-ତ ଦେହ ଆଉ ଏପଟେ ସାବିତ୍ରୀ ବ୍ରତ । ନିଜ ସ୍ୱାମୀ ପାଇଁ ସଜବାଜ ହୋଇ ଶଙ୍ଖା ସିନ୍ଦୁର ପିନ୍ଧି ପୂଜା କରିଥିଲା ସ୍ତ୍ରୀ । କିନ୍ତୁ କେବେବି ଭାବି ନଥିଲା ଯେ ସ୍ୱାମିର ମୃ-ତ ଦେହ ଫେରିବ ବୋଲି । ଭିଡ଼ିଓରେ ଆପଣ ଦେଖି ପାରିବେ ଯେ ସାବିତ୍ରୀ ବ୍ରତରେ ମହିଳା ଜଣକ କିପରି କା-ନ୍ଦୁଛନ୍ତି । ଖୁବ ବିକଳ ହୋଇ କା-ନ୍ଦୁଛନ୍ତି ମହିଳା ଜଣକ । କା-ନ୍ଦି କା-ନ୍ଦି ଚେ-ତାଶୂ-ନ୍ୟ ବି ହୋଇ ଯାଉଛନ୍ତି ।

ତେବେ ଏପରି ଏକ ଘ-ଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡ଼ି ପଞ୍ଚାୟତ ଛକଡିପୁର ଗ୍ରାମରେ । ଗ୍ରାମର ହୁଲାସ ମୋହନ ଗୁଜୁରାଟର ସୁରତ ଠାରେ କାମ କରୁଥିଲେ । ପରିବାର ପ୍ରତିପୋଷଣ ପାଇଁ ଟଙ୍କା ରୋଜଗାର କରିବାକୁ ଯାଇଥିଲେ ବ୍ୟକ୍ତି । କିନ୍ତୁ ଠିକ ସାବିତ୍ରୀ ବ୍ରତ ଦିନ ହିଁ ତାଙ୍କ ମୃ-ତ୍ୟୁ ଖବର ଶୁଣା ଯାଇଥିଲା । ଆଉ ଯାହାକୁ ଶୁଣିବା ପରେ ଘରେ ସମସ୍ତେ ଭା-ଙ୍ଗି ପଡ଼ିଥିଲେ । ସ୍ୱାମୀର ମୃ-ତ୍ୟୁ ଖବର ଶୁଣି ସ୍ତ୍ରୀ ଯନ୍ତ୍ର-ଣାରେ ଝଟ-ପଟ ହେଉଛି । ରାସ୍ତାରେ କା-ନ୍ଦି ଗଡୁଛି । କେହି ଚାହିଁଲେ ବି ତାର ଦୁଃ-ଖ ବୁଝି ପାରିବେ ନାହିଁ କି ତାର ସତ୍ୟବାନକୁ ଫେରାଇ ଆଣି ପାରିବେ ନାହିଁ ।

ଏପଟେ ସୁରତ କମ୍ପାନୀ ମଧ୍ୟ କ୍ଷ-ତିପୂ-ରଣ ଦେବାକୁ ମନା କରି ଦେଇଛି । ତେଣୁ ପରିବାର ଲୋକେ ମୃ-ତ ଶରୀର ଦେଖିବା ପାଇଁ ନିଜ ହାତରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାମକୁ ଆଣିଲେ । ପରିବାର କହିଲେ ୫ ଜଣ । ନିଜର ବିଧବା ମା , ସ୍ତ୍ରୀ , ପାଞ୍ଚ ବର୍ଷର ପୁଅ ଏବଂ ତିନି ବର୍ଷର ଝିଅ । ରୋଜଗାରିଆ ସ୍ୱାମୀର ମୃ-ତ୍ୟୁରେ ବର୍ତ୍ତମାନ ପୁରା ପରିବାର ଭା-ଙ୍ଗି ପଡ଼ିଛି ଏବଂ ୫ ବର୍ଷର ପୁଅ ବାପାକୁ ମୁଖା-ଗ୍ନି ଦେଇଛି । ବାସ୍ତବରେ ଏହି ଦୃ-ଶ୍ୟ ଦେଖିଲେ କାହାର ବି ହୃଦୟ ଥରି ଉଠିବ ।

Leave a Reply

Your email address will not be published. Required fields are marked *