CRPF ଜବାନ ଏବଂ ତାଙ୍କ ସ୍ତ୍ରୀ ଫୋନରେ କଥା ହେବା ସମୟରେ ୨ମିନିଟର ବ୍ୟବଧାନରେ ଜଣ ଜଣ କରି ମୃ-ତ୍ୟୁ, ପରିବାର ଶୋ-କାକୁ-ଳ

କେବେକେବେ ଏମିତି ଘ-ଟ-ଣା ସାମ୍ନାକୁ ଆସିଥାଏ ଯାହାକୁ ସାଧାରଣ ବ୍ୟକ୍ତିଙ୍କ ପକ୍ଷେ ବୁଝିବା ବହୁତ ମୁସ୍କିଲ ହୋଇ ଯାଇଥାଏ। ତିନିମାସ ପୂର୍ବରୁ ହିଁ ବଡ଼ ଧୁମଧାମରେ ସିଆରପିଏଫ ଯବାନଙ୍କ ବାହାଘର ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଭଲ ଥିଲା।ପୂରା ପରିବାରରେ ବାହାଘର ପରେ ବହୁତ ଖୁସିର ବାତାବରଣ ଥିଲା। କିନ୍ତୁ ହଠାତ କିଛି ଏମିତି ହୋଇ ଯାଇଥିଲା କି ଖୁସି ଦୁଃ-ଖରେ ପରିଣତ ହୋଇ ଯାଇଥିଲା।

ଏହି ଯ-ନ୍ତ୍ର-ଣା ଦାୟକ ଘ-ଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାର ଅଟେ। ବିଳାସପୁରରେ ରହୁଥିବା ଜଣେ ସିଆରପିଏଫ ଯବାନ ମହାରାଷ୍ଟ୍ରର ଗଢଚିରୌଲୀରେ ନିଜକୁ ଗୁ-ଳି ମା-ରି ଆ-ତ୍ମହ-ତ୍ୟା କରି ଦେଇଛନ୍ତି।

ଫୋନରେ କଥା ହେବା ସମୟରେ ମୃ-ତ୍ୟୁ

ଜଣା ଯାଉଛି କି ଘ-ଟଣା ସମୟରେ ସିଆରପିଏଫ ଯବାନ ନିଜ ସ୍ତ୍ରୀଙ୍କ ସହିତ ଫୋନରେ କଥା ହେଉଥିଲେ। ସେହି ସମୟରେ ସେ ନିଜକୁ ଗୁ-ଳି ମା-ରି ଦେଇଥିଲେ। ସେଠାରେ,ଗୁ-ଳିର ଆବାଜ ଶୁଣି ସ୍ତ୍ରୀ ମଧ୍ୟ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରି ଦେଇଛନ୍ତି। ଘ-ଟଣା ଜିଲ୍ଲାର ପଚପେଡୀ ଥା-ନା କ୍ଷେତ୍ରର ଅଟେ। ପୋଲିସଙ୍କ ମୁତାବକ କୁକୁର୍ଦୀକେରା ନିବାସୀ ଚନ୍ଦ୍ରଭୂଷଣ ଜଗତ ସିଆରପିଏଫ ୧୧୩ ନମ୍ବର ବାଟାଲିୟନ ଗଢଚିରୌଲୀରେ କନଷ୍ଟେବଳ ରୂପରେ ନିଯୁକ୍ତ ଥିଲେ।ତିନି ମାସ ପୂର୍ବରୁ ହିଁ ତାଙ୍କର ସରକଣ୍ଡାର ଲୋଧିପାରା ନିବାସୀ ଯାମିନୀ ଜଗତଙ୍କ ସହିତ ବାହାଘର ହୋଇଥିଲା। ବାହାଘର ପରେ କିଛି ଦିନ ପର୍ଯ୍ୟନ୍ତ ଦୁଇଜଣ ସାଥିହୋଇ ରହିଥିଲେ। ପୁଣି ଚନ୍ଦ୍ରଭୂଷଣ ନିଜ ଡ୍ୟୁଟିରେ ଗଢଚିରୌଲୀକୁ ଫେରି ଯାଇଥିଲେ।

୨ ରୁ ୫ମିନିଟର ବ୍ୟବଧାନରେ ମୃ-ତ୍ୟୁ

ପଚପେଡୀ ଥା-ନା ପ୍ରଭାରୀ ପ୍ରବୀଣ ସିଂହ ରାଜପୁତଙ୍କର କହିବା କଥା ହେଉଛି କି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମୃ-ତ୍ୟୁର ବ୍ୟବଧାନ ୨ ରୁ ୫ମିନିଟ ମଧ୍ୟର ଅଟେ।ସେ କହିଛନ୍ତି କି ଆମେ ଗଢଚିରୌଲୀର ସିଆରପିଏଫ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଛୁ। ଅଧିକାରୀମାନେ କହିଛନ୍ତି କି ଜବାନଙ୍କ ମୃ-ତ୍ୟୁ ସକାଳ ୮ଟା ବାଜି ୫ ରୁ ୮ ମିନିଟ ମଧ୍ୟରେ ହୋଇଛି। ଯେତେବେଳେ କି ତାଙ୍କ ସ୍ତ୍ରୀଙ୍କ ମୃ-ତ୍ୟୁ ୮ଟା ବାଜି ୧୦ ମିନିଟରୁ ନେଇ ୧୫ ମିନିଟ ମଧ୍ୟରେ ହୋଇଛି। ଏଥିପାଇଁ ଆ-ଶଙ୍କା କରାଯାଉଛି କି ଦୁଇଜଣ ସ୍ବାମୀ-ସ୍ତ୍ରୀ ଫୋନରେ କଥା ହେଉଥିଲେ ଏବଂ ସେହି ସମୟରେ ଦୁଇଜଣ ଆ-ତ୍ମହ-ତ୍ୟା କରି ଦେଇଛନ୍ତି।

ଜଣା ଯାଉଛି କି ଗତ ଗୁରୁବାର ସକାଳୁ ଦୁଇଜଣ ଫୋନରେ କଥା ହେଉଥିଲେ। କିଛି ସମୟ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଏହାପରେ ଚନ୍ଦ୍ରଭୂଷଣ ଜଗତ ନିଜକୁ ଗୁ-ଳି ମା-ରି ଦେଇଥିଲେ। ଗୁ-ଳି ବାଜିବା ମାତ୍ରେ ହିଁ ତାଙ୍କର ଘଟ-ଣାସ୍ଥ-ଳରେ ମୃ-ତ୍ୟୁ ହୋଇ ଯାଇଥିଲା। ସ୍ବାମୀଙ୍କର ଫୋନ କ-ଟି ଯାଇଥିଲା। ସେହି ସମୟରେ ତାଙ୍କ ସ୍ତ୍ରୀ ଯାମିନୀ ମଧ୍ୟ ଘରେ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରି ଦେଇଛନ୍ତି।

ଘରେ ଏକୁଟିଆ ଥିଲେ ଯାମିନୀ

ଜଣା ଯାଉଛି କି ଘ-ଟଣା ସମୟରେ ଘରେ କେହି ନଥିଲେ। ଜବାନଙ୍କ ବାପା-ମାଆ ଜମିରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ଭାଇ ପ୍ରବୀଣ ଛୋଟ ଭଉଣୀଙ୍କୁ ସ୍କୁଲ ଛାଡ଼ିବା ପାଇଁ ଯାଇଥିଲେ। ଯେତେବେଳେ ପ୍ରବୀଣ ଘରକୁ ଫେରିଥିଲେ ତ ଯାମିନୀ ଫା-ଶିରେ ଓହଳି ଥିଲେ।ସେ ନିଜ ବାପା-ମାଆଙ୍କୁ ଏହି କଥାର ସୂଚନା ଦେଇଥିଲେ।ସେ ନିଜ ଭାଇଙ୍କୁ ଫୋନ ଲଗାଇଥିଲେ ତ କେହିବି ଉତ୍ତର ଦେଇ ନଥିଲେ। କିଛି ସମୟ ପରେ ସିଆରପିଏଫ ଅଧିକାରୀ ପ୍ରବୀଣଙ୍କୁ ତାଙ୍କ ଭାଇ ଆ-ତ୍ମହ-ତ୍ୟା କରିବାର ସୂଚନା ଦେଇଥିଲେ।

କାହିଁକି କଲେ ଆ-ତ୍ମହ-ତ୍ୟା?

ପୋ-ଲି-ସଙ୍କ କହିବା କଥା ହେଉଛି କି ସ୍ବାମୀ-ସ୍ତ୍ରୀ ଆ-ତ୍ମହ-ତ୍ୟା କାହିଁକି କରିଛନ୍ତି,ଏହି କଥା ବିଷୟରେ କିଛି ଜଣା ପଡି ପାରିନାହିଁ। ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି।କଲ ଡିଟେଲ୍ସ ମଧ୍ୟ ଚେକ କରାଯାଉଛି। ପରିଶେଷରେ ଘଟ-ଣାର ତ-ଦ-ନ୍ତ ଜାରି ରହିଛି।ପୂରା ଅଞ୍ଚଳରେ ଚର୍ଚ୍ଚା ହେଉଛି କି ବାସ୍ତବରେ କ’ଣ କାରଣ ଥିଲା କିଛିଦିନ ପୂର୍ବରୁ ହିଁ ନୂଆ ଜୀବନ ଆରମ୍ଭ କରିଥିବା ଦମ୍ପତି ମୃ-ତ୍ୟୁକୁ ଆଲି-ଙ୍ଗନ କରି ନେଇଥିଲେ।

Leave a Reply

Your email address will not be published. Required fields are marked *