ମାଙ୍କଡର କାରନାମା ଦେଖି ହସି ହସି ଗଡିଯିବେ , ଦେଖନ୍ତୁ ଏହି ଭିଡ଼ିଓ

ପ୍ରତିଦିନ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ, ଯାହା ଆମକୁ ହସି ହସି ଗଡାଇ ଦେଇଥାଏ । ସେ ମଣିଷ ମାନଙ୍କ ବିଷୟରେ ହେଉ କିମ୍ବା ପଶୁପକ୍ଷୀ ମାନଙ୍କ ଭିଡ଼ିଓ ହେଉ । ଏଭଳି କିଛି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ, ଯେଉଁଥିରୁ ପଶୁପକ୍ଷୀ ମାନଙ୍କର କାରନାମାକୁ ଦେଖିଲେ ହସି ହସି ପେଟ ଦରଜ ହୋଇଯାଏ । ତେବେ ପ୍ରତିଦିନ ଏଭଳି କିଛି ଭିଡ଼ିଓ ଆସିଥାଏ , ଯେଉଁଥିରେ ଦେଖିବାକୁ ମିଳିଥାଏ କି ମାଙ୍କଡ଼ ମାନେ କିପରି ହରକତ କରୁଛି । ତେବେ ଆସନ୍ତୁ ଏହି ଭିଡ଼ିଓ ଗୁଡିକ ବିଷୟରେ ଜାଣିବା ।

୧) ତେବେ ଆପଣଙ୍କୁ କହିରଖୁଛୁ କି , ଏଲିସେନ ନାମକ ଜଣେ ଯୁବତୀ ଚିଡିଆଖାନାକୁ ବୁଲିବା ପାଇଁ ଯାଇଥିଲେ । ଆଉ ସେଠାରେ ସେହି ଯୁବତୀ ଜଣକ ମାଙ୍କଡ଼ ମାନଙ୍କୁ ଦେଖୁଥିଲେ ।ତେବେ ଏହି ସମୟରେ କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା , ଯାହାକୁ ଦେଖିଲେ ଯେକେହି ବି ଅବାକ ହୋଇଯିବେ । ଗୋଟିଏ ମାଙ୍କଡ଼ ଛୁଆ ଏଲିସେନଙ୍କ ଡ୍ରେସକୁ ଟାଣିବା ପାଇଁ ଚେଷ୍ଟା କରିଥିଲା । ଆଉ ତାର ଏହି କାରନାମାକୁ ଦେଖି ସମସ୍ତେ ଅବାକ ହୋଇ ଯାଇଥିଲେ ।

୨) ଆଉ ଏକ ଭିଡ଼ିଓରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଥିଲା । ଜଣେ ଯୁବତୀ ଚିଡିଆଖାନାକୁ ବୁଲିବା ପାଇଁ ଯାଇଥିଲେ । ସେ ଚିଡିଆଖାନାରେ ପଶୁପକ୍ଷୀ ମାନଙ୍କୁ ଦେଖି ଅତ୍ୟନ୍ତ ଉପଭୋଗ କରିଥିଲେ । ଆଉ ସେହି ସମୟରେ ସେ ମାଙ୍କଡ଼ ମାନଙ୍କର ଫୋଟ ଉଠାଇଥିଲେ । ତେବେ ମାଙ୍କଡ଼ ମାନଙ୍କର ଫୋଟ ଉଠାଉ ଥିବାବେଳେ କିଛି ମାଙ୍କଡ଼ ଛୁଆ ତାଙ୍କ ଉପରେ ଚଢ଼ିବାକୁ ଲାଗିଥିଲେ । ଆଉ କିଛି ସମୟ ପରେ ସେମାନେ ତାଙ୍କ ଡ୍ରେସ ଭିତରକୁ ପଶିବାକୁ ଲାଗିଥିଲେ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା ।

୩) ଏହି ଭିଡ଼ିଓ ମଧ୍ୟ ଅତ୍ୟନ୍ତ ମଜାଦାୟକ ଅଟେ । ଏହି ଭିଡିଓରେ ଆପଣ ଦେଖିପାରିବେ କି , ଜଣେ ମହିଳା ଦୁଇଟି ସିମ୍ପାଞ୍ଜି ସହ ଫୋଟ ଉଠାଉଛନ୍ତି । କିନ୍ତୁ ଏହି ସିମ୍ପାଞ୍ଜି ମାନେ ବହୁତ ବଦମାସ ଅଛନ୍ତି । ଏମାନେ ଯୁବତୀଙ୍କ ସହ ଏଭଳି ଆଶ୍ଚର୍ଯ୍ୟକର କାରନାମା କରୁଛନ୍ତି ଯେ , ତାହା ଆପଣଙ୍କର ହୋସ ଉଡାଇଦେବ । ସେମାନେ ଯୁବତୀଙ୍କୁ ଚୁମ୍ବନ ମଧ୍ୟ ଦେଇ ଦେଉଛନ୍ତି ।

୪) ଆପଣ ସମସ୍ତେ ଜାଣିଥିବେ ଯେ , ମାଙ୍କଡ଼ ମାନେ ଅତ୍ୟନ୍ତ କ୍ରୋଧିତ ହୋଇଯାଆନ୍ତି । ତାଙ୍କୁ ଥରେ ଥରେ ଏମିତି ରାଗ ଆସେ , ସେମାନେ ମଣିଷ ମାନଙ୍କ ଉପରେ ଆକ୍ରମଣ କରିଦିଅନ୍ତି । ତେବେ ଆପଣ ମାନେ ଏହି ଭାଇରାଲ ଭିଡ଼ିଓକୁ ଦେଖନ୍ତୁ । ଏହି ଭିଡ଼ିଓରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ଆଉ ଏହି ସମୟରେ ଗୋଟିଏ ତାଙ୍କ ପଛ ପଟରୁ ଆସି ତାଙ୍କୁ ଆକ୍ରମଣ କରୁଛି ଆଉ ଚାଲି ଯାଉଛି । ତେବେ ଏହାପରେ ବୃଦ୍ଧ ବ୍ୟକ୍ତି ବୁଝି ପାରିନାହାଁନ୍ତି କି , ଏହା ତାଙ୍କ ସହ କଣ ପାଇଁ ହେଲା ।

୫) ଏହି ଭିଡିଓକୁ ଦେଖିଲେ ମଧ୍ୟ ଅତ୍ୟନ୍ତ ହସ ଲାଗିବ । ଜଣେ ବ୍ୟକ୍ତି ମାଙ୍କଡକୁ ନିଜର ମଝି ଆଙ୍ଗୁଠି ଦେଖାଉଛନ୍ତି । ତେବେ ସେ ସ୍ୱପ୍ନରେ ମଧ୍ୟ ଭାବି ପାରିନଥିବେ କି , ତାଙ୍କ ସହ ଏଭଳି କିଛି ହେବ । ମଝି ଆଙ୍ଗୁଠି ଦେଖାଇବା ମାତ୍ରେ ମାଙ୍କଡଟି ତାଙ୍କ ଉପରକୁ ଆକ୍ରମଣ କରିଦେଲା ଆଉ ବ୍ୟକ୍ତି ଜଣକ ତଳେ ପଡ଼ିଗଲେ । ତେବେ ଏହି ଭିଡ଼ିଓ ଗୁଡିକରୁ ଆପଣ ଅନୁମାନ କରି ପାରୁଥିବେ କି , ମାଙ୍କଡ଼ ମାନେ କେତେ ଭୟଙ୍କର ଅଟନ୍ତି ।

Leave a Reply

Your email address will not be published. Required fields are marked *