ଗତ କିଛିଦିନ ତଳେ ଶାସ୍ତ୍ରୀନଗର ଶୁଭଶ୍ରୀ ହ-ତ୍ୟା ମାମ-ଲା ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ମୃ-ତ୍ୟୁ ପରେ ତାଙ୍କ ମା ଏବଂ ଅନ୍ୟ ପରିବାର ଲୋକେ ମଧ୍ୟ ମୃ-ତ୍ୟୁକୁ ହ-ତ୍ୟା ମାନିଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ଶୁଭଶ୍ରୀଙ୍କ ଘରୁ କେହି ଚୋ-ରି କରିବା ସହିତ ତାଙ୍କର ହ-ତ୍ୟା କରିଛନ୍ତି । ତେବେ ଏହି ହଠାତ ମୃ-ତ୍ୟୁକୁ ନେଇ ପରିବାର ଲୋକେ ଏବଂ ପୋ-ଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ।
ମାତ୍ର ବର୍ତ୍ତମାନ ଏହି ମାମ-ଲାକୁ ନେଇ ଅନେକ ଗୁମର ଖୋଲିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଶୁଭଶ୍ରୀଙ୍କ ହ-ତ୍ୟା ହୋଇନାହିଁ ବରଂ ସେ ନିଜେ ଆ-ତ୍ମହ-ତ୍ୟା କରିଛନ୍ତି । ପୁଣି ତାଙ୍କ ଆ-ତ୍ମହ-ତ୍ୟାର କାରଣ ହେଉଛନ୍ତି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ସ୍ୱାମୀ ଏବଂ ପୁଅ ଥାଉ ଥାଉ ଶୁଭଶ୍ରୀଙ୍କର ଅନ୍ୟ ପୁରୁଷ ସହିତ ଅନୈ-ତିକ ସମ୍ପ-ର୍କ ଥିଲା । ଆଉ ସେହି ସ-ମ୍ପର୍କ କାରଣରୁ ହିଁ ସେ ଜୀବନ ହାରିଛନ୍ତି । ପୋ-ଲିସ ଅଭି-ଯୁକ୍ତ ଚିତ୍ତକୁ୨ ଦିନିଆ ରିମା-ଣ୍ଡରେ ନେଇଥିଲା
ପୋ-ଲିସ ତଦ-ନ୍ତରୁ ଚିତ୍ତ ରଞ୍ଜନ ଜଡ଼ିତ ଥିବା ଜଣାଯିବା ପରେ ପୋ-ଲିସ ତାକୁ ୨ ଦିନିଆ ରିମା-ଣ୍ଡରେ ନେଇ ପଚରା ଉଚୁରା କରିଥିଲା । ଆଉ ଏହି ଦୁଇ ଦିନ ମଧ୍ୟରେ ପୋ-ଲିସ ହାତରେ ଅନେକ ମହତ୍ତ୍ୱପୂର୍ଣ୍ଣ ଖବର ମିଳିଛି ଏବଂ ଶୁଭଶ୍ରୀ ମୃ-ତ୍ୟୁ ମାମ-ଲା ଉପରୁ ପରଦା ହଟିଛି । ତେବେ ଚିତ୍ତ ରଞ୍ଜନର କହିବା ଅନୁଯାୟୀ ଶୁଭଶ୍ରୀଙ୍କ ସହିତ ତାଙ୍କର ଅନେକ ଦିନର ସ-ମ୍ପର୍କ ଥିଲା । ଉଭୟେ ସୋସିଆଲ ମିଡ଼ିଆ ଜରିଆରେ ପରିଚିତ ହୋଇ ସମ୍ପ-ର୍କରେ ଥିଲେ । ତେବେ ଚିତ୍ତର କିନ୍ତୁ ଶୁଭଶ୍ରୀ କେଵକ ଜଣେ ଗାର୍ଲଫ୍ରେଣ୍ଡ ନଥିଲେ ବରଂ ତାଙ୍କର ଏକାଧିକ ଗାର୍ଲଫ୍ରେଣ୍ଡ ଥିଲେ ।
ଯେଉଁ କାରଣରୁ ହିଁ ଶୁଭଶ୍ରୀ ୨୯ ତାରିଖରେ ଜୀବନ ହାରିଥିଲେ । ମୃ-ତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ସହିତ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ଚିତ୍ତଙ୍କୁ ଦେଖା କରିବାକୁ ଏବଂ ସେଠାରେ ଦୁହିଁଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ହୋଇଥିଲା । ଜୁଲାଇ ୨ ରେ ଅନ୍ୟ ଝିଅ ସହ ନି-ର୍ବନ୍ଧ କରିଥିଲା ଚିତ୍ତ । ଯାହାକୁ ସହିନପାରି ଶୁଭଶ୍ରୀ ମାନ-ସିକ ଚିନ୍ତାଗ୍ରସ୍ତ ହୋଇଥିଲେ ଏବଂ ଶେଷରେ ଜୀବନ ହାରି ଦେଇଥିଲେ । ତେଣୁ ପୋ-ଲିସ ବର୍ତ୍ତମାନ ଅଭି-ଯୁକ୍ତ ଚିତ୍ତକୁ ଗି-ରଫ କରିଛି ।