ଅଟୋ ବାଲାଙ୍କୁ ଯୁବତୀ ଦେଖେଇଲେ ଓକାତ,କହିଲେ ତୁ ଗୋଟେ ଅଟୋ ବାଲା।

ରାଜଧାନୀରେ ଦେଖିବାକୁ ମିଳିଥିଲା ଏକ ଯୁବତୀଙ୍କ ସହିତ ଅଟୋ ଡ୍ରାଇଭରଙ୍କ ହାଇଭୋଲ୍ଟେଜ ଡ୍ରାମା। ବେଶ କିଛି ସମୟ ଧରି ଦୁହେଁ ଦୁହିଁଙ୍କୁ କହୁଥିଲେ ଅନରଗଲ କଥା। କେହି କାହାକୁ ଛାଡୁ ନଥିଲେ । ଯୁବତୀ ଏକ ଦମ ରା-ଗିକି ନି-ଆଁ ହୋଇଯାଇଥିବା ବେଳେ ଅଟୋ ଡ୍ରାଇଭର ମଧ୍ୟ ରା-ଗିକି ତାତି ଯାଇଥିଲେ। ତେବେ ଘଟ-ଣା କଣ ଓ କାହିଁକି ଦୁହିଁଙ୍କ ମଧ୍ୟରେ ଏମିତି ବଚଷା ଚାଲିଛି ତାହା ଜାଣିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝ-ଗଡା ଉଗ୍ର ରୂପ ନେଇ ସାରିଥିଲା। ଆଉ ଦୁହେଁ ଦୁହିଁଙ୍କୁ କରୁଥିଲେ ଆ-ରୋପ ପ୍ର-ତ୍ୟାରୋ-ପ। ତେବେ ଯେତେବେଳେ ଲୋକ ମାନେ ଘ-ଟଣା ସମ୍ପ-ର୍କରେ ଜାଣିବାକୁ ପାଇଥିଲେ ସେତେବେଳେ ଦୋ-ଷ କାହାକୁ ଦେବେ ଲୋକେ ଚିନ୍ତାରେ ପଡିଯାଇଥିଲେ କାରଣ ଲୋକଙ୍କ କହିବା ଅନୁଯାୟୀ ଭୁଲ ଦୁଇ ଜଣଙ୍କର ଥିଲା। ଆଉ ଯୁବତୀ ଜଣଙ୍କ ରା-ଗିବା ବି ସ୍ୱାଭାବିକ ଥିଲା ବୋଲି ଲୋକେ କହିଛନ୍ତି।

ତେବେ କାହିଁକି ଯୁବତୀ ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ଚାଲିଥିଲା ଆସନ୍ତୁ ନଜର ପକାଇବା। ଯୁବତୀ ଜଣଙ୍କ କେଉଁଆଡ଼େ ଯିବା ପାଇଁ ଏକ ଅଟୋ ବୁକ କରିଥିଲେ ତେବେ ଯେତେବେଳେ ଯୁବତୀ ଅଟୋ ବୁକ କରିଥିଲେ ତାର କିଛି ସମୟ ପରେ ଯୁବତୀ ଜଣଙ୍କ କୌଣସି କାରଣ ବଶତଃ ଅଟୋ ବୁକ କୁ କ୍ୟା-ନ୍ସଲ କରି ଦେଇଥିଲେ। ତେବେ ଯେତେବେଳେ ଯୁବତୀ ଜଣଙ୍କ ଅଟୋ କ୍ୟା-ନ୍ସଲ କରିଦେଇଥିଲେ ସେତେବେଳେ ଅଟୋ ଡ୍ରାଇଭରଙ୍କ ରା-ଗ ପଞ୍ଚମରେ ପହଞ୍ଚିଥିଲା ଆଉ ଯୁବତୀ ଜଣଙ୍କ ଅନ୍ୟ ଅଟୋରେ ଯାଉଥିବା ବେଳେ ଘ-ଟଣା ସ୍ଥଳରେ ପହଞ୍ଚିଥିଲେ ଯୁବତୀ ଯେଉଁ ଅଟୋ ବୁକ କରି କ୍ୟା-ନ୍ସଲ କରିଥିଲେ ସେହି ଅଟୋ ଡ୍ରାଇଭର ଜଣଙ୍କ ଆଉ ତା ପରେ ଯୁବତୀ ଜଣଙ୍କ ଯେଉଁ ଅଟୋରେ ଯାଉଥିଲେ ସେ ଅଟୋ ଡ୍ରାଇଭରଙ୍କୁ ଅନ୍ୟ ଅଟୋ ଡ୍ରାଇଭର ଆସି ଯୁବତୀଙ୍କୁ ନ ନେବା ପାଇଁ କହିଥିଲେ ଓ ଅଟୋ ଡ୍ରାଇଭରଙ୍କୁ କହିଥିଲେ କି ଯୁବତୀଙ୍କୁ ଗାଡିରୁ ଓଲ୍ହାଇ ଦେବା ପାଇଁ।

ବାସ ଏହା ପରେ ଯୁବତୀ ଜଣଙ୍କ ରା-ଗରେ ନି-ଆଁ ହୋଇଯାଇଥିଲେ। ଲୋକଙ୍କ କହିବା ଅନୁଯାୟୀ ଯୁବତୀଙ୍କ ରା-ଗିବା ସ୍ୱାଭାବିକ କଥା କାରଣ ଯୁବତୀଙ୍କ ଜାଗାରେ ଅନ୍ୟ କେହି ଥିଲେ ମଧ୍ୟ ସେ ବି ରା-ଗିଥାନ୍ତେ। ଯେତେବେଳେ ଯୁବତୀ ଜଣଙ୍କ କୌଣସି ଏକ ଜରୁରୀ କାର୍ଯ୍ୟରେ ଅଟୋ ଧରି ଯାଉଥିଲେ ସେହି ସମୟରେ ଅଟୋ ଡ୍ରାଇଭରଙ୍କ ଏପରି ବ୍ୟବହାର ଆଦୌ ଭଲ ନୁହେଁ ବୋଲି କହିଛନ୍ତି ଉପସ୍ଥିତ ଲୋକେ। ଯୁବତୀ ଜଣଙ୍କ ପଇସା ଦେଇ ଅଟୋରେ ଯିବେ ତେଣୁ ତାଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି ସେ ଯେଉଁ ଅଟୋ ଚାହିଁବେ ସେହି ଅଟୋରେ ଯାଇ ପାରିବେ। ମାତ୍ର ଯୁବତୀ ଜଣଙ୍କୁ ଏପରି ଅସୁବିଧାରେ ପକାଇବାକୁ ଅଟୋ ଡ୍ରାଇଭର କାହିଁକି ଅନ୍ୟ ଅଟୋ ଡ୍ରାଇଭରଙ୍କୁ ମନା କଲେ ସେନେଇ ଲୋକେ ଅଟୋ ଡ୍ରାଇଭରଙ୍କ ଉପରେ ଅସ-ନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ କୁହାଯାଉଛି କି ଏହି ଭଳି କିଛି ଅଟୋ ଡ୍ରାଇଭରଙ୍କ ପାଇଁ ସମସ୍ତ ଅଟୋ ଡ୍ରାଇଭର ବଦ-ନାମ ହେଉଛନ୍ତି। କିଛି ଲୋକେ ଅଟୋ ଡ୍ରାଇଭରଙ୍କୁ ବି-ରୋଧ କରୁଥିବା ବେଳେ ଆଉ କିଛି ଲୋକେ ଯୁବତୀଙ୍କ ବ୍ୟବହାର କୁ ମଧ୍ୟ ବି-ରୋଧ କରିଛନ୍ତି। କାରଣ ଅଟୋ ଡ୍ରାଇଭର ଯେତେବେଳେ ଏପରି କିଛି କଥା କହିଥିଲେ ସେହି ସମୟରେ ଯୁବତୀ ଜଣଙ୍କ ରା-ଗିକି କହିଥିଲେ କି ତୁ ଅଟୋ ବାଲା ତୋର ଓକାତ କେତେ। ତେବେ ଯୁବତୀଙ୍କ ଏପରି ବ୍ୟବହାର ଠିକ ନୁହେଁ ବୋଲି କିଛି ଲୋକେ କହିଛନ୍ତି।

Leave a Reply

Your email address will not be published. Required fields are marked *