ରାସ୍ତା କଡରେ ରୋମିଓ ପାଲଟି କ-ମେ-ଣ୍ଟ ମାରୁଥିଲେ ଯୁବକ , ଆଉ ତାପରେ ଯାହା ହେଲା ଥରେ ଦେଖିନିଅନ୍ତୁ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଆଉ ଯାହାକୁ ଦେଖିବା ପରେ ସମସ୍ତଙ୍କର ହୋସ ଉଡିଯାଉଛି । ତେବେ ସୋସିଆଲ ମିଡ଼ିଆ ସମସ୍ତଙ୍କର ଚିତ୍ତବିନୋଦନର କାରଣ ପାଲଟି ଯାଇଛି । କାରଣ ଏଥିରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି , ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ ତାପରେ ହସିବାକୁ ଲାଗିବେ ।

ତେବେ ଘଟଣାଟି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥା-ନା ଅଞ୍ଚଳର ଅଟେ । ସୂଚନା ଅନୁଯାୟୀ , ଏହି ଅଞ୍ଚଳର ଜଣେ ଛାତ୍ରୀ ସିମୁଳିଆ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଆଉ ପ୍ରତିଦିନ ପଢିବା ପାଇଁ ସେ ମହାବିଦ୍ୟାଳୟକୁ ଯାଇଥାନ୍ତି । ତେବେ ରାସ୍ତା କଡର ରୋମିଓଙ୍କର ଅଭାବ ଆଜିର ଦୁନିଆଁରେ ତ ନାହିଁ । ଯେଉଁଠି ଦେଖିବେ ଆପଣ ସେଇଠି ପାଇଯିବେ ଏଭଳି ରୋମିଓ ମାନଙ୍କୁ । ଯେଉଁମାନେ ଝିଅ ମାନଙ୍କୁ କ-ମେ-ଣ୍ଟ ମା-ରିବା ପାଇଁ ଅନାଇ ବସିଥାନ୍ତି ।

ତେବେ ଛାତ୍ରୀ ଜଣକ ମହାବିଦ୍ୟାଳୟକୁ ଯିବା ସମୟରେ ବ୍ୟକ୍ତି ଜଣକ ତାଙ୍କୁ କ-ମେ-ଣ୍ଟ ମା-ରିବାକୁ ଲାଗିଥିଲେ । ଆଉ ଛାତ୍ରୀ ଜଣକ ତାଙ୍କ କଥା ସହି ଯାଇଥିଲେ । କିନ୍ତୁ ଯେତେବେଳେ ଆବଶ୍ୟକତା ଠାରୁ ଅଧିକ ପରିସ୍ଥିତି ଖରାପ ହୋଇଗଲା ସେତେବେଳେ ଛାତ୍ରୀଙ୍କୁ ଏଭଳି କିଛି ପଦକ୍ଷେପ ନେବାକୁ ପଡିଲା । ସିଛାତ୍ରୀ ଜଣକ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଲେ ଆଉ ତାହା ଅତ୍ୟନ୍ତ ଆଶ୍ଚ-ର୍ଯ୍ୟଜ-ନକ ଥିଲା । ଛାତ୍ରୀ ଜଣକ ଏଭଳି କାମ କରିଥିଲେ , ଯାହାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ ।

ଛାତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ଏହି ସବୁ ପରିସ୍ଥିତି ବିଷୟରେ କହିଥିଲେ । ଆଉ ତାପରେ ପରିବାର ଲୋକ ରା-ଗରେ ସେହି ସ୍ଥାନକୁ ଆସିଥିଲେ । ଆଉ ତାପରେ ସେହି ବ୍ୟକ୍ତିଙ୍କୁ ଏଭଳି ମା-ଡ଼ ମା-ରିଥିଲେ , ଯେଉଁ ମାଡ଼ ସେ ଜୀବନରେ ଖାଇ ନଥିବେ । ଛାତ୍ରୀଙ୍କ ପରିବାରର ସମସ୍ତେ ଆସି ଯାଇଥିଲେ ଆଉ ତାଙ୍କୁ ବହୁତ ମା-ଡ଼ ମା-ରିଥିଲେ । ଆଉ ପାଖରେ ଥିବା ମହାବିଦ୍ୟାଳୟର ଝିଅ ମାନେ ମଧ୍ୟ ଆସି ତାଙ୍କୁ ବାଡେଇବାକୁ ଲାଗିଥିଲେ । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଦେଖିବା ପରେ କମେଣ୍ଟ ମା-ରୁ-ଥିବା ଲୋକମାନେ କ-ମେ-ଣ୍ଟ ମା-ରିବା ବନ୍ଦ କରିଦେବେ ।

Leave a Reply

Your email address will not be published. Required fields are marked *