ବିବାହିତା ନାରୀ ମାନଙ୍କ ପ୍ରତି ପୁରୁଷ ମାନେ କାହିଁକି ଅଧିକ ଆକ-ର୍ଷିତ ହୋଇଥାନ୍ତି ?

ଆଜିକାର ଦୁନିଆଁରେ ପ୍ରାୟତଃ ବିବାହିତା ମହିଳା ମାନଙ୍କର ପ୍ରେମ ଖବର ସାମ୍ନାକୁ ଆସିବାରେ ଲାଗିଅଛି । ପ୍ରତିଦିନ ଏ ବାବଦରେ ଅନେକ ଖବର ବିଷୟରେ ଶୁଣିବାକୁ ମିଳୁଛି । ପୁରୁଷ ମାନେ ବିବାହିତା ମହିଳା ମାନଙ୍କ ପ୍ରତି ଆଜିକାଲି ଅଧିକ ଆକ-ର୍ଷିତ ମଧ୍ୟ ହେଉଛନ୍ତି । ଆଉ ଏହା ବ୍ୟତୀତ ବିବାହିତା ମହିଳା ମାନେ ମଧ୍ୟ ଅନ୍ୟ ପୁରୁଷ ମାନଙ୍କ ପ୍ରତି ଆକର୍ଷିତ ହୋଇ ସେମାନଙ୍କ ସହ ସମ୍ପର୍କ ରଖୁଛନ୍ତି ଆଉ ଏଥିପାଇଁ ଅନେକଙ୍କର ଘର ପରିବାର ଭା-ଙ୍ଗି ଯାଉଛି ।

ତେବେ ଏହା ପଛରେ ନିଶ୍ଚିତ ଭାବରେ କୌଣସି ନା କୌଣସି କାରଣ ରହିଛି । ନଚେତ କାହିଁକି ଆଜିକାର ମହିଳା ଏବଂ ପୁରୁଷ ମାନେ ଅନ୍ୟ ମାନଙ୍କ ପ୍ରତି ଆକ-ର୍ଷିତ ହେଉଛନ୍ତି । ତେବେ ବିଶେଷ ଭାବରେ କହିବାକୁ ଗଲେ ବିବାହିତା ମହିଳା ମାନଙ୍କ ପ୍ରତି ପୁରୁଷ ମାନେ ଅଧିକ ମାତ୍ରାରେ ଆକ-ର୍ଷିତ ହୋଇଥାନ୍ତି । ଏହା ପଛରେ ରହିଥିବା ପ୍ରଥମ କାରଣଟି ହେଉଛି , ବିବାହିତା ମହିଳା ମାନେ ଅଧିକ ଅନ୍ୟ ମାନଙ୍କ ପ୍ରତି ଅଧିକ ନିର୍ଭରଶୀଳ ହୋଇ ନଥାନ୍ତି । ସେଥିପାଇଁ ପୁରୁଷ ମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ପଡି ନଥାଏ ।

ଅନ୍ୟପକ୍ଷରେ ଏହା ପଛରେ ଦ୍ୱିତୀୟ କାରଣଟି ହେଉଛି , ବିବାହିତା ମହିଳା ମାନେ ନିଜର ଆତ୍ମବିଶ୍ବାସ ଯୋଗୁଁ ପୁରୁଷ ମାନଙ୍କ ଠାରୁ ଜିତି ପାରିଥାନ୍ତି । ସେଥିପାଇଁ ପୁରୁଷ ମାନେ ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକ-ର୍ଷିତ ହୋଇଥାନ୍ତି । ଏହା ପଛରେ ରହିଥିବା ତୃତୀୟ କାରଣଟି ହେଉଛି , ଏମାନେ ପ୍ରାୟତଃ ଅଧିକ ଯତ୍ନଶୀଳ ହୋଇଥାନ୍ତି ଆଉ ସେଥିପାଇଁ ପୁରୁଷ ମାନେ ଏମାନଙ୍କ ପ୍ରତି ଖୁବଶୀଘ୍ର ଆକ-ର୍ଷିତ ହୋଇଯାଆନ୍ତି ।

ଚତୁର୍ଥରେ ଆପଣଙ୍କୁ କହିରଖୁଛୁ କି , ବିବାହ ପରେ ମହିଳା ମାନଙ୍କ ଚେହେରାରେ ଏକ ପ୍ରକାରର ଉଜ୍ଜ୍ବ-ଳତା ଆସିଥାଏ । ଆଉ ତାକୁ ଦେଖି ପୁରୁଷ ମାନେ ଅତ୍ୟନ୍ତ ଆକ-ର୍ଷିତ ହୋଇ ଯାଇଥାନ୍ତି । ଆଉ ସେଥିପାଇଁ ସେମାନଙ୍କ ପ୍ରେମରେ ପଡି ଯାଇଥାନ୍ତି। ଅନ୍ୟପକ୍ଷରେ ମହିଳା ମାନେ ବହୁତ ମିଠା ମିଠା କଥା କହିଥାନ୍ତି । ଯାହାକୁ ଶୁଣିବା ପରେ ପୁରୁଷ ମାନେ ପାଗଳ ହୋଇ ଯାଆନ୍ତି । ଆଉ ସେମାନଙ୍କ ପ୍ରେମରେ ପଡି ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *