ନଦୀରୁ ଆସି ଗାଁରେ କୁମ୍ଭୀର ଖୋଜୁଛି ମଣିଷ ମାଂସ ।

ଦିନ ସାରା ପାହାଚ ତଳେ ଲୁଚି ରହୁଛି ମଣିଷ ଖିଆ କୁମ୍ଭୀର ରାତି ହେଲେ ଧାଇଁ ଆସି ଗାଁ ଭିତରେ ପଶୁଛି । ମଣିଷକୁ ଦେଖିଲେ ଗୋଡେଇ ଆସୁଛି କାମୁ-ଡିବା ପାଇଁ । କାରଣ ସେହି ମଣିଷ ଖିଆ କୁମ୍ଭୀରକୁ ଦରକାର କେବଳ ମଣିଷର ମାଂସ । ମଣିଷ ମାଂସ ଛଡା କୁମ୍ଭୀର ପାଟିକୁ ଯେମିତି ଆଉ କାହାର ମାଂସ ଭଲ ଲାଗୁନି । ସେଥି ପାଇଁ କୁମ୍ଭୀର ଚାତକ ପରି ଚାହିଁ ରହୁଛି ମଣିଷର ମାଂସ ଖାଇବାକୁ । ଆଉ ଏହି କଥା ଗ୍ରାମବାସୀ ମାନେ ଜାଣିବା ପରେ ଆଉ ରାତି ହେଲେ ବାହାରକୁ ବାହାରୁ ମହାନ୍ତି ।

ଗାଁ ଭିତରେ ଖେଳି ଯାଇଛି କେବଳ କୋକୁଆ ଭ-ୟ । କୁମ୍ଭୀର ପାଇଁ କେବଳ ନଈ କୁ ଯିବା ବନ୍ଦ କରି ନାହାନ୍ତି ଗ୍ରାମବାସୀ ମାନେ । କୁମ୍ଭୀର ପାଇଁ ଅନ୍ଧାର ରାତିରେ ଘରୁ ଗୋଡ ବି କାଢି ପାରୁ ନାହାଁନ୍ତି ଗ୍ରାମବାସୀ । ରାତି ହେଲେ ଭୟରେ ଏକ ଦମ୍ ଭାବରେ ଥରି ଝାଡା ପରିସ୍ରା ଲାଗିଲେ ବି ଘର ଭିତରେ ବସି ରହୁଛନ୍ତି ସକାଳ ହେବା ପର୍ଯ୍ୟନ୍ତ । ଯେତେ କଷ୍ଟ ପାଇଲେ ସହି ଯାଉଛନ୍ତି ପଛେ କିନ୍ତୁ କୁମ୍ଭୀର ମୁହଁରେ ମ-ରିବା ପାଇଁ ସେମାନେ ଚାହୁଁ ନାହାନ୍ତି । କାରଣ କୁମ୍ଭୀର ରା-କ୍ଷସ ଭଳି ଚାହିଁ ରହିଛି ମଣିଷର ମାଂସ । ଆଉ ମାଂସ ପାଇଁ ମଣିଷ ବିକଳ ହେଉଛି କୁମ୍ଭୀର । ଗୋଟେ ପଟେ କୁମ୍ଭୀର ଆତଙ୍କ ଆଉ ଅନ୍ୟ ପଟେ ଜୀବନକୁ ଭ-ୟ ।

ଏହାରି ଭିତରେ ଅନନିଶ୍ଵାସି ହୋଇଗଲେଣି ମଣିଷ ମାନେ । କାରଣ ନିକଟରେ ଯେଉଁ ଭଳି ଆ-ତଙ୍କ ଖେଳାଇ ଜଣେ ନିରୀହ ମହିଳାଙ୍କୁ କୁମ୍ଭୀର ଅତି ଦୟନୀୟ ଭାବରେ ହ-ତ୍ୟା କରିଥିଲା । ତାହାର ସେହି ଲୋମ ଟା-ଙ୍କୁରା ଦୃଶ୍ୟ ଯାହାର ବି ମନେ ପଡୁଛି ତାହାର ଛାତି ଭିତର ଟା ଭ-ୟରେ ଥରି ଉଠୁଛି । ଆଉ ଏହାରି ଭିତରେ ଯେତେବେଳେ ଗ୍ରାମବାସୀ ମାନେ ଜାଣିବାକୁ ପାଇଲେଣି କି କୁମ୍ଭୀର ନଦୀ ଭିତରେ ରାଜ୍ କରୁଛି । ସେତେବେଳେ ମଣିଷ ମାନଙ୍କ ଆଖିର ନିଦ ଏକ ଦମ୍ ଭାବରେ ହଜି ଯାଉଛି ।

ଗାଁରେ କେବଳ କୋକୁଆ ଭ-ୟ ଖେଳି ଯାଇଛି । ଘରୁ ମଣିଷ ପଦାକୁ ଏକଲା ଗୋଡ କାଢ଼ିବାକୁ ଭ-ୟ କରୁଛି । ତେଣୁ ମଣିଷ ମାନେ ଏବେ ମେଳି ହୋଇ ଗାଆଁରେ ବୁଲୁଛନ୍ତି । ବନ ବିଭାଗକୁ ବି କୁମ୍ଭୀର ନଦୀରୁ ନେଇଯିବା ପାଇଁ ଗୁହାରି କରୁଛନ୍ତି । ମାତ୍ର ଅଥଳ ଜଳ ରାଶି ଭିତରେ କେଉଁ ଭଳି କୁମ୍ଭୀରକୁ ନେଇ ଚାଲିଯିବେ ତାହା ସବୁଠୁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁମ୍ଭୀରକୁ ରାତିରେ ଗାଁ ଭିତରେ ପଶୁଥିବା ଦେଖି ଗ୍ରାମବାସୀ ମାନେ ଏକ ଦମ୍ ଭ-ୟଭୀ-ତ ଅବସ୍ଥାରେ ଅଛନ୍ତି । ତେଣୁ ଗ୍ରାମବାସୀ ମାନେ ଭ-ୟରେ ଥରି ବାକୁ ଲାଗିଲେଣି । କିପରି କୁମ୍ଭୀର ଦାଉରୁ ନିଜକୁ ର-କ୍ଷା କରିବେ ଏବେ ସେହି ଚିନ୍ତା ମଣିଷ ମାନଙ୍କୁ ଘାରିଛି । ତେବେ ଦେଖିବାକୁ ବାକି ରହିଲା କେବେ କୁମ୍ଭୀରକୁ ନେବାରେ ସଫଳ ହେଉଛନ୍ତି ବନ ବିଭାଗ ।

Leave a Reply

Your email address will not be published. Required fields are marked *