ମହିଳା ମାନେ ଶାଢ଼ୀ ପିନ୍ଧିବା ପରେ ବି ସବୁ ଦେଖାଇ ବୁଲୁଛନ୍ତି , ଏପରି ନାରୀଙ୍କୁ କଣ କହିଲେ ଗଜପତି

ନିଜର ଭିନ୍ନ ଅନ୍ଦାଜ ଆଉ କଥା କହିବା ଠାଣି ପାଇଁ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି ୟୁଟ୍ୟୁବର ଗଜପତି । ସେ ପ୍ରାୟତଃ ମହିଳାଙ୍କ ଉପରେ ବେଶୀ ମତ ଦେଇଥାନ୍ତି ଆଉ ଦୁନିଆଁରେ ଘଟୁ-ଥିବା ସମସ୍ତ ଘ-ଟଣା ଉପରେ ସେ ଆଲୋକପାତ କରିଥାନ୍ତି । ଆଉ ବର୍ତ୍ତମାନ ମଧ୍ୟ ସେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । କାହିଁକି ନା ବର୍ତ୍ତମାନ ସମୟରେ ସେ ଏପରି କିଛି କଥା କହିଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ତେବେ ସୂଚନା ଅନୁଯାୟୀ , ନିକଟରେ ଘଟିଥିବା ଏକ ଘ-ଟଣା ବାବ-ଦରେ ଗଜପତି ମୁଁହ ଖୋଲିଛନ୍ତି ।

ତେବେ ଆପଣ ସମସ୍ତେ ଶୁଣିଥିବେ କି , ଜଣେ ମହିଳା ନିଜ ସ୍ଵାମୀ ଆଉ ପିଲାଙ୍କୁ ଛାଡି ଦେଇ ପର ପୁରୁଷ ସହିତ ଯାଇ ହୋଟେଲ ରୁମରେ ରହିଥିଲେ । ଆଉ ଯାହାକୁ ତାଙ୍କ ସ୍ବାମୀ ତାଙ୍କ ପ୍ରେମିକ ସହିତ ରେଡ୍ ହ୍ୟାଣ୍ଡରେ ଧରି ଦେଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ତେବେ ତାଙ୍କ କହିବା ଅନୁସାରେ , ଏପରି ସ୍ତ୍ରୀ କିପରି ପିଲା ଜନ୍ମ କରି ନିଅନ୍ତି । ଯଦି ସ୍ଵାମୀ ୨୪ ଘଣ୍ଟା ତାଙ୍କ ପାଖରେ ନ ରହିଲା ତେବେ ଛୁଆ କେଉଁଠୁ ଆସିଲା । ବାକି ରହିଲା ସ୍ଵାମୀ ସବୁବେଳେ କେମିତି ଘରେ ରହିବ ।

ସେ ବି ଜଣେ ମଣିଷ , ଯାହା ଉପରେ ପୁରା ପରିବାରର ଭାର ରହିଥାଏ । ଆଉ ଯେତେ ଯାହା ହେଲେ ବି ତାକୁ କାମକୁ ଯିବାକୁ ପଡିବ । କାମକୁ ନ ଗଲେ ସେ ପରିବାର କେମିତି ପାଳିବ ଆଉ ଘର କଥା କେମିତି ବୁଝିବ । ଏହାକୁ ବୁଝିବା ଦରକାର ସ୍ତ୍ରୀ ଆଉ ସ୍ଵାମୀ ଟିକିଏ ସମୟ ନ ଦେଲେ ପର ପୁରୁଷ ପଛରେ ଧାଇଁବା କଥା ନୁହେଁ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ନାରୀ ଶାଢ଼ୀଟିଏ ପିନ୍ଧିବା ପରେ ଦେବୀ ଭଳି ଦେଖାଯାଏ । କିନ୍ତୁ ଆଜିକା ନାରୀ କଥା ନ କହିବା ଭଲ । ୧୨ ହାତ ଶାଢ଼ୀ ପିନ୍ଧି ପେଟ ଦେଖାଇ ନାଚି ବୁଲୁଛନ୍ତି ।

ଆଉ ଗୋଟିଏ କଥା ସେ ଶେଷରେ କହିଛନ୍ତି , ଖାଲି ନାରୀ ସମାଜ ଖରାପ ନୁହେଁ । କିଛି ପୁରୁଷ ମଧ୍ୟ ଖରାପ ଅଛନ୍ତି । ବାହାରେ ଗୋଟିଏ ଆଉ ଘର ମଧ୍ୟରେ ଆଉ ଗୋଟିଏ ରଖୁଛନ୍ତି । ତେଣୁ ନାରୀ ମାନଙ୍କୁ କିଛି କ୍ଷେତ୍ରରେ ପୁରୁଷ ମାନଙ୍କୁ ବୁଝାଇବା ଉଚିତ୍ ଆଉ ପୁରୁଷ ମାନଙ୍କୁ ମଧ୍ୟ ନାରୀ ମାନଙ୍କୁ ଭଲ ଭାବରେ ବୁଝାଇବା ଉଚିତ୍ । ଆଉ ଘର କଥାକୁ ବାହାରେ ନୁହେଁ , ନିଜ ଘର ମଧ୍ୟରେ ସମାଧାନ କରିବା ଉଚିତ୍ । ବାହାରେ ଆଉ ରାସ୍ତାଘାଟ ଉପରେ ପକାଇ ହାଇଡ୍ରାମା କରିବା ଆଦୌ ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *