ଜିଓ କଷ୍ଟୋମର କେୟରକୁ କଲ କରି ଯୁକ୍ତି କଲା ଓଡ଼ିଆ ଯୁବକ ! ଭାଇରଲ ହେଲା ଅଡିଓ :-

ପ୍ରାୟତଃ ସୋସିଆଲ ମିଡିଆରେ ସବୁ ସମୟରେ କିଛି ନା କିଛି ଘ-ଟଣା ଭାଇରଲ ହୋଇଥାଏ । ଯାହା ଭିତରୁ କିଛି ଗମ୍ଭୀର ଘ-ଟଣା ହୋଇଥିବା ବେଳେ ଆଉ କିଛ ଦୁଃ-ଖଦ ଥାଏ ଏବଂ କିଛି ହାସ୍ୟସ୍ପଦ ଥାଏ । ତେବେ ଅନେକ ସମୟରେ ଆପଣ ମାନେ ଦେଖିଥିବେ ଯେ କିଛି ଅଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ । ଯାହା ଅତ୍ୟନ୍ତ ମଜାଦାର ହୋଇଥାଏ । ତାହାକୁ ପ୍ରେଙ୍କ କଲ ବୋଲି କୁହାଯାଏ । କେହି କେହି ତାହା ଜାଣିଶୁଣି ରେ-କର୍ଡ଼ିଂ କରି ପୋଷ୍ଟ କରୁଥିବା ବେଳେ ଆଉ କିଛି ରେ-କର୍ଡ଼ିଂ ବାସ୍ତବରେ ମଜାଦାର ହୋଇଥାଏ ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏକ କଲ ରେ-କର୍ଡ଼ିଂ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରଲ ହେଉଛି । ଯାହା ଶୁଣିଲେ ଆପଣ ହସିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ଆପଣ ମାନଙ୍କୁ ଆମେ କହି ଦେବାକୁ ଚାହିଁବୁ ଏହି କଲ କଷ୍ଟୋମର ସହିତ କଷ୍ଟୋମର କେୟରରେ କାର୍ଯ୍ୟରତ ଥିବା ଝିଅ ମଧ୍ୟରେ ଅଟେ । ଆଉ ଯେଉଁ କଲ ରେକର୍ଡ଼ ଶୁଣିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ସେମାନଙ୍କ ଯୁକ୍ତି ତ-ର୍କ ଏବଂ କଥାବାର୍ତ୍ତା ଶୁଣିଲେ ଯେକେହିବି ହସିବାକୁ ବାଧ୍ୟ ହେବେ ।

ତେବେ ପ୍ରଥମତଃ ଜଣେ ଗ୍ରାହକ ନିଜର ସମସ୍ୟା ନେଇ ଜିଓ କଷ୍ଟୋମର କେୟରକୁ କଲ କରିଛନ୍ତି । ତେବେ ତାଙ୍କର ନେଟୱର୍କକୁ ନେଇ ସମସ୍ୟା ରହିଥିଲା । ଗ୍ରାହକ ଜଣକ ପ୍ରଥମେ କଲ କରି ନିଜ ସମସ୍ୟା କହିବା ପରେ କଷ୍ଟୋମର କେୟରରେ କଥା ହେଉଥିବା ଝିଅ ଜଣଙ୍କ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚାହିଁଛନ୍ତି ମାତ୍ର ବିଫଳ ହୋଇଛନ୍ତି । ଗ୍ରାକକ ଜଣଙ୍କୁ ଖୁବ ମଜାଦାର ଢ଼ଙ୍ଗରେ କଥାବାର୍ତ୍ତା ହେଉଥିବାର ଦେଖା ଯାଇଛି । ମାତ୍ର ଏଥିରେ ଝିଅଟିକୁ ବୋଧହୁଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥାଇ ପାରେ ।

ତେବେ ଏହି ଅଡିଓ ରେ-କର୍ଡ଼ିଂ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ବହୁତ ଜଲଦି ଭାଇରଲ ହୋଇଛି । ଲୋକେ ଅନେକ ମଜାଦାର କମେଣ୍ଟ ଏବଂ ପ୍ରତି-କ୍ରିୟା ଦେଇଛନ୍ତି । ଖୁବ କମ ସମୟ ମଧ୍ୟରେ ଏହାର ଅନେକ ଭିଉ ଆସିବା ସହିତ ଅନେକ ଲୋକ ଏହାକୁ ଲାଇକ ଏବଂ ସେୟାର କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *