ଆଠ ଦିନ ହେଲାଣି ଧାରଣାରେ ବସିଛନ୍ତି ଦୀପିକା , ପରି-ଶ୍ରା କଲା ବେଳେ ଭିଡ଼ିଓ କରୁଛନ୍ତି ଲୋକ

ସମସ୍ତେ ଦୀପିକାଙ୍କ ବିଷୟରେ ଜାଣି ସାରିଥିବେ । ବ୍ରହ୍ମପୁରର ଝିଅ ଦୀପିକା ବିବାହ ନ କରୁଣୁ ଗର୍ଭ-ବତୀ ହୋଇ ଯାଇଥିଲେ ଆଉ ସେଥିରେ ତାଙ୍କର ଗୋଟିଏ ପିଲା ମଧ୍ୟ ହୋଇଥିଲା । ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବାର ପ୍ରତି-ଶ୍ରୁତି ଦେଇ ଆଉ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଗର୍ଭ-ବତୀ କରାଇ ଦେଇଥିଲେ ଆଉ ତାଙ୍କ ସହିତ ଅନେକ ଦିନ ଲିଭ ଇନ ରେ ମଧ୍ୟ ରହିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ଗ୍ରହଣ କରିବାକୁ ବାରଣ କରୁଛନ୍ତି ।

ଏଭଳି ପରିସ୍ଥିତିରେ ଦୀପିକା ନିଜ ଅଧିକାର ପାଇଁ ଆଠ ଦିନ ହୋଇ ଗଲାଣି ନିଜ ଶାଶୁ ଘର ଆଗରେ ଧାର-ଣାରେ ବସିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କର ଦେଖା ନାହିଁ । ପିଲା ହେବା ପରେ ଦୀପିକା ନିଜ ବାପ ଘରେ ଯାଇ ରହୁଥିଲେ କିନ୍ତୁ ହଠାତ ନିଜ ପ୍ରେମିକଙ୍କର ଅନ୍ୟ ଝିଅ ସହିତ ବିବାହ ହେବାର ଖବର ପାଇ ଦୌଡ଼ି ଆସିଥିଲେ ଆଉ ଧାରଣାରେ ବସିଥିଲେ ।

ଏହାପରେ ସମସ୍ତେ ଆସି ଦୀପିକାଙ୍କର କଥା ବୁଝିଥିଲେ ଆଉ ତାଙ୍କ ଠାରୁ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ପାଇଥିଲେ । କେବଳ ଏତିକି ନୁହେଁ ଦୀପିକାଙ୍କୁ ସାଥ ଦେବା ପାଇଁ ସମାଜସେବୀ ପ୍ରମିଳା ଦାସ ମଧ୍ୟ ଆସି ତାଙ୍କ ପାଖରେ ବସିଛନ୍ତି ଆଉ ଝିଅ ପାଇଁ ଲ-ଢ଼ି-ବାରେ ଲାଗିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଦୀପିକାଙ୍କୁ ନ୍ୟା-ୟ ମିଳି ପାରୁନାହିଁ । ଏହା ମଧ୍ୟରେ ଦୀପିକା ଅଭି-ଯୋଗ କରିଛନ୍ତି କି , ସେ କୌଣସି ପ୍ରକାରରେ ସୁର-କ୍ଷିତ ନାହାଁନ୍ତି ।

ପ-ରି-ସ୍ରା ବସିବା ବେଳେ ତାଙ୍କର ଭିଡ଼ିଓ କରାଯାଉଛି । ଅନ୍ୟପକ୍ଷରେ ତାଙ୍କ ମାଆଙ୍କ ବିରୁ-ଦ୍ଧରେ ମଧ୍ୟ ଥା-ନାରେ ଅଭି-ଯୋଗ କରାଯାଇଛି । ଏହାବ୍ୟତୀତ ତାଙ୍କ ପାଖରେ ବସୁଥିବା ପୋ-ଲିସ ମଧ୍ୟ କହୁଛନ୍ତି କି , ସେମାନେ ଦୀପିକାଙ୍କର ନୁହେଁ ବରଂ ଦିନେଶଙ୍କର ଘର ଜଗିଛନ୍ତି । ଏଭଳି ପରିସ୍ଥିତିରେ ଦୀପିକା ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି । ତଥାପି ସେ ଭା-ଙ୍ଗି ନାହାଁନ୍ତି ବୋଲି କହିଛନ୍ତି । ଦୀପିକାଙ୍କୁ କେବେ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *