ଦୀପିକାଙ୍କୁ ନ୍ୟା-ୟ ମିଳିପାରେ ଦୁଇ ଦିନ ପରେ।

ଦୀପିକାଙ୍କ ଦୁଃ-ଖର ଦିନ ସରିଯିବ କି। ଦୀପିକାଙ୍କ ମନର ମଣିଷ ମିଲିଯିବେ କି। ଦିନେଶ ଦୀପିକାଙ୍କ ହାତ ଧରି ଗୃହ ପ୍ରବେଶ କରାଇବେ କି । ଦୁହେଁ ପୁଣି ଥରେ ମିଶି ଆରମ୍ଭ କରିବେ କି ପ୍ରେମର ଆଉ ଏକ ନୂତନ ଅଧ୍ୟାୟ। ଦୀପିକା କହୁଛନ୍ତି କି ଦୁଇ ଦିନ ପରେ ତାଙ୍କୁ ହୁଏତ ନ୍ୟା-ୟ ମିଳିପାରେ। ଆଉ ତାଙ୍କର ଦୃଢ ବିଶ୍ବାସ ଅଛି ଆଇନ ତାଙ୍କୁ ସଠିକ ନ୍ୟା-ୟ ଦେବ।ଆଜି ଅନେକ ଆଶା ଆକାଂକ୍ଷା କୁ ନେଇ ଦୀପିକା ଯାଇଥିଲେ କୋର୍ଟକୁ ଭାବିଥିଲେ ବୋଧେ ହୁଏ ଆଜି ହିଁ ତାଙ୍କୁ ନ୍ୟା-ୟ ମିଳିଯିବ ହେଲେ କିନ୍ତୁ ଭଗବାନ ତାଙ୍କ ଧର୍ଯ୍ୟର ବୋଧେ ହୁଏ ପରୀକ୍ଷା ନେଉଛନ୍ତି।ସମୟ ଗଡି ଗଡି ଚାଲୁଛି ଆଉ ଦୀପିକା କୋର୍ଟରୁ ଆସି ପୁଣି ଦିନେଶଙ୍କ ବାରଣ୍ଡାରେ ଧାରଣାରେ ବସିଛନ୍ତି।

ଦୀପିକାଙ୍କ କହିବା ଅନୁଯାୟୀ ଗତକାଲି ସେ ଅନେକ କିଛି ଆଶା ନେଇ କୋର୍ଟକୁ ଯାଇଥିଲେ ହେଲେ ସେଠାରେ ଯେହେତୁ ଦିନେଶଙ୍କ ଓକିଲ ଚେଞ୍ଜ ଓ ତାଙ୍କର ପାଖରେ ଫାଇଲ ନଥିଲା ତେଣୁ ଦିନେଶଙ୍କ ପକ୍ଷ ଜଜ୍ ଙ୍କୁ ସମୟ ମାଗିଥିଲେ ଆଉ ଜଜ୍ ମଧ୍ୟ ସମୟ ଦେଇଛନ୍ତି କି ଆଉ ଦୁଇ ଦିନ ପରେ ଜଣା ପଡିବ କି କେ-ଶ କେଉଁ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଦୀପିକା କହିଛନ୍ତି କି ଆ-ଇନ ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଆଉ ଭରସା ଅଛି ତେଣୁ ମୁଁ ଆଶା କରୁଛି ପରବର୍ତ୍ତୀ ତାରିଖରେ କୋର୍ଟ ମତେ ଯାହାବି ହେଲେ ବୋଧେ ନ୍ୟା-ୟ ପ୍ରଦାନ କରିବେ। ମୋ ପାଖରେ ପ୍ରମିଳା ମା ଦୀପକ ସାର ଯେହେତୁ ଅଛନ୍ତି ମତେ ନିଶ୍ଚିତ ନ୍ୟା-ୟ ମିଳିବ। ମୁଁ ନ୍ୟା-ୟ ପାଇଁ ହିଁ ତ ଧାରଣାରେ ବସିଛି ଆଉ ଯେତେ ପର୍ଯ୍ୟନ୍ତ ମତେ ନ୍ୟା-ୟ ମିଳିନି କି ମୋ ପୁଅକୁ ନ୍ୟାୟ ମିଳିନି ସେତେ ପର୍ଯ୍ୟନ୍ତ ମୁ ଏମିତି ଧାରଣାରେ ବସିଥିବୀ।

ଯେହେତୁ ଦୀପିକା ଆଜି ଅନେକ ଆଶା ନେଇ କୋର୍ଟ କୁ ଧାଇଁ ଯାଇଥିଲେ ତେଣୁ ଆଜି ଯେତେବେଳେ କୌଣସି କାର୍ଯ୍ୟ ହୋଇନଥିଲା ଦୀପିକା ବହୁତ ମନ ଦୁଖ କରିଛନ୍ତି। କାରଣ ତାଙ୍କ ପାଇଁ ଗୋଟେ ଗୋଟେ ଦିନ ଅନେକ କ-ଷ୍ଟ ଦେଉଛି। ପୁଅକୁ ଛାଡି ଏକା ଧାରଣାରେ ବସିବା ଆଉ ଦୀପିକାଙ୍କୁ ଝୁରି ଝୁରି କୁନି ପୁଅ ମନେ ମନେ ଗୁମୁରି ଗୁମୁରି କାନ୍ଦିବା ଦୀପିକାଙ୍କୁ ଏହା ଅନେକ କ-ଷ୍ଟ ଦେଉଛି। ଏକ ମାସ ହୋଇଯିବ ଧାରଣାକୁ। ହେଲେ ଆଜିବି ମୁକ୍ତ ଆକାଶ ତଳେ କେବଳ ନ୍ୟା-ୟ ପାଇଁ ଦୀପିକା ଚାତକ ପରି ଚାହିଁଛନ୍ତି।କେଉଁ ଦିନ ଦିନେଶଙ୍କ ମନ ପରିବର୍ତ୍ତନ ହେବ କେବେ ମାନ୍ୟବର କୋର୍ଟ ନିର୍ଦେଶ ଦେବେ ସେହି ଦିନକୁ ଦୀପିକା ଚାହିଁ ରହିଛନ୍ତି।

ସେପଟେ କାଲି ଗଣ ମାଧ୍ୟମ ସମ୍ମୁଖରେ ଦୀପିକା କହିଛନ୍ତି କି ଆଜି ନହେଲା ନାହିଁ କାଲି ତ ମୁଁ ନ୍ୟା-ୟ ପାଇବି। ଯେହେତୁ ସମୟ ଗଡି ଗଡି ଚାଲୁଛି ତେଣୁ ମୁଁ ଟିକେ ଭାଙ୍ଗି ପଡୁଛି ହେଲେ ମୋ ପୁଅର ମୁହଁ ଦେଖିଦେଲେ ମୋ ପୁଅର କଥା ଭାବିଦେଲେ ମୋ ଭିତରେ ପୁଣି ସାହାସ ଆସୁଛି ଆଉ ମୋ ପୁଅକୁ ନ୍ୟା-ୟ ଦେବା ପାଇଁ ମୁଁ କେବେ ବି କୌଣସି ପରିସ୍ଥିତିରେ ବି ଏ ଘର ବାରଣ୍ଡାରୁ ଉଠିକି ଯିବି ନାହିଁ ଯେ ପର୍ଯ୍ୟନ୍ତ ମୋ ପୁଅକୁ ନ୍ୟା-ୟ ନ ମିଳିଛି। ତେବେ ଦେଖିବାକୁ ବାକି ରହିଲା କେବେ ଦୀପିକାଙ୍କୁ ନ୍ୟା-ୟ ମିଳୁଛି କେବେ ଘଟ-ଣାରେ ପୂର୍ଣ୍ଣ ଛେଦ ପଡୁଛି।

Leave a Reply

Your email address will not be published. Required fields are marked *