ସାମ୍ନାକୁ ଆସିଲେ କେ ଦୀପିକାଙ୍କ ପ୍ରେମିକ ଦିନେଶ ଗଣ ମାଧ୍ୟମରେ ଖୋଲିଲେ ମୁହଁ।

ଦିନେଶ କହିଲେ ସେ କେ ଦୀପିକାଙ୍କ ସହିତ କିଛି କରି ନାହାନ୍ତି।କୋର୍ଟ ଯାହା ଦ-ଣ୍ଡ ଦେବ ଦେଉ।ମୁଁ ଆଇ-ନକୁ ବିଶ୍ୱାସ ଏବଂ ଭରସା କରେ। ମୋର ଆ-ଇନ ଉପରେ ଦୃଢ଼ ବିଶ୍ୱାସ ଅଛି। ଆଇନ ଯାହା କହିବ ମୁଁ ସେଇଆକୁ ମାନି ନେବି। କେଶ ଚାଲୁଛି ମୁଁ ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛି।

ଦୀର୍ଘ ଦଶ ଦିନର ନୀରବତା ପରେ ଆଜି ଗଣ ମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି କେ ଦୀପିକାଙ୍କ ପ୍ରେମିକ ଦିନେଶ ଯେଉଁ ଘଟ-ଣା ଉପରେ ସାରା ଓଡିଶା ବାସୀଙ୍କ ନଜର ରହିଛି। ଯେଉଁ ଘଟଣାର ଖବର ସାରା ଓଡିଶା ବାସୀ ଜାଣିବାକୁ ଚାହୁଁଛନ୍ତି।

ଆଜି ସେହି ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ ଦୀପିକାଙ୍କ ପ୍ରେମିକ ଗଣ ମାଧ୍ୟମ ସମ୍ମୁଖକୁ ଦୀର୍ଘ ୧୦ ଦିନ ପରେ ଆସି ଏମିତି କିଛି କହିଥିଲେ। ତେବେ ଯାହା କୁହାଯାଉଛି କି ପରିସ୍ଥିତି ଉତେ-ଜନା ମୂଳକ ହେବାରୁ ଦିନେଶ ଗଣ ମାଧ୍ୟମ ସମ୍ମୁଖକୁ ଆସିଲେ ଓ ଥା-ନାରେ ମଧ୍ୟ ପହଞ୍ଚିଥିଲେ।

ତେବେ ଗଣ ମାଧ୍ୟମ ଏହି ସମୟରେ ଦିନେଶଙ୍କୁ ପ୍ରଶ୍ନ କରିଥିଲେ ତୁମେ କେ ଦୀପିକାଙ୍କ ସହିତ ଲିଭି ଇନ ରେ ରହୁଥିଲ କି ଏହି ପ୍ରଶ୍ନର ଉତ୍ତର ଦେଇ ଦିନେଶ ଗଣ ମାଧ୍ୟମକୁ କହିଥିଲେ କି ସେମିତି କିଛି ବି ନାହିଁ।

ତେବେ ଗଣ ମାଧ୍ୟମ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ କି ତୁମେ କେ ଦୀପିକାଙ୍କୁ ଗ୍ରହଣ କରିବ କି ନାହିଁ । ଏହି ପ୍ରଶ୍ନର ଉତ୍ତରରେ ଦିନେଶ କହିଥିଲେ ମୁଁ ଘଟ-ଣାକୁ ସମ୍ପୂର୍ଣ୍ଣ ରୂପେ ଆ-ଇନ ଉପରେ ଛାଡ଼ିଦେଇଛି ଆଇନ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ମାନିନେବି। ସେପଟେ କେ ଦୀପିକାଙ୍କ ସହିତ ଆଜି କିଛି ଲୋକେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ଘ-ଟଣା ସ୍ଥଳରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋ-ଲିସ ଉଭୟ ପକ୍ଷଙ୍କୁ ବୁଝା ସୁଝା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ଏହି ଘଟ-ଣାର ଶେଷ କେବେ ହେଉଛି।

ଦୀପିକାଙ୍କୁ ନ୍ୟା-ୟ କେବେ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର। ସେପଟେ ତପସ୍ୱିନୀ ଙ୍କ ଲଢେ-ଇରେ ସାରଥୀ ସାଜିଥିବା ସମାଜସେବୀ ପ୍ରମିଳା ଦୀପିକାଙ୍କ ଏହି ଲଢେ-ଇରେ ମଧ୍ୟ ସାମିଲ ହୋଇଛନ୍ତି। ସେବେ ତପସ୍ୱିନୀଙ୍କୁ ଝିଅ ବୋଲି କହି ମା ହିସାବରେ ନ୍ୟା-ୟ ଦେବାକୁ ଧାଇଁ ଆସିଥିବା ପ୍ରମିଳା କହିଥିବା ବେଳେ ଏଥର ସେହି ସମାନ କଥା କହିଛନ୍ତି କି ଝିଅ କେ ଦୀପିକାଙ୍କୁ ନ୍ୟା-ୟ ଦେବା ପାଇଁ ସେ ଏହି ଲଢେ-ଇରେ ସାମିଲ ହୋଇଛନ୍ତି। ଏବେ କେବଳ ସମୟକୁ ଅପେକ୍ଷା କେବେ ଦୀପିକାଙ୍କୁ ନ୍ୟା-ୟ ମିଳୁଛି ନା ଘଟ-ଣା ଅନ୍ୟ କିଛି ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *