ଦେହ ସୁଖ ନେଲା ପରେ ଟଙ୍କା ନଦେଇ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟିିଲେ…

ବିଚ୍ ରାସ୍ତାରେ ଜଣେ ଯୁବକ ଦୁଇ ଜଣ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ ମାରୁଥିବା ଦେଖିବାକୁ ମିଳିଛି । ଜାଗା ମାନୁ ନାହାନ୍ତି ଯେଉଁଠିକୁ ଦେଖୁଛନ୍ତି ସେଠାକୁ ମାଡ ମାରୁଛନ୍ତି । ଦେଖଣା ହାରି ଏକ ଦମ୍ ଚକିତ ହୋଇ ଯାଇଛନ୍ତି କାହିଁକି ଯୁବକ ଜଣଙ୍କ ମାଡ ମାରୁଛନ୍ତି ତାହା କେହି ମଧ୍ୟ ବୁଝି ପାରୁ ନାହାଁନ୍ତି । ହଁ ଆଜ୍ଞା ଯୁବକ ଜଣଙ୍କ ଯୁବତୀଙ୍କ ପାଖରୁ ପ୍ରଥମେ ଦେହ ସୁଖ ନେଇଗଲେ ଆଉ ତା ପରେ ରାସ୍ତା ମଝିରେ ମାଡ ମାରି ଚାଲିଲେ । ଆଉ ଏହା ଦେଖି ସମସ୍ତେ ଚକିିତ୍ ବି ହୋଇଗଲେ । ଯୁବକ ମାଡ ମାରୁଥିବା ବେଳେ ଯୁବତୀ ଦୁଇ ଜଣ ଯୁବକଙ୍କ କବଳରୁ ନିଜକୁ ବଞ୍ଚାଇବାକୁ ଯାଇ ହାତରେ ଦୁଇଟି ଇଟା ଧରି ଯୁବକଙ୍କୁ ଭୟଭୀତ କରୁଛନ୍ତି ।

ପ୍ରଥମେ ଦୁଇ ଜଣ ଯୁବତୀଙ୍କ ସହ ଯୁବକ ଯାଇ ଦେହ ସୁଖ ନେଲେ ଏହା ପରେ ଟଙ୍କା ଭାଗ ବଣ୍ଟା ଆରମ୍ଭ ହୋଇଗଲା । ଆଉ ଏହା ପରେ ଯୁବତୀ ଯୁବକଙ୍କ ଭିତରେ ଯେତେବେଳେ ଟଙ୍କା ଭାଗ ବଣ୍ଟା ଛିଡ଼ିଲା ନାହିଁ ସେତେବେଳେ ଯୁବକ ଜଣଙ୍କ ରାଗିକି ଆରମ୍ଭ କରିଦେଲେ ଗୁଣ୍ଡା ରାଜ୍ । ଯାହାକୁ ଦେଖି ଯୁବତୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ରାସ୍ତା ଉପରେ ମାଡ ଦେଖି ଯାତାୟାତ କରୁଥିବା ଲୋକେ ବି କିଛି ବୁଝି ପାରିଲେ ନାହିଁ । ରାଗରେ ଯୁବକ ଜଣଙ୍କ ମାଡ ସାଙ୍ଗକୁ ଅସଭ୍ୟ ଭାଷାରେ ମଧ୍ୟ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଲା ।

ଯାହାକୁ ଦେଖି ସମସ୍ତେ ବେଶ୍ ଚକିତ ହୋଇଯାଇଥିଲେ । ହେଲେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିବା ପରେ ଲୋକେ ଜାଣିବାକୁ ପାଇଥିଲେ ଯେ ଏହି ଦୁଇ ଜଣ ଯୁବତୀଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ବେଳେ ଅନ୍ୟ ଜଣେ କିନ୍ନର ଥିଲେ । ହେଲେ ଦୁଃଖର କଥା ଏହି ଦୁଇ ଜଣ ଯୁବତୀ ମିଶି ଜଣେ ଯୁବକଙ୍କ ସହ ଝଗଡା କରୁଥିଲେ । କାରଣ ଯୁବକ ତାଙ୍କ ପାଖରୁ ଦେହ ସୁଖ ନେଇ ସାରିବା ପରେ ଯୁବତୀ ଓ ଯୁବକଙ୍କ ଭିତରେ ଟଙ୍କା ଭାଗ ବଣ୍ଟା ଆରମ୍ଭ ହୋଇଥିଲା । ଆଉ ଯେତେବେଳେ ଟଙ୍କା ଭାଗ ବଣ୍ଟା ଛିଡି ନଥିଲା ସେତେବେଳେ ଯୁବତୀ ରାଗିକି ଯୁବକଙ୍କୁ ପାଟି କରିଥିଲେ ।

ଆଉ ଏହା ପରେ ଯୁବକଙ୍କ ରାଗ ମୁଣ୍ଡ ଉପରକୁ ଚଢିଥିଲା । ଆଉ ପରେ ଯୁବକ ସ୍ଥାନ କାଳ ପାତ୍ର ନଦେଖି ମାଡ ମାରି ଚାଲିଥିଲେ । ଦୁଇ ଜଣ ଯୁବକଙ୍କୁ ଜଣେ ଯୁବକ ଥିବା ବେଳେ । ଯୁବକ ଜଣଙ୍କ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଯୁବତୀ ମାନଙ୍କୁ ମାଡ ମାରି ଚାଲିଥିଲେ । ଏହା ପରେ ଲୋକେ ମାଡ ଗୋଳର କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ଆଉ ପରେ ଜାଣିବାକୁ ପାଇଥିଲେ ଯେ ଯୁବକ ଜଣଙ୍କ ଦେହ ସୁଖ ନେବା ପରେ ଓ ଯୁବତୀ ଦୁଇ ଜଣ ଯୁବକଙ୍କୁ ଦେହ ସୁଖ ଦେବା ପରେ ଟଙ୍କା ପାଇଁ ରାସ୍ତା ଉପରେ ଚାଲିଥିଲା ମହାଭାରତ ।

Leave a Reply

Your email address will not be published. Required fields are marked *