ଶାରୀ-ରିକ ସ-ମ୍ପର୍କ ସାଜିଲା କା-ଳ , ସମ୍ପ-ର୍କ ରଖିବାକୁ ମନା କରିଦେବାରୁ ଯୁବତୀଙ୍କୁ କଲେ ହ-ତ୍ୟା

ଏପରି କଥା ଆପଣ ପ୍ରାୟତଃ କେବେ ଶୁଣି ନଥିବେ । କଥାଟି ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।  ଶାରୀ-ରିକ ସ-ମ୍ପର୍କ ପାଇଁ ଚାଲିଗଲା ଜଣେ ନି-ରୀହ ଯୁବତିଙ୍କ ଜୀବନ । ଗୋଟିଏ କଥା ପାଇଁ ଆଜି ସେ ଚାଲିଗଲେ ଆରପାରିକୁ । ତେବେ ତାଙ୍କୁ ହ-ତ୍ୟା କରିବା ପଛରେ ରହିଛି ଜଣେ ପ୍ରଭାବଶାଳୀ ନେତାଙ୍କର ପୁଅର ହାତ ।

ତେବେ ଏପରି ଏକ ଘ-ଟଣା ଆସିଛି ଉତ୍ତରାଖଣ୍ଡ ପଉଡି ଗଡୱାଲ ଜିଲ୍ଲାର ଜମକେଶ୍ୱର ଅଞ୍ଚଳରୁ । କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି , ଜଣେ ରିସେପସୋନିଷ୍ଟଙ୍କୁ ହ-ତ୍ୟା କରାଯାଇଛି ଆଉ ତାଙ୍କ ନାମ ଅଙ୍କିତା ଅଟେ । ତେବେ ସେତେବେଳେ ହ-ତ୍ୟା ପଛରେ କାହାର ହାତ ଅଛି ଜଣା ପଡ଼ିନଥିଲା । ଏବେ ଧୀରେ ଧୀରେ ଘଟ-ଣାର ସତ୍ୟତା ସାମ୍ନାକୁ ଆସିବାରେ ଲାଗିଛି ।

ସୂଚନା ଅନୁଯାୟୀ , ବିଜେପି ନେତା ବିନୋଦ ଆର୍ଯ୍ୟଙ୍କର ପୁଅ ପୁଲକିତ ଆର୍ଯ୍ୟଙ୍କର ରିସୋର୍ଟରେ କାମ କରୁଥିଲେ ଅଙ୍କିତା ନାମକ ଜଣେ ୧୯ ବର୍ଷୀୟ ଝିଅ । ତେବେ ସେଦିନ ରାତିରେ ପୁଲକିତ ଏବଂ ତାଙ୍କ ସାଥି ମାନେ ମଦ ପିଇ ଆସିଥିଲେ ଆଉ ମଜା ଉଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସବୁକିଛି ଓଲଟା ହୋଇ ଯାଇଥିଲା । ଗ୍ରାହକ ମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବାକୁ ଚାହିଁଥିଲେ ପୁଲକିତ ।

କିନ୍ତୁ ଏହି କଥାକୁ ବାରଣ କରିଥିଲେ ଅଙ୍କିତା । ଆଉ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋରଦାର ପା-ଟି ତୁ-ଣ୍ଡ ହୋଇଥିଲା । ଆଉ ଯାହା ପରେ କଥା ଆଗକୁ ବଢିଥିଲା ଆଉ ଅଙ୍କିତା ପୁଲକିତଙ୍କର ଫୋନ୍ ମଧ୍ୟ ଫୋ-ପାଡ଼ି ଦେଇଥିଲେ । ତେବେ ଏହା ପରେ ଉତ୍ତ୍ୟକ୍ତ ହୋଇ ପୁଲକିତ ଏବଂ ତାଙ୍କ ସାଥି ମାନେ ଅଙ୍କିତାଙ୍କୁ ନଦୀକୁ ଠେଲି ଦେଇ ହ-ତ୍ୟା କରିଥିଲେ । ତେବେ ବର୍ତ୍ତମାନ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କୁ ପଦରୁ ହଟାଇବା ପାଇଁ ବି-ରୋ-ଧୀ ଦଳ ଧାରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *