ଦୁଃ-ଖ ଆସି ଯ-ନ୍ତ୍ରଣା ଦେଲା , ଭାସୁଛନ୍ତି ପରିବାର , ବାପାଙ୍କୁ କର୍କଟ ହୋଇଥିବା ବେଳେ ୮ ମାସର ପୁଅକୁ ବି ରୋଗ

ଭଗବାନ କେତେବେଳେ କାହା ଉପରେ ନିଷ୍ଠୁର ହୋଇ ଯାଆନ୍ତି ସେ କଥା କେହି ଜାଣନ୍ତି ନାହିଁ । ଆଉ ତାକୁ କ-ଷ୍ଟ ଉପରେ କ-ଷ୍ଟ ଦେଇ ଚାଲନ୍ତି । ତେବେ ସେହି କ-ଷ୍ଟର ସୀମା ବି ପାର୍ ହୋଇଯାଏ । ତଥାପି ମଣିଷ ଜୀବନରୁ ଦୁଃ-ଖ ଯାଏ ନାହିଁ । ତେବେ ଏପରି ଏକ ଦୁଃ-ଖ କେବେ ବି ଏହି ବ୍ୟକ୍ତିଙ୍କ ଜୀବନରେ ଆସିବ ସେ କଦାପି ଭାବି ନଥିଲେ । ସାମ୍ନାକୁ ଆସିଛି ଏପରି କିଛି ଦୁଃ-ଖମୟ ଘ-ଟଣା , ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ବି ଆସିଯିବ ଲୁ-ହ ।

ଜଗନ୍ନାଥ ପ୍ରସାଦ ଅଞ୍ଚଳର କୁମୁଡ଼ା ଗାଆଁର ପ୍ରମୋଦ ପ୍ରଧାନଙ୍କ ଜୀବନରେ ମଧ୍ୟ ଏମିତି କିଛି ଦୁଃ-ଖ ଆସିଛି । ଯାହାକୁ ଅନ୍ୟ ଆଗରେ କହିବା ଛଡ଼ା ଆଉ କିଛି ଉପାୟ ନାହିଁ । ପରିବାର କହିଲେ ପ୍ରମୋଦ ଆଉ ତାଙ୍କ ପତ୍ନୀ ଆଉ ୮ ମାସର ପୁଅ । ବିବାହର ଦୁଇ ବର୍ଷ ମାତ୍ର ହୋଇଛି । ଚାଷ ବାସ କରି ପ୍ରମୋଦ ନିଜ ପରିବାରକୁ ଚଳାଉ ଥିଲେ । ଆଉ ସେଥିରେ ବି ଉଭୟ ସ୍ଵାମୀ ସ୍ତ୍ରୀ ଖୁସିରେ ରହୁଥିଲେ । ତେବେ ସେମାନଙ୍କ ଜୀବନରେ ଏପରି ଝଡ ଆସିବ ବୋଲି କିଏ ଜାଣି ଥିଲା ।

ତେବେ କିଛି ମାସ ପୂର୍ବରୁ ପ୍ରମୋଦଙ୍କ ପେଟରେ ଯ-ନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରା ଯାଇଥିଲା ଆଉ ତାପରେ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରୁ ରି-ପୋର୍ଟ ଆସିବା ପରେ ଜଣା ପଡ଼ିଥିଲା କି , ତାଙ୍କ ପେଟରେ କର୍କଟ ହୋଇଛି । ତେବେ ତାଙ୍କୁ ଆହୁରି କେମୋ ନେବାର ଆବଶ୍ୟକତା ରହିଛି । ତେବେ ଚିକିତ୍ସା ପାଇଁ ସବୁ ଟଙ୍କା ସରିଗଲା ପରେ ଆଉ କେମୋ ନେବା ପାଇଁ ପାଖରେ ନାହିଁ ଟଙ୍କା ।

ଅନ୍ୟ ପକ୍ଷରେ ଆଠ ମାସ ତଳେ ଘରକୁ ଆସିଥିବା ପୁଅର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଯାଇଛି । ତାର ପରି-ସ୍ରା ନାଳରେ ସମସ୍ୟା ରହିଛି । ତେଣୁ ବାପା ମା ପୁରାପୁରି ଭା-ଙ୍ଗି ପଡିଛନ୍ତି । ନିଜର ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବା ବେଳେ ଏବେ ପୁଅର ଏପରି ସମସ୍ୟା ସମୟରେ ତାଙ୍କୁ ସାହାଯ୍ୟ କରିବ କିଏ । ଛୋଟ ପୁଅଟିର ଯେପରି କିଛି ନ ହୁଏ , ସେଥିପାଇଁ ବାପା ମାଆ ଭଗବାନଙ୍କୁ ଡାକୁଛନ୍ତି । ଆଉ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *