ପ୍ରେମିକାକୁ କ୍ଷତିପୂରଣ ମାଗିଲେ ପ୍ରେମିକ:- ପ୍ରେମରେ ଧୋ-କା ଖାଇବା ପରେ ପ୍ରେମିକା ନାଁରେ ଥା-ନାରେ ଅଭି-ଯୋଗ ଆଣିଲେ ପ୍ରେମିକ

ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେ-ବଦା-ସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ। କିନ୍ତୁ ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପ-ର୍କ ରଖିବା। ସେମାନେ ଜାଣି ପାରନ୍ତି ନାହିଁ ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ ନ-ଷ୍ଟ ହୁଏ ବୋଲି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କ-ଷ୍ଟକ-ର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଯାହାକି ପ୍ରେମ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ପ୍ରେମିକା ଅବା ପ୍ରେମିକର ମନ ଯଦି ଅନ୍ୟ ପୁରୁଷ ଅବା ମହିଳା ଆଡକୁ ଟାଣି ହୋଇଯାଏ ତେବେ ପ୍ରେମରେ ଫାଟ ପଡିଥାଏ। ଏହିଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଛି। ପ୍ରେମରେ ଅଜସ୍ର ଟଙ୍କା ଖର୍ଚ୍ଚ କରିବା ପରେ ବିବାହ ସମୟରେ ମୁଁହ ମୋଡି ଚାଲି ଯାଇଛନ୍ତି ପ୍ରେମିକା।

ତେବେ ଏହି ଘଟ-ଣାଟି ଯାଜପୁର ଟାଉନ ଥା-ନା ଅନ୍ତର୍ଗତ ରାହାସୋଇ ଗ୍ରାମରେ ଘ-ଟିଛି। ରାହାସୋଇ ଗ୍ରାମର ସମୀର ନାମକ ଯୁବକ ୬ ବର୍ଷ ହେବ ଏକ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ। ବର୍ତ୍ତମାନ ଯୁବତୀ ଜଣକ ଯୁବକଙ୍କ ପ୍ରେମରେ ବି-ଶ୍ୱା-ସ ଘା-ତକ କରି ଛାଡି ଚାଲି ଯାଇଛନ୍ତି। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଯୁବକ। କାରଣ ସେ ନିଜ ପ୍ରେମିକାକୁ ଜୀବନ ସାଥି ବୋଲି ବାଛି ନେଇ ଥିଲେ। ସେ ତାଙ୍କର ସମସ୍ତ ଇଚ୍ଛା ପୂରଣ ମଧ୍ୟ କରିଛନ୍ତି। କିନ୍ତୁ ଯୁବତୀ ଜଣକ ଯୁବକଙ୍କୁ ଧୋ-କା ଦେଇଛନ୍ତି।

ସମୀର ନିଜ ପ୍ରେମିକାଙ୍କୁ ପ୍ରଥମେ ଫେସବୁକରେ ଦେଖା ହୋଇଥିଲା। ଦୁହିଙ୍କ ଭିତରେ ପ୍ରଥମେ ବନ୍ଧୁତା ହୋଇଥିଲା ଓ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲେ। ଘଣ୍ଟା ଘଣ୍ଟା ଧରି ଦୁହେଁ ଚର୍ଟିଂ କରି କଥା ହେଉଥିଲେ। ତେବେ ତାଙ୍କର ଏହି ପ୍ରେମର ସଂପର୍କ ୬ ବର୍ଷର ହୋଇ ଯାଇଥିଲା। ଯୁବତୀ ଜଣକ ୬ ବର୍ଷର ଭଲ ପାଇବାକୁ ପାଦରେ ଏଡେଇ ଦେଇ ଚାଲି ଯାଇଛନ୍ତି। ଯାହାକୁ ସହଜରେ ପ୍ରେମିକ ଜଣକ ଗ୍ରହଣ କରି ପାରି ନାହାନ୍ତି। ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଯୁବତୀ ତଙ୍କୁ ଧୋ-କା ଦେଇଛି।

ତେବେ ପ୍ରେମରେ ଧୋ-କା ଖାଇବା ପରେ ନ୍ୟାୟ ପାଇବା ଆଶାରେ ଥା-ନରେ ଯାଇ ପହଁଞ୍ଚି ଥିଲେ। ନିଜର କ୍ଷତିପୂରଣ ମାଗିଛନ୍ତି ଯୁବକ ସମୀର। ସେ ପୋ-ଲି-ସ ଆଗରେ କହିଛନ୍ତି କି, ଯେମିତି ପ୍ରେମରେ ଆ-ଘା-ତ ପାଇଲେ ଯୁବତୀ ମାନଙ୍କୁ ସବୁ ପ୍ରକାର ନ୍ୟା-ୟ ମିଳୁଛି ସେମିତି ମୋତେ ବି ନ୍ୟା-ୟ ଦରକାର। ତେବେ ଏହି ଆଶାରେ ସେ ଥା-ନାରେ ନିଜ ନିଜ ପ୍ରେମିକା ନାମରେ ଅଭି-ଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *