ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ନନ୍ଦିନୀଙ୍କ ଭିଣେଇ , ଥରେ ଶୁଣି ଦିଅନ୍ତୁ

ସାରା ରାଜଧାନୀରେ ଚଞ୍ଚଳ ସୃଷ୍ଟି କରିଥିବା ନନ୍ଦିନୀ କଥା ଆପଣଙ୍କ କାନରେ ମଧ୍ୟ ପଡି ସାରିଥିବ । କିପରି ଜଣେ ବୋହୁ ବାହାଘର ପର ଦିନ ନିଜ ଶାଶୁ ଘରୁ ପଳାଇ ଯାଇଥିଲେ ଆଉ କିପରି ନିଜ ସ୍ୱାମୀଙ୍କ ଉପରକୁ ହାତ ଉଠାଇଥିଲେ । ତେବେ ଏହି କଥା ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ ପ୍ରକୃତ ଦୋ-ଷୀ ମଧ୍ୟ କିଏ ସେ ବିଷୟରେ ଜଣା ପଡ଼ିନାହିଁ । ସମସ୍ତଙ୍କ ମୁହଁରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଆଉ ପ୍ରାୟତଃ ସମସ୍ତେ ନନ୍ଦିନୀଙ୍କୁ ଦୋ-ଷ ଦେବାରେ ଲାଗିଛି । ସମସ୍ତେ ତାଙ୍କୁ ଚୋ-ର-ଣୀ ବୋହୁ ଆଉ କେତେ କଣ ନାମରେ ଡାକିବାରେ ଲାଗିଛନ୍ତି ।

ଅନ୍ୟପକ୍ଷରେ ନନ୍ଦିନୀଙ୍କ ମା-ମ-ଲାରେ ସବୁବେଳେ ତାଙ୍କ ଭିଣେଇଙ୍କ ନାମ ଉଠିଥିଲା ଆଉ ତାଙ୍କୁ ଦୋ-ଷୀ ସାବ୍ୟସ୍ତ କରା ଯାଇଥିଲା । କିନ୍ତୁ ପୂର୍ବରୁ ଗଣମାଧ୍ୟମ ସାମ୍ନାକୁ ଆସି ନନ୍ଦିନୀ କହିଥିଲେ କି ତାଙ୍କ ବଡ଼ ଭଉଣୀ ବାହା ହୋଇ ନାହାଁନ୍ତି , ଆଉ ତାଙ୍କର କୌଣସି ଭିଣେଇ ନାହାଁନ୍ତି । ବର୍ତ୍ତମାନ ସେହି ଭିଣେଇ ନାମରେ ପରିଚିତ ବ୍ୟକ୍ତି ଜଣକ ଗଣମାଧ୍ୟମ ଆଗରେ ନିଜ ବ-ୟା-ନ ଦେଇଛନ୍ତି ଆଉ କହିଛନ୍ତି କି ନନ୍ଦିନୀଙ୍କ ଭିଣେଇ ସେ ନୁହଁନ୍ତି । ସେ କେବଳ ତାଙ୍କ ବଡ଼ ଭଉଣୀଙ୍କ ଜଣେ ନିକଟତର ବନ୍ଧୁ । ଆଉ ତାଙ୍କ ଘରର ସମସ୍ତ କାମରେ ସେ ତାଙ୍କୁ ସାହାଯ୍ୟ କରିଥାନ୍ତି । ତେବେ ମି-ଛରେ ତାଙ୍କ ଉପରେ ଦୋ-ଷ ଲଗାଯାଉଛି ।

ତେବେ ଘର ଛାଡ଼ି ଯିବା ପ୍ରସ-ଙ୍ଗରେ ସେ କହିଛନ୍ତି , ବିବାହ ଦିନ ଯେତେବେଳେ ନନ୍ଦିନୀଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ରଖିବା ପାଇଁ ତାଙ୍କ ସ୍ୱାମୀ ବଳରାମ ବାଧ୍ୟ କରିଥିଲେ ସେ ତାଙ୍କୁ ମନା କରିଥିଲେ ଆଉ କହିଥିଲେ କି ତାଙ୍କୁ ମାତ୍ର ୧୭ ବର୍ଷ ଅଟେ । ତେଣୁ ଏତେ ଛୋଟ ବୟସରୁ ସେ ଏଭଳି କରିବେ ନାହିଁ । ତେଣୁ ବଳରାମ ତାଙ୍କୁ ମା-ଡ଼ ମା-ରିଥି-ଲେ ଆଉ ଯୌ-ତୁ-କ କଥା ମଧ୍ୟ କହିଥିଲେ । କହିଥିଲେ କି କଣ ପାଇଁ ସେ ଯୌ-ତୁ-କ ଆଣି ନାହାଁନ୍ତି । ତେବେ ଏହି କଥାରେ ସେ କହିଛନ୍ତି କି , ହଠାତ ବିବାହ ହୋଇଥିଲା ଆଉ ବିବାହ ହେବା ପାଇଁ କୌଣସି ଧାର୍ଯ୍ୟ ହୋଇ ନଥିଲା ।

ତେଣୁ ହଠାତ ବିବାହ ହେବାରୁ ସେମାନେ କୌଣସି ଯୌ-ତୁ-କ ଦେଇ ପାରିନଥିଲେ ଆଉ ତାଙ୍କୁ ଯୌ-ତୁ-କ ନି-ର୍ଯ୍ୟାତ-ନା ଦେଇଥିଲେ । ସେଥିପାଇଁ ତାପର ଦିନ ନନ୍ଦିନୀ ଘର ଛାଡ଼ି ଚାଲି ଯାଇଥିଲେ ଆଉ ଲିଙ୍ଗରାଜ ମନ୍ଦିର ନିକଟରେ ନନ୍ଦିନୀ ଏବଂ ତାଙ୍କ ସ୍ୱାମୀଙ୍କର ଝ-ଗ-ଡା ହୋଇଥିଲା । ସେହି ସମୟରେ ନନ୍ଦିନୀଙ୍କ ବଡ଼ ଭଉଣୀଙ୍କର କହିବା ହେତୁ ସେ ଯାଇ ପହଞ୍ଚିଥିଲେ । ଏହାଛଡା ଆଉ କୌଣସି କଥା ନାହିଁ । ତେବେ ସେ ଏହା ପରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ଭଲ ଭାବରେ ତ-ଦ-ନ୍ତ କରାଯାଉ । ଆଉ ପ୍ରକୃତ ଦୋ-ଷୀ ଦ-ଣ୍ଡ ପାଉ । ତାଙ୍କୁ ମିଛରେ ଏ କଥା ନ ଫସାଯାଉ ।

Leave a Reply

Your email address will not be published. Required fields are marked *