ଥକି ଯାଇ ଦୀପିକା ଏମିତି କହିଲେ ଯାହା ଶୁଣିଲେ ଆପଣ କା-ନ୍ଦି ପକାଇବେ।

ଦିନେଶ ମୁଁ ଗୋଟେ ଝିଅ। ମୋର ବି ଅନ୍ୟ ଝିଅ ମାନଙ୍କ ପରି କିଛି ସ୍ୱପ୍ନ ଥିଲା । ମୁଁ ବି ଅନେକ ସ୍ୱପ୍ନ ଦେଖିଥିଲି। ସବୁ ଝିଅ ଯେମିତି ତାଙ୍କ ବିବାହ ତାଙ୍କ ନୂଆ ନୂଆ ଶାଶୂଘରକୁ ନେଇ ସ୍ୱପ୍ନ ଦେଖିଥାନ୍ତି ଠିକ ସେମିତି ମୋର ବି କିଛି ସ୍ୱପ୍ନ ଥିଲା। ହେଲେ ଜାଣିଛ ଦିନେଶ ସ୍ୱପ୍ନତ ପୂରଣ ହେବା ଦୂରର କଥା ଏବେ ମୋ ସାହା ଯାହା ବିତୁଛି ମୁଁ ଜୀବନରେ କେବେ ହେଲେ ଏମିତି କଳ୍ପନା କରିନଥିଲି।

ମୁଁ ଆଉ ପାରୁନି କ-ଷ୍ଟ ମତେ ବି ହେଉଛି ଆଉ କେତେ ଦିନ ତୁମେ ଏମିତି ଲୁ-ଚ କାଳି ଖେଳ ଖେଳିବ। ଦିନ ପରେ ଦିନ ବିତି ବିତି ମୁଁ ଆଜି ଏକ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଧାରଣାରେ ବସି ରହିଛି। ନା ମତେ ନ୍ୟା-ୟ ମିଳୁଛି ନା ହିଁ ତୁମେ ମତେ ସ୍ତ୍ରୀ ଓ ମୋ ପିଲାକୁ ନିଜ ପୁଅ ଭାବରେ ଗ୍ରହଣ କରୁଛ। ମୁଁ ଆଉ ପାରୁନି କେତେ ସହିବି ଏକା ଏକା। ମୁଁ ତୁମ ଆଗରେ ବସିରହିଥିବା ବେଳେ ତୁମେ କେଉଁଠି ଲୁ-ଚି ରହିଲ। ତୁମ ପରିବାର ଲୋକେ ଘରେ ତାଲା ପକାଇ କେଉଁ ଆଡେ ଚାଲିଗଲେ। ହେଲେ ସେମିତି ଖରା ବର୍ଷା ଶୀତ କାକରରେ ମୁଁ ବସିରହିଛି।

ଦୀପିକା ଆଜି ଅଭିମାନ ଆଉ ଲୁହ କୋହ ମିଶା କଣ୍ଠରେ ଗଣ ମାଧ୍ୟମରେ କହିଛନ୍ତି କି ସେ ଆଉ ଦିନେଶଙ୍କୁ ବାଧ୍ୟ କରିବେ ନାହିଁ। ସେ ଆଉ ଦିନେଶଙ୍କୁ ବାଧ୍ୟ କରିବେ ନାହିଁ କି ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ। ହେଲେ ଦୀପିକା କହିଛନ୍ତି ମନେ ରଖ ଦିନେଶ ତୁମେ ହୁଏତ ମତେ ସ୍ତ୍ରୀ ଭାବରେ ଗ୍ରହଣ କରିନପାର କିନ୍ତୁ ମୁଁ କହୁଛି ତୁମ ର-କ୍ତରୁ ଜନ୍ମ ନେଇଥିବା ଆମ ପୁଅକୁ ବାପାର ପରିଚୟ ଦିଅ। ଭୁଲ ଆମେ ଦୁହେଁ କଲେ କାହିଁକି ସେ ନିରିହ ନି-ଷ୍ପାପ ଶିଶୁ ଆମ ଦୁହିଁଙ୍କ ପାଇଁ କଷ୍ଟ ପାଇବ।

ତାର ଭୁଲ କଣ କାହିଁକି ସେ ଆମ ଦୁଇ ଜଣଙ୍କ ଭୁଲ ପାଇଁ ଶାସ୍ତି ପାଇବ। ଶୁଣ ଦିନେଶ ସେ ତୁମ ପୁଅ ତୁମ ରକ୍ତରୁ ସେ ଜନ୍ମ ନେଇଛି ଆଉ ପୁଅ ଅବିକଳ ତୁମ ପରି ହିଁ ଦିଶୁଛି। ତେଣୁ ତୁମେ ପୁଅକୁ ବାପାର ପରିଚୟ ଦିଅ। ମୋ ସହ ଯାହା କଲ ପୁଅ ସହ କରନି। ତାର ଆଗକୁ ଏକ ଲମ୍ବା ଭବିଷ୍ୟତ ପଡିଛି ସେ ଦୁନିଆରେ ମୁଣ୍ଡ ଟେକି ବାଟ ଚାଲୁ ଏ କଥା ମୁଁ ଚାହୁଁଛି। ଦିନେଶ ତୁମେ ତୁମ ପୁଅକୁ ବାପାର ପରିଚୟ ଦିଅ କହି ନରମ କଣ୍ଠରେ ଗଣ ମାଧ୍ୟମରେ ପ୍ରତି-କ୍ରିୟା ରଖିଛନ୍ତି ଦୀପିକା।

ଯେଉଁ ଦୀପିକା ଦିନେ ଜିଦ କରୁଥିଲେ କହୁଥିଲେ ଦିନେଶ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ ନକଲେ ସେ ଦିନେଶଙ୍କ ଦା-ଣ୍ଡ ଦୁଆର ଛାଡି କେଉଁ ଆଡେ ଯିବେ ନାହିଁ ବୋଲି ଆଜି ସେହି ଦୀପିକା କ-ଷ୍ଟ ଆଉ ସହି ନପାରି ଗଣମାଧ୍ୟମରେ ଏପରି କହିଛନ୍ତି। ହୁଏତ ଦୀପିକା ଏ କଥା ଅଭିମାନରେ କହି ପାରିଥାନ୍ତି। ମାତ୍ର ଯେଉଁ ଦୀପିକା ଦୀର୍ଘ ଏକ ମାସ ଧରି ଲ-ଢେଇ ଜାରି ରଖିଥିଲେ ସେହି ଦୀପିକା ଆଜି ଏପରି କାହିଁକି କହିଲେ ତାକୁ ନେଇ ଚର୍ଚ୍ଚା ଲାଗିଛି। କିଏ କହୁଛନ୍ତି ଏକା ଏକା ଦୀପିକା ଆଉ କେତେ ସହିଥାନ୍ତେ ତେଣୁ ଦୀପିକା ଅଭିମାନରେ ଏପରି କହିଛନ୍ତି।

ହେଲେ ସେପଟେ ଦୀପିକାଙ୍କ ଧାରଣାକୁ ଏହାରି ଭିତରେ ଅନେକ ଦିନ ବିତିଗଲାଣି। ଦୀପିକା ଅନେକ ଚେଷ୍ଟା ମଧ୍ୟ କରି ସାରିଲେଣି। କେବେ ଦୀପ ଜା-ଳୁଛନ୍ତି କେବେ ଦିନେଶଙ୍କ ଘର ଆଗରେ ଗଣେଶ ପୂଜା କରି ପ୍ରଭୁ ଶ୍ରୀ ଗଣେଶଙ୍କୁ ଗୁହାରି କରୁଛନ୍ତି କି ଦିନେଶଙ୍କ ପରିବାରକୁ ସଦବୁଦ୍ଧି ଦେବାକୁ ହେଲେ ସବୁ ଚେଷ୍ଟା ଦୀପିକାଙ୍କର ସଫଳ ହେଉଛି କି ବି-ଫଳ ହେଉଛି ତାହା ତ ଦୀପିକା ହିଁ କହିପାରିବେ। ମାତ୍ର ଏବେ କେବଳ ଦେଖିବାକୁ ବାକି ରହିଲା ଘଟ-ଣାର ଶେଷ କେବେ ହେଉଛି ଓ ଦୀପିକାଙ୍କୁ ନ୍ୟା-ୟ କେବେ ମିଳୁଛି।

Leave a Reply

Your email address will not be published. Required fields are marked *