ଚୋ-ରଙ୍କ ମୁଣ୍ଡଙ୍କୁ ମାନିବାକୁ ପଡିବ…. ମ୍ୟାଡାମଙ୍କୁ ଚକମା ଦେଇ ଲୁ-ଟି ନେଲେ ଚୋ-ର।

ଦର୍ଶକ ବନ୍ଧୁ ଆପଣ ଅନେକ ଚୋ-ରି ଦେଖିଥିବେ।ଯିଏ ଚୋ-ରି କରିବାକୁ ଯାଏ ସେ ଅନେକ ଉପାୟ ଚିନ୍ତା କରିଯାଇଥାଏ। ଯେପରି ସେ କିପରି ଲୁ-ଟିବ। କିପରି ମାଲିକଙ୍କୁ ଚ-କମା ଦେବ। ଦେବେ ବର୍ତ୍ତମାନ ସମୟରେ ଚୋ-ରଙ୍କ ପାଦୁ-ର୍ଭାଵ ବଢି ଚାଲିଥିବା ବେଳେ ଆପଣଙ୍କ ଆଖ ପାଖରେ ମଧ୍ୟ ଚୋ-ରଙ୍କ ସଂଖ୍ୟା କମ ନୁହଁନ୍ତି ତେଣୁ ସତ-ର୍କ ରୁହନ୍ତୁ ନଚେତ ଆପଣବି ହୋଇ ପାରନ୍ତି ଚୋ-ରିର ଶି-କାର। ଆମେ ଆଜି କଟକ ଚୌଦାରରେ ଏକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ ଆଉ କହିବେ ଏମିତିବି କଣ ଚୋ-ରି ହୋଇପାରେ।

ହଁ ଆଜ୍ଞା ମୋବାଇଲ ଦୋକାନରେ ଥିଲେ ଜଣେ ମାତ୍ର ସେଲସ ମ୍ୟାନ। ଦୁଇ ଜଣ ଚୋର ଏକ ଦମ ଭ-ଦ୍ର ଭାବରେ ମୋବାଇଲ ଦୋକାନକୁ ଆସିଲେ ଆଉ ତା ପରେ ଅତି ଭ-ଦ୍ର ଭାବରେ ଦୋକାନରେ ଥିବା ଯୁବତୀଙ୍କ ସହ କଥା ହେଲେ ଆଉ କିପରି ଚୋ-ରି କରିବେ ସେ ବିଷୟରେ ଚିନ୍ତା ମଧ୍ୟ କଲେ। ଯେତେବେଳେ ଯୁବତୀ ଜଣଙ୍କ ମୋବାଇଲ ଦେଖାଇବା ଆରମ୍ଭ କଲେ ସେହି ସମୟରେ ଯୁବକ ଦୁଇ ଜଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମୋବାଇଲ ଚୋ-ରି କରି ନେଇଗଲେ।

ଘଟ-ଣା ହେଉଛି କଟକ ଜିଲ୍ଲା ଚୌଦାରର। ଏହି ଅଞ୍ଚଳରେ ଥିବା ଏକ ମୋବାଇଲ ଦୋକାନରେ କେହି ନଥିବାର ସୁଯୋଗ ଦେଖି ଦୁଇ ମୋବାଇଲ ଲୁ-ଟେରା ଦୋକାନକୁ ଯାଇଥିଲେ ଯୁବତୀ ଜଣଙ୍କ ଏକା ଥିବା ବେଳେ ଯୁବକ ଦ୍ୱୟ ଉକ୍ତ ଯୁବତୀଙ୍କ ସହ ବାର୍ତା ଆଳାପ କରିଥିଲେ। ଏପରିକି ଯୁବତୀଙ୍କୁ ମୋବାଇଲ ଗୋଟିଏ ପରେ ଗୋଟିଏ ଦେଖେଇ ବାକୁ କହିଥିଲେ।

ଏ ମୋବାଇଲ ନୁହେଁ ସେ ମୋବାଇଲ ସେ ମୋବାଇଲ ନୁହେ ସେ ମୋବାଇଲ ଦେଖେଇବାକୁ କହିବା ସମୟରେ ଯୁବତୀ ଜଣଙ୍କ ମୋବାଇଲ ଦେଖାଇବାକୁ ଲାଗିଲେ। ଆଉ ଏହି ସମୟରେ ଜଣେ ଯୁବକ ଚେୟାରରେ ବ୍ୟାଗ ଧରି ବସିଥିଲେ ଓ ଅନ୍ୟ ଜଣେ ଚୋର ଯୁବତୀଙ୍କ ସହ କଥା ହୋଇ ସେ ମୋବାଇଲ ଦେଖାନ୍ତୁ ବୋଲି କହି ଆଉ ଗୋଟେ ହାତରେ ଦୁଇଟି ଫୋନ ଅନ୍ୟ ଜଣେ ଯୁବକଙ୍କୁ ଦେଇଦେଇଥିଲେ।

ପରେ କହିଥିଲେ କି ଆମେ ଯେଉଁ ମୋବାଇଲ ପାଇଁ ଆସିଥିଲୁ ସେହି ମୋବାଇଲ ବୋଧେ ହୁଏ ଆପଣଙ୍କ ଦୋକାନରେ ନାହିଁ। ଆଉ ଏପରି କହି ଅତି ଚତୁରତାର ସହ ଦୁଇଟି ମୋବାଇଲ ଧରି ଫେ-ରାର ହୋଇଯାଇଥିଲେ ଦୁଇ ଜଣ ଚୋ-ର। ହେଲେ କଥାରେ ଅଛି ଚୋର ଯେତେ ଚତୁର ହେଲେ ବି ଚୋ-ର ଘର ସବୁଦିନ ଅନ୍ଧାର ରୁହେ ନାହିଁ। ଠିକ ସେହିଭଳି ଦୁଇ ଚୋର ବୋଧେ ହୁଏ ଭୁଲି ଯାଇଥିଲେ ଯେ ସେ ଯେଉଁ ମୋବାଇଲ ଚୋ-ରି କରିଛନ୍ତି ତାହାର ଟିକ ନିଖି କଥା ସିସିଟିଭିରେ ରେ-କର୍ଡ ହୋଇ ରହିଛି।

ଚୋର ଯେତେବେଳେ ଦୋକାନରୁ ମୋବାଇଲ ଧରି ଫେ-ରାର ହୋଇଯାଇଥିଲେ ସେତେବେଳେ ଦୋକାନ ମାଲିକଙ୍କର ସ-ନ୍ଧେହ ହୋଇଥିଲା ଓ ସେ ସିସିଟିଭି ଫୁଟେଜ ଚେକ କରିଥିଲେ। ଓ ଯେତେବେଳେ ସିସିଟିଭି ଫୁଟେଜରେ ଚୋ-ରଙ୍କ କା-ଣ୍ଡ କାର-ନାମା ଦେଖିଥିଲେ ସେତେବେଳେ ଦୋକାନ ମାଲିକ ନିଜ ମୁଣ୍ଡରେ ହାତ ରଖିଦେଇଥିଲେ। ଆଉ ସଙ୍ଗେ ସଙ୍ଗେ ପୋଲି-ସର ସହାୟତା ଲୋଡିଥିଲେ ହେଲେ କିନ୍ତୁ ସେତେବେଳକୁ ଦୁଇ ଚୋ-ର ମୋବାଇଲ ଧରି କେଉଁ ଆଡେ ଚାଲିଯାଇଥିଲେ।

ତେବେ ଚୋ-ର ମାନେ ବିଭିନ୍ନ ଉପାୟରେ ଚୋରି କରୁଥିବା ବେଳେ ଟିକିଏ ସାବଧାନ ନ ରହିଲେ ଚୋ-ର ମାନେ ଲୁ-ଟି ନେଉଛନ୍ତି। ତେଣୁ ଯଦି କୌଣସି ସମୟରେ ଆପଣ ଆପଣଙ୍କ ଦୋକାନରେ ଏକା ରହୁଛନ୍ତି ତେବେ ଏହିଭଳି ଚୋ-ରଙ୍କ ପାଇଁ ତୃତୀୟ ନେତ୍ର ଖୋଲା କରି ରଖିବା ଆବଶ୍ୟକ। ମାନେ ଦୋକାନରେ ଯଦି ସିସିଟିଭି ନାହିଁ ତେବେ ସିସିଟିଭି ଲଗାଇବା ଆବଶ୍ୟକ କାରଣ ସିସିଟିଭି ଲଗେଇଥିଲେ ଆପଣ ହେଇ ପାରେ ଏହିଭଳି ଚୋ-ରଙ୍କୁ ସାବଡ଼ କରିବାରେ ସଫଳ ହୋଇପାରିବେ ନଚେତ ଆପଣଙ୍କ ଲୁ-ଟ ହୋଇଥିବା ଜିନିଷ ମିଳିବା କ-ଷ୍ଟ ହେବ।

Leave a Reply

Your email address will not be published. Required fields are marked *