ଦୀପିକା …….ମୋ ଘର ଆଗରୁ ତମେ ଶୀଘ୍ର ଚାଲିଯାଅ,ମୁଁ ଆଉ ତମକୁ କେବେ ବି ଗ୍ରହଣ କରିବିନି

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ତେବେ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ପ୍ରେମୀ ଯୁଗଳଙ୍କ ମନ ବଦଳି ଯିଏ ଏହାପରେ ଦୁହେଁ ପରସ୍ପର ଠାରୁ ବି-ଚ୍ଛେ-ଦ ହୋଇଥାନ୍ତି। ତେବେ ଏହି ବି-ଚ୍ଛେ-ଦ କେହି କେହି ସହି ନ ପାରି ଆ-ତ୍ମହ-ତ୍ୟା କରନ୍ତି ଆଉ କିଛି ଏହାକୁ ମୁଣ୍ଡ ପୋତି ସହି ଯାଆନ୍ତି। ବାକି କିଛି ଲୋକେ ଏହାକୁ ନେଇ ଆନ୍ଦୋଳନ କରନ୍ତି।

ତେବେ ବର୍ତ୍ତମାନ ସମୟରେ ମଧ୍ୟ କିଛି ଏହିଭଳି ଖବର ସାମ୍ନାକୁ ଆସିଛି। ପ୍ରେମିକ ଶାରି-ରୀକ ସମ୍ପ-ର୍କ ରଖିବା ପରେ ଛାଡି ଚାଲି ଯାଇଥିଲା। ଏହାପରେ ପିଲାକୁ କୋଳରେ ଧରି ପ୍ରେମିକ ଘର ଆଗରେ ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ଧାର-ଣାରେ ବସିଥିଲା। ତେବେ ଏଭଳି ଘ-ଟଣା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଘ-ଟିଛି। ପ୍ରଥମେ ଲ-ଭ, ଶାରୀ-ରିକ ସ-ମ୍ପର୍କ, ତାପରେ ଛୁଆ ଏବେ ବାହା ନହେବାରୁ ଘର ସାମନାରେ ଆସି ବସିଛନ୍ତି ଏବଂ ନିଜ ଛୁଆର ପରିଚୟ ପାଇଁ ମା ବସିଛି ବାପାର ଘର ସମ୍ନାରେ।

ସୂଚନା ଅନୁସାରେ ଗାନ୍ଧୀ ନଗରର ଅଞ୍ଚଳର କେ. ଦୀପିକା ଯାହାଙ୍କର ବୟସ ୨୯ ବର୍ଷ ଏହି ମହିଳା ଦେଶୀ ବେହେରା ସାହିର କେ. ଦିନେଶ କୁମାରଙ୍କୁ ପ୍ରେମ କରୁଥିଲେ। ପ୍ରଥମେ ଦୁହେଁ ଏକ ଭେସ୍ପା କଂପାନୀ ରେ ସାକ୍ଷାତ ହୋଇଥିଲା। ଏହା ପରେ ଦୁହେଁ ପରସ୍ପରକୁ ପ୍ରେମ ମଧ୍ୟ କରିଥିଲେ। ପ୍ରେମ ବିବାହର ପ୍ରତି-ଶ୍ରୁତି ଦେଇ ପ୍ରେମିକା ସହ ଦିଲ୍ଲୀପ ଶାରୀ-ରିକ ସମ୍ପ-ର୍କ ରଖିଲେ। ତେବେ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଦିଲ୍ଲୀପ ମନ ବଦଳେଇ ଦେଇଥିଲେ। ଅନ୍ୟପଟେ ଦୀପିକା ମା ମଧ୍ୟ ହେଲେ।

ଦିନେଶ ନିଜର ହାଇ ଷ୍ଟାଟସ ଦେଖେଇ ଦୀପିକଙ୍କୁ ଗ୍ରହଣ କରି ନଥିଲେ। ତେବେ ଏହାକୁ ନେଇ ଦୀପିକା ପ୍ରେମିକଙ୍କ ବିରୁ-ଦ୍ଧରେ ବ୍ରହ୍ମପୁର ଟାଉନ ଥା-ନାରେ ଅଭି-ଯୋଗ କରିଥିଲେ। ସେଥିପାଇଁ ଦିନେଶ ଜେ-ଲ ମଧ୍ୟ ଯାଇଥିଲେ। ତେବେ ଜେ-ଲରୁ ମୁକୁଳିକି ଆସିବା ପରେ ଅନ୍ୟତ୍ର ବିବାହ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ତ୍ରୀର ମାନ୍ୟତା ପାଇଁ ଦୀପିକା ନିଜର ୧୮ ମାସର ପୁଅକୁ ଧରି ପ୍ରେମିକ ଘର ଆଗରେ ଧାର-ଣା ଦେଉଛନ୍ତି। ତେବେ ଏହିଭଳି ମାମ-ଲା ଆଗରୁ ମଧ୍ୟ ଆମେ ଜାଣିଛେ। ତାପସ୍ୱିନୀ ମଧ୍ୟ ସ୍ତ୍ରୀର ମାନ୍ୟତା ପାଇଁ ନିଜ ଶଶୁର ଘର ଆଗରେ ଧା-ରଣା ଦେଇଥିଲେ।

Leave a Reply

Your email address will not be published. Required fields are marked *