ଆରପାରିରେ ବୋହୁ , ଶାଶୁ ଘର ଲୋକ କହୁଛନ୍ତି ଟଙ୍କା ନିଅ,ଆଉ ଝାମେଲା ଛିଡାଇ ଦିଅ

ଆଉ ନାହିଁ ଝିଅ । ପରିବାର ଲୋକ କା-ନ୍ଦି ବୋବାଳି ହେଉଛନ୍ତି ଆଉ କହୁଛନ୍ତି ଝିଅକୁ ଫେ-ରାଇ ଆଣ । ସମସ୍ତଙ୍କ ଆଖିରେ ଲୁ-ହ କାହିଁକି ନା ସେମାନଙ୍କ ଅଲିଅଳି ଆଉ କେବେ ଫେରିବ ନାହିଁ । ଭାଇ ମାନଙ୍କ ଆଖିରୁ ସରୁନି ଲୁ-ହ କାରଣ ଏଇ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆଉ ତାଙ୍କ ଗେଲି ଭଉଣୀ ଆସିବ ନାହିଁ । ଆଉ କେବେ ବି ସେହି ଜହ୍ନ ଭଳି ମୁହଁ ତାଙ୍କୁ ଆଉ ଦେଖା ଯିବ ନାହିଁ ।

ଏଭଳି ପରିସ୍ଥିତିରେ ଶାଶୁ ଘର ଲୋକଙ୍କର ବ-ୟାନ କରିଦେଇଛି ଆଶ୍ଚ-ର୍ଯ୍ୟଚ-କିତ । ବୋହୂର ଶ-ବ ସ-ତ୍କାର କରିବା ତ ଦୂରର କଥା ବୋହୂକୁ ଥରେ ଦେଖିବା ପାଇଁ ଆସୁ ନାହାଁନ୍ତି ଶାଶୁ ଘର ଲୋକ । ତେବେ ଏଭଳି ଏକ ଦୁଃ-ଖଦ ଖବର ଆସିଛି ଭୁବନେଶ୍ୱରରୁ । ତେବେ ସୂଚନା ମୁତାବିକ , ଆରପାରିକୁ ଚାଲି ଯାଇଥିବା ମହିଳା ଜଣକ କିଛି ମାସ ଆଗରୁ ଆଉ ଏକ ଜାତିର ଜଣେ ପୁଅକୁ ବାହା ହୋଇଥିଲେ ।

ପରିବାର ଲୋକ ମଧ୍ୟ ଝିଅର ଖୁସିରେ ସେହି ସ୍ଥାନରେ ବାହା କରାଇ ଦେଇଥିଲେ ଆଉ ଯୌ-ତୁକ ବାବ-ଦକୁ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ତେବେ ଗତ କିଛି ଦିନ ହେବ ଶାଶୁ ଘର ଲୋକ ତାଙ୍କ ଉପରେ ଅତ୍ୟା-ଚାର କରିବା ଆରମ୍ଭ କରିଥିଲେ ଆଉ ଯାହାକୁ ସହି ପାରୁନଥିଲେ ମହିଳା ଜଣକ । ଏହାପରେ ନିଜ ବାପଘରକୁ ପଳାଇ ଆସିଥିଲେ । ଆଉ ହଠାତ ଏଭଳି କଣ ହୋଇଥିଲା କେଜାଣି ଆ-ତ୍ମହ-ତ୍ୟା କରି ଦେଇଥିଲେ ।

ବର୍ତ୍ତମାନ ପରିବାର ଲୋକ ଝିଅର ଶବ ସତ୍କାର ପାଇଁ ଶାଶୁ ଘର ଲୋକଙ୍କୁ ଫୋନ କରି ଡାକିଥିଲେ । କିନ୍ତୁ ଶାଶୁ ଘର ଲୋକ ବୋହୂକୁ ଦେଖିବାପାଇଁ ଆସିପାରିବେ ନାହିଁ ବୋଲି କହିଥିଲେ ଆଉ କହିଥିଲେ କି ଆମେ ପରେ ଯିବୁ । ଏହାବ୍ୟତୀତ ନିଜ ଗାଁର ଦୁଇ ଜଣ ଲୋକଙ୍କୁ ପଠାଇ କଥା ସମାଧାନ କରିଦେବା ପାଇଁ ଟଙ୍କା ନେବା କଥା କହିଥିଲେ । ଏହା ଶୁଣି ଝିଅର ପରିବାର ଲୋକ ଆଶ୍ଚ-ର୍ଯ୍ୟ ହୋଇ ଯାଇଥିଲେ ଆଉ ବର୍ତ୍ତମାନ ସମୟରେ ଶାଶୁ ଘର ଲୋକ ବିରୁ-ଦ୍ଧରେ ଅଭି-ଯୋଗ ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *