ଭାରତୀୟ ଯବାନଙ୍କ ମାଂସ ଡିନରରେ ଖାଉଥିଲେ ଜାପାନୀ ଆର୍ମି।

ପ୍ରତ୍ୟକ ଦିନ କ୍ୟାମ୍ପରୁ ଭାରତୀୟ ଯବାନଙ୍କୁ ଉଠାଇ ନେଇ ଭାରତୀୟ ଯବାନଙ୍କ ମାଂସ ଖାଇ ଭୋକ ମେଣ୍ଟାଉ ଥିଲେ ଜାପାନୀ ଆର୍ମି। ଡିନରରେ ଖାଉଥିଲେ ଭାରତୀୟ ଆର୍ମିଙ୍କ ମାଂସ। ଯବାନଙ୍କୁ ଜୀଅନ୍ତା ରାନ୍ଧି ଖାଇ ଯାଉଥିଲେ। ସିଙ୍ଗାପୁର କୁ ଯେତେବେଳେ ଯାପନ କବ୍ଜା କରିଥିଲା ସେତେବେଳେ ୪୦ ହଜାର ଯବାନଙ୍କୁ ଯୁଦ୍ଧ ବନ୍ଦୀ କରି ରଖାଯାଇଥିଲା ଆଉ ତା ଭିତରୁ ୧୦ ଯବାନଙ୍କୁ ଏକ ଜାହାଜରେ ଭର୍ତ୍ତି କରି ଏକ ଦୀପପୁଞ୍ଜକୁ ପଠାଯାଇଥିଲା। ତେବେ ଟାଇମିସ୍ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ ଯେଉଁ ଜାହାଜରେ ଭାରତୀୟ ଯବାନଙ୍କୁ ଭର୍ତ୍ତି କରାଯାଇଥିଲା ତାର କିଛି ଏକ ଭିନ୍ନ ନା ଥିଲା। ଆଉ ୧୦ ହଜାର ଯବାନଙ୍କୁ ନେଇ ଜାହାଜ ଯାତ୍ରା କରିଥିଲା ୫୬ ଦିନ।

ତେବେ କେବଳ ଏତିକି ନୁହେଁ ଭାରତୀୟ ଯବାନଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା ଆଉ ଯଦି ପିଇବାକୁ ଭାରତୀୟ ଯବାନ ପାଣି ମାଗୁଥିଲେ ତେବେ ଜାପାନୀ ଅଧିକାରୀ ସିଧାସଳଖ କହୁଥିଲେ କି ତୁମ ପାଇଁ ଏଠି ପାଣି ପବନ ନିଷେଧ ଏମିତି କି ବନ୍ଦୀ ଯବାନଙ୍କୁ ୨୪ ଘଣ୍ଟାରେ କପେ ପାଣି ଦେଉଥିଲେ।

ଶେଷରେ ବିକଳରେ ଯବାନ ମାନେ ଲୁଚି ଛପି ସମୁଦ୍ର ର ଲୁଣିଆ ପାଣିକୁ ବି ଢକ ଢକ କରି ପିଇଯାଇ ନିଜର ଶୋଷ ମେଣ୍ଟାଉ ଥିଲେ। ତେବେ ଜଣେ ସେମାନଙ୍କ ମଧ୍ୟରୁ କହିଥିଲେ କି ପ୍ରତ୍ୟକ ଦିନ ଜଣେ ଜାପାନୀ ମେଡ଼ିକାଲ ଅଫିସର ଇଣ୍ଡିଆନ କମ୍ପାଉଣ୍ଡକୁ ଆସୁଥିଲେ ଆଉ ସେଠାରେ ଥିବା ସମସ୍ତ ଯବାନ ମାନଙ୍କ ମଧ୍ୟରୁ ଜଣଙ୍କୁ ସୁସ୍ଥ ସବଳ ଦେଖି ଚୟନ କରୁଥିଲେ। ଆଉ ତାଙ୍କୁ ସାଥିରେ ନେଇ ଚାଲି ଯାଉଥିଲେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଯବାନଙ୍କୁ ଜାପାନୀ ମେଡ଼ିକାଲ ଅଫିସର ସାଥିରେ ନେଇକି ଯାଉଥିଲେ ସେମାନେ ତାଙ୍କୁ ଆଉ ଦ୍ଵିତୀୟ ଥର ପାଇଁ ଦେଖିବାକୁ ପାଉନଥିଲେ। ଏମିତିକି ସେହି ଯବାନଙ୍କ କୌଣସି ଖୋଜ ଖବର ମଧ୍ୟ ମିଳୁନଥିଲା। ଯାହା ତ୍ରେଜିମେଣ୍ଟର ଅଫିସର କହୁଥିଲେ କି ଯେଉଁ ଭାରତୀୟ ଯବାନଙ୍କୁ ନେଇ ଯାଉଥିଲେ ସେମାନଙ୍କ ହାର୍ଟ ଓ କିଡ୍ନୀ କାଢି ନେଇଯାଇ ଶରୀରକୁ କାଟି ଭାରତୀୟ ଯବାନଙ୍କ ମାଂସକୁ ଜାପାନୀ ସୈନିକ ମାନେ ଭୋଜନ କରୁଥିଲେ। କେବଳ ଏ କଥା ଜଣେ କହିନଥିଲେ ଏପରି ସମାନ ଅଭିଯୋଗ ୨ ରୁ ୩ ଜଣ ଆଣିଥିଲେ। କ୍ୟାମ୍ପରେ ୧୯ ଜଣ ଯବାନଙ୍କୁ ହତ୍ୟା କରି ଜାପାନୀ ସେନା ଖାଇଦେଇଥିବା ସେ କହିଥିଲେ।

ଜାପାନୀ ସେନା ମାନେ ଏପରି ଭୟଙ୍କର ଥିଲେ କି ସେମାନେ ଭାରତୀୟ ଯବାନଙ୍କ କଞ୍ଚା ମାଂସ ଖାଇବା ସହିତ ଭାରତୀୟ ଯବାନଙ୍କ ମାଂସକୁ ମଧ୍ୟ ସୁଖାଇକି ବି ଖାଉଥିଲେ। ଯାହା କୁହାଯାଏ କି କିଛି ଆମେରିକା ସୈନ୍ୟଙ୍କୁ ମଧ୍ୟ ଜାପାନୀ ସେନା ମାନେ ହତ୍ୟା କରି ସେମାନଙ୍କ ମାଂସକୁ ସୋୟା ସସ ଓ କିଛି ପରିବା ପକାଇ ରାନ୍ଧି ଖାଇଦେଇଥିଲେ। ତେବେ କେବଳ ଏତିକି କଥା ନୁହେଁ ଜାପାନୀ ମାନେ ଯେଉଁଠାରେ ବି ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି ସେହିଠାରେ ଏମିତି ବିଭତ୍ସ ଘଟଣା ଘଟାଇ ଥିବା କୁହାଯାଏ। ତେବେ କୁହାଯାଏ ସିଙ୍ଗାପୁରରୁ ଜାପାନୀ ମାଂସ ଖାଇବା ଆରମ୍ଭ କରିଥିଲେ ଜାପାନୀ ସେନା ହେଲେ ଏହାକୁ କିନ୍ତୁ ସର୍ବଦା ଖଣ୍ଡନ କରନ୍ତି ଜାପାନୀ ସେନା ଓ ଜାପାନ ସରକାର।

Leave a Reply

Your email address will not be published. Required fields are marked *