ଡିଜେ ଏଜେକ୍ସ ମୃ-ତ୍ୟୁ ମାମ-ଲାକୁ ନେଇ ଆସିଲା ଆଉ ଏକ ରୋଚକ ତଥ୍ୟ । ପ୍ରେମିକା ରଖୁଥିଲେ ନିଜ ପୁରୁଷ ବନ୍ଧୁ ସହିତ ସ-ମ୍ପର୍କ ।

ବର୍ତ୍ତମାନ ସମୟରେ ସାରା ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଘ-ଟଣା ହେଉଛି ଲୋକପ୍ରିୟ ଡିଜେ ଏଜେକ୍ସ ମୃ-ତ୍ୟୁ ମାମ-ଲା । ଯାହାକୁ ନେଇ ତାଙ୍କ ସାଙ୍ଗ ସାଥି ଏବଂ ପରିବାର ଲୋକେ ଅନେକ ଅନୁମାନ ପ୍ରଥମରୁ ହିଁ ବ୍ୟକ୍ତ କରି ଆସୁଛନ୍ତି । କିନ୍ତୁ ପ୍ରକୃତ କଥା ସେତେବେଳେ ଜଣା ପଡ଼ିବ ଯେତେବେଳେ ପୋ-ଲିସ ମାମ-ଲାର ପୁରା ପାରୁ ପର୍ଯ୍ୟନ୍ତ ଯିବ । କାରଣ ହଠାତ ଅକ୍ଷୟ କୁମାରଙ୍କ ଏଭଳି ମୃ-ତ୍ୟୁ ଯାହାକି ସମସ୍ତଙ୍କ ଆଖିରେ ଆ-ତ୍ମହ-ତ୍ୟା ଭଳି ପ୍ରତୀତ ହେଉଛି , ତାହା କେବେବି ଏତେ ସହଜ ଘ-ଟଣା ଆକାରରେ ନିଆଯାଇ ପାରିବ ନାହିଁ । ଯାହାକୁ ନେଇ ବର୍ତ୍ତମାନ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ।

ମାମଲା ପରଠାରୁ ଏହା ତ୍ରିକୋଣୀୟ ପ୍ରେମ କାହାଣୀ କାରଣରୁ ଘଟିଛି ବୋଲି କୁହାଯାଉଥିଲା । ବର୍ତ୍ତମାନ ଏହି ସନ୍ଦେହ ଉପରୁ ପରଦା ହଟି ସାରିଛି କହିଲେ ଚଳେ । କାରଣ ବର୍ତ୍ତମାନ ଏହି ମାମଲାକୁ ନେଇ ଯେଉଁ ତ୍ରିକୋଣୀୟ ପ୍ରେମ କାହାଣୀ ବୋଲି ଅନୁମାନ କରାଯାଉଥିଲା , ତାହା ବର୍ତ୍ତମାନ ଜଣା ପଡ଼ିଛି । ଅକ୍ଷୟଙ୍କ ଗାର୍ଲଫ୍ରେଣ୍ଡ ଜିଜ୍ଞାସା କୁଆଡ଼େ ଅକ୍ଷୟଙ୍କ ସହିତ ରହିବା ସମୟରେ ନିଜର ଏକ୍ସ ବୟଫ୍ରେଣ୍ଡ ରଶ୍ମି ସହିତ ମଧ୍ୟ ରହୁଥିଲେ । ଯାହାକି ପୂର୍ବରୁ ରଶ୍ମି ଜିଜ୍ଞାସାଙ୍କ ବେଷ୍ଟ ଫ୍ରେଣ୍ଡ ବୋଲି ଚର୍ଚ୍ଚା ହେଉଥିଲା । ଏବେ ଜଣା ପଡ଼ିଛି ଯେ ସେହି ରଶ୍ମି ହିଁ ଜିଜ୍ଞାସାଙ୍କର ପୁରୁଣା ପ୍ରେମିକ ।

ଡିଜେ ଏଜେକ୍ସଙ୍କ କ୍ରେଜ ଦେଖି ଜିଜ୍ଞାସା ପ୍ରଥମେ ରଶ୍ମିଙ୍କ ସହିତ ବ୍ରେକଅପ କରିଥିଲେ । ତାପରେ ଏଜେକ୍ସଙ୍କୁ ଇନଷ୍ଟାଗ୍ରାମ ଷ୍ଟୋରିରୁ ମେସେଜ ପଠାଇ ଥିଲେ । ସେହିଠାରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । କିନ୍ତୁ ଯେତେବେଳେ ଏଜେକ୍ସଙ୍କ ଠାରୁ ମନ ଭରିଗଲା ସେତେବେଳେ ରଶ୍ମିଙ୍କ ପାଖକୁ ଜିଜ୍ଞାସା ପୁଣିଥରେ ଫେରିଥିଲେ । ସବୁ ଟଙ୍କା ପଇସା ଏଜେକ୍ସଙ୍କ ଠାରୁ ନେଉଥିଲେ । ଏଜେକ୍ସ ପୁଳା ପୁଳା ଟଙ୍କା ଜିଜ୍ଞାସାଙ୍କ ପାଇଁ ଖର୍ଚ୍ଚ କରୁଥିଲେ । କିନ୍ତୁ ଜିଜ୍ଞାସା କୁଆଡ଼େ ରଶ୍ମିଙ୍କ ସହିତ ରହୁଥିଲେ । ଯାହାକୁ ଏଜେକ୍ସ ସହି ପାରି ନଥିଲେ ଏବଂ ସେ ଜାଣି ସାରିଥିଲେ ଯେ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ରହିଛି ବୋଲି ।

ଏହାକୁ ନେଇ ଏଜେକ୍ସ ଜିଜ୍ଞାସାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସୁଦ୍ଧା ଜିଜ୍ଞାସା ବୁଝି ତ ନଥିଲେ ବରଂ ରଶ୍ମିଙ୍କ ସହିତ ମିଶି ଏଜେକ୍ସଙ୍କୁ ଧ-ମକ ପରେ ଧ-ମକ ଦେବା ଆରମ୍ଭ କରି ଦେଇଥିଲେ । ଜିଜ୍ଞାସା ଏବଂ ଏଜେକ୍ସଙ୍କ ମଧ୍ୟରେ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରିଦେବେ କହି ଧ-ମକ ଦେଉଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଜିଜ୍ଞାସା ଏଜେକ୍ସଙ୍କ ସହିତ ଥିବା ସମୟରେ ରଶ୍ମିଙ୍କ ସହିତ ମଧ୍ୟ ସମ୍ପ-ର୍କରେ ଥିଲେ । ମାତ୍ର ଜିଜ୍ଞାସା ତାଙ୍କ ବାପା ବଡ଼ ଗୁ-ଣ୍ଡା କହି ଏଜେକ୍ସଙ୍କୁ ଧ-ମକ ଦେଉଥିଲେ । ଯେଉଁ କାରଣରୁ ଏଜେକ୍ସଙ୍କର ଏଭଳି ଅବସ୍ଥା ହୋଇଥିଲା ବୋଲି ଜାଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *