ଶାରୀ-ରିକ ସୁଖ ପରେ ବଦଳି ଯାଇଥିଲା ଜିଜ୍ଞାସା ମନ , ରଶ୍ମି ଆଡ଼େ ଢଳି ଯାଇଥିଲା ମନ

ସାରା ରାଜ୍ୟରେ ଗୋଟିଏ କଥା ଚର୍ଚ୍ଚା । ପ୍ରା-ଣ ହରାଇଲେ ଜଣେ ଯୁବ ଡିଜେ ବାଦକ । ସମସ୍ତେ ତାଙ୍କୁ ଡିଜେ ଆଜେକ୍ସ ନାମରେ ଜାଣିଛନ୍ତି । ଅନେକ ଝିଅଙ୍କ ମନରେ ସେ ନିଜର ଏକ ସ୍ବତନ୍ତ୍ର ଘର କରିଥିଲେ ଆଉ ସମସ୍ତଙ୍କ ମନ ମଧ୍ୟ କିଣି ନେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଆଉ ନାହାଁନ୍ତି । ସୁନ୍ଦରୀ ଯୁବତୀଙ୍କ ପ୍ରେମ ତାଙ୍କୁ ତାଙ୍କ ପରିବାର ଠାରୁ ଛଡ଼ାଇ ନେଇଛି । ବର୍ତ୍ତମାନ ସମୟରେ ତାଙ୍କ ପରିବାର ପୁରାପୁରି ଉଜାଡି ଯାଇଛି । ବାସ୍ ପରିବାର ଲୋକ ତାଙ୍କୁ ଝୁରି ହେବା ଛଡ଼ା ଆଉ କିଛି ଉପାୟ ନାହିଁ । ପରିବାର ଲୋକ ଝୁରି ହେଉଛନ୍ତି ତାଙ୍କୁ ଆଉ କହୁଛନ୍ତି ଧନରେ ଆମ ପାଖକୁ ଫେରି ଆସେ । କିନ୍ତୁ ଆଉ କେବେ ଫେରିବେ ନାହିଁ ଆଜେକ୍ସ ।

ଜଣେ ଝିଅ ପାଇଁ ତାଙ୍କର ପୁରା ଜୀବନ ବ-ର୍ବାଦ କରି ଦେଇ ଚାଲି କିନ୍ତୁ କିଛି କରିପାରିଲେ ନାହିଁ ପରିବାର । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ତ-ଦନ୍ତ ଅନୁଯାୟୀ , ଆଜେକ୍ସଙ୍କ ମୋବାଇଲ ଫୋନରୁ ଅନେକ ତଥ୍ୟ ମିଳି ସାରିଛି । ଯେଉଁଥିରେ ଦେଖିବା ପାଇଁ ମିଳିଛି ଏକ ଭିଡିଓ । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଆହୁରି ସ-ନ୍ଦେହ ବଢିବାରେ ଲାଗିଛି। ଆଉ ପୋ-ଲିସ ଅନୁମାନ ଲଗାଇ ସାରିଛି କି , ଜିଜ୍ଞାସା ନିଶ୍ଚିତ ଭାବରେ ରଶ୍ମି ପ୍ରେମରେ ପଡି ଯାଇଥିଲା ଆଉ ଯେଉଁଥି ପାଇଁ ସେ ଆଜେକ୍ସଙ୍କୁ ଧ୍ୟାନ ଦେଉ ନଥିଲା । ଯାହା ଆଜେକ୍ସଙ୍କୁ ଅନେକ କଷ୍ଟ ଦେଉଥିଲା ।

ଆଉ ବୋଧ ହୁଏ ସେହି କଥା ସହି ପାରି ନଥିଲେ ଆଜେକ୍ସ । ଯେଉଁ ଝିଅ ସହିତ ସେ ସାରା ଜୀବନ କା-ଟିବେ ବୋଲି ସ୍ବପ୍ନ ଦେଖିଥିଲେ , ଯେଉଁ ଝିଅକୁ ନେଇ ସେ ନିଜ ଘରେ ମାଣ ବସାଇବେ କଥା ଭାବି ନେଇଥିଲେ , ସେହି ଝିଅ ଯଦି ତାଙ୍କୁ ଛାଡି ଆଉ କାହା ସହିତ ପଳାଇ ଯିବ , ତାହାଲେ ତାଙ୍କୁ କେମିତି ବା ଲାଗିବ । ସେହି କଷ୍ଟ ଠାରୁ ଆଉ ବଡ କଷ୍ଟ ଦୁନିଆଁରେ କିଛି ନାହିଁ ବୋଲି ଆଜେକ୍ସ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁ ଝିଅ ପାଇଁ ସେ ଏତେ ଟଙ୍କା ଖର୍ଚ୍ଚ କରି ଚାଲିଥିଲେ । ଆଉ ଯେଉଁ ଝିଅ ପାଇଁ ସେ ନିଜ ପରିବାର ସହିତ ଲ-ଢ଼ିବାକୁ ମଧ୍ୟ ପଛାଇ ନଥିଲେ , ସେହି ଝିଅ ତାଙ୍କୁ ଏତେ କଷ୍ଟ ଦେବ ବୋଲି ଜଣା ନଥିଲା ବୋଲି ଆଜେକ୍ସ କହିଥିଲେ ।

ତେବେ ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଯାହା ଜଣା ପଡ଼ୁଛି କି , ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ପଛର ମୁଖ୍ୟ କାରଣ ହେଉଛନ୍ତି ଜିଜ୍ଞାସା । ଯେଉଁ ଜିଜ୍ଞାସାଙ୍କୁ ନେଇ ଆଜେକ୍ସ ଓୟୋ ଯାଉଥିଲେ ସେହି ଜିଜ୍ଞାସା ତାଙ୍କୁ ଧୋ-କା ଦେଇ ଆଉ କାହା ସହିତ ଯାଉଥିଲେ ଓୟୋ । ଯେଉଁ ସୁଖ ଆଜେକ୍ସଙ୍କ ଠାରୁ ଅଧୁରା ରହି ଯାଉଥିଲା , ସେହି ସୁଖ ତାଙ୍କୁ ଦେଉଥିଲେ ରଶ୍ମି । ଆଉ ରଶ୍ମିଙ୍କୁ ମଧ୍ୟ ସେ ବହୁତ ଭଲ ପାଉଥିଲେ । ଆଜେକ୍ସ କେବଳ ଥିଲେ ତାଙ୍କର ଟାଇମ୍ ପାସ୍ । ତେଣୁ ତାହା ଅଧିକ କଷ୍ଟ ଦେଉଥିଲା ଆଜେକ୍ସଙ୍କୁ । ନିଜ ପ୍ରେମିକାକୁ ଆଉ କାହା ସହିତ ଦେଖି କେମିତି ବା ସହି ପାରି ଥାଆନ୍ତେ ଆଜେକ୍ସ । ଏହି କଥା ବର୍ତ୍ତମାନ ସମୟରେ ତାଙ୍କ ସାଙ୍ଗ ମାନେ ମଧ୍ୟ ଉଲ୍ଲେଖ କରିବାରେ ଲାଗିଛନ୍ତି । ତେବେ ଦେଖା ଯାଉ ଆଗକୁ ଘ-ଟଣା କେଉଁ ମୋଡ ନେଉଛି ।

Leave a Reply

Your email address will not be published. Required fields are marked *