ଡିଜେ ଆଜେକ୍ସଙ୍କୁ ବଦ-ନାମ କରିବାକୁ ଉଦ୍ୟମ କରିଥିଲେ ତିନି ଝିଅ । ସାମ୍ନାକୁ ଆସିଲା ଏଭଳି କିଛି ତଥ୍ୟ ।

ବର୍ତ୍ତମାନ ସମୟରେ ଓଡ଼ିଶାର ସବୁଠାରୁ ଅଧିକ ଚର୍ଚ୍ଚିତ ମାମ-ଲା ଡିଜେ ଆଜେକ୍ସ ଆ-ତ୍ମହ-ତ୍ୟା ମାମ-ଲା । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କିଏ ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟାକୁ ନେଇ ଦୁଃ-ଖ ପ୍ରକାଶ କରୁଛନ୍ତି ତ କେହି ତାଙ୍କ ଆ-ତ୍ମହ-ତ୍ୟା ପାଇଁ ଦାୟୀ ଥିବା ଲୋକଙ୍କ ଉପରେ ବ-ୟାନ ଦେଉଛନ୍ତି । ଯାହାକି ଅନେକ ସମୟରେ ସାମ୍ନାକୁ ଆସୁଛି । ତେବେ କହି ରଖିବୁ ଯେ ବର୍ତ୍ତମାନ ସମୟରେ ଏହି ମାମ-ଲାକୁ ନେଇ ଏକ ଦୃଢ଼ ତଥ୍ୟ ସାମ୍ନାକୁ ଆସୁଛି । ଯେଉଁଥିରୁ ଏହା ଜଣା ପଡ଼ୁଛି ଯେ ଏହି ମାମ-ଲାରେ ଯେ ଜଣେ ପୁଅ ଏବଂ ଝିଅ ଦାୟୀ ତାହା ନୁହେଁ ବରଂ ଅନ୍ୟ ଦୁଇଜଣ ଝିଅ ମଧ୍ୟ ସାମିଲ ଅଛନ୍ତି । ଯାହାକୁ ନେଇ ବର୍ତ୍ତମାନ ତ-ର୍ଜମା ଚାଲିଛି ।

ତେବେ ଗତ କିଛିଦିନ ତଳେ ଡିଜେ ଆଜେକ୍ସ ଭୁବନେଶ୍ୱରର ନିଜ ରହୁଥିବା ଘରର ଏକ ରୁମରେ ଆ-ତ୍ମହ-ତ୍ୟା କରିଥିଲେ । ଯେଉଁ ଘଟଣା ଜଣା ପଡ଼ିବା ପରେ ସବୁଠି ମାମ-ଲା ସମ୍ବନ୍ଧରେ ଚର୍ଚ୍ଚା ହେଉଥିଲା । ପ୍ରଥମତଃ ଏଥିରେ ତାଙ୍କ ଗାର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ନାମ ଏବଂ ଜିଜ୍ଞାସାଙ୍କ ଏକ୍ସ ବୟଫ୍ରେଣ୍ଡ ରଶ୍ମିଙ୍କ ନାମ ଆସିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହା ଶୁଣିବାକୁ ମିଳୁଛି ଯେ ସେଥିରେ କେବଳ ଜିଜ୍ଞାସା ନୁହଁନ୍ତି ବରଂ ଅନ୍ୟ ଦୁଇ ଝିଅ ମଧ୍ୟ ସାମିଲ ଅଛନ୍ତି । ତିନି ଝିଅ ଆଜେକ୍ସଙ୍କୁ ପୁରା ବ-ର୍ବାଦ କରିବା ଉଦ୍ଦେଶ୍ୟରେ ଥିଲେ ବୋଲି କୁହାଯାଉଛି । ତିନି ଜଣ ମିଶି କୁଆଡ଼େ ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ ।

ତେବେ ବର୍ତ୍ତମାନ ସମୟରେ ଏହି ମାମ-ଲାକୁ ନେଇ ଯେମିତି ପୋଲିସ ଜିଜ୍ଞାସାଙ୍କୁ ନୋଟିସ କରିଛି ସେମିତି ଅନ୍ୟ ଦୁଇ ଯୁବତୀଙ୍କୁ ମଧ୍ୟ ପୋ-ଲିସ ଖୁବଶୀଘ୍ର ନୋଟିସ କରିବ ବୋଲି ଜାଣିବାକୁ ମିଳିଛି । କହିରଖିବୁ ଯେ ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ କୁଆଡ଼େ ତିନି ଜଣ ଯୁବତୀ ମିଶି ଏକ ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ । ସାଇବାର ଏକ୍ସପୋର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଛି ଏମିତି କିଛି ବଡ଼ ତଥ୍ୟ । ଆଉ ସେହି ହ୍ଵାଟ୍ସଆପ ଗ୍ରୁପ ଜିଜ୍ଞାସାଙ୍କ ସହିତ ଆଉ ଦୁଇଜଣ ଯୁବତୀ ମିଶି କରିଥିଲେ । ତେବେ ସେହି ଅନ୍ୟ ଦୁଇଜଣ ଯୁବତୀ କିଏ ତାହା ଜାଣିବାକୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି । ଡିଜେ ଆଜେକ୍ସଙ୍କ ସହିତ କିଏ ସମ୍ପ-ର୍କରେ ଥିଲେ , ତାହା ଖୁବଶୀଘ୍ର ସାମ୍ନାକୁ ଆସିବ ।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଆଜେକ୍ସଙ୍କ ଅସଲ ମୁଖା ଖୋଲିବାକୁ ତିନି ଜଣ ଯୁବତୀ ହୋଇଥିଲେ ଏକାଠି । ତିନି ଜଣ ମିଶି ହ୍ଵାଟ୍ସଆପ ଗ୍ରୁପ ଖୋଲିଥିଲେ । ତିନି ଜଣ ଯୁବତୀଙ୍କୁ ଆଜେକ୍ସ କିପରି ପ୍ରେମ ଜା-ଲରେ ଫ-ସାଇ ଥିଲେ ସେ ନେଇ ତିନିଜଣ କଥା ହୋଇଥିଲେ । ଖୁବଶୀଘ୍ର ଅନ୍ୟ ଦୁଇଜଣ ଯୁବତୀଙ୍କୁ ଖାରବେଳନଗର ଥା-ନା ପୋ-ଲିସ । ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ମାମ-ଲାକୁ ଯେତେ ଅଧିକ ଦିନ ଗଡ଼ିବାରେ ଲାଗିଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅନୁମାନ କରାଯାଉଛି ଯେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ପଛରେ ତିନି ଜଣ ଯୁବତୀଙ୍କ ହାତ ଅଛି । ତେବେ ସେ ଦୁଇ ଜଣଙ୍କୁ ପୋ-ଲିସ କୁଆଡ଼େ ଚିହ୍ନଟ କରି ସାରିଛି ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *