ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟାକୁ ନେଇ ଗଣମାଧ୍ୟମରେ କହିଲେ ଆଜେକ୍ସଙ୍କ ସାଙ୍ଗ । କହିଲେ ନ୍ୟା-ୟ ମିଳିବନି ।

କହିରଖିବୁ ଯେ ଏଇ କିଛିଦିନ ହେବ ସାରା ଓଡ଼ିଶାରେ ଚର୍ଚ୍ଚାରେ ରହିଥିବା ବିଷୟ ହେଉଛି ଡିଜେ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ମାମ-ଲା । ଯେଉଁଥିରେ ଦୁଇ ଜଣ ବ୍ୟକ୍ତିଙ୍କୁ ଦାୟୀ କରାଯାଇ ଆସୁଛି । ପ୍ରଥମ ହେଉଛି ତାଙ୍କ ଗାର୍ଲଫ୍ରେଣ୍ଡ ଜିଜ୍ଞାସା ଏବଂ ଦ୍ଵିତୀୟ ହେଉଛି ଜିଜ୍ଞାସାଙ୍କ ପୁରୁଷ ବନ୍ଧୁ ରଶ୍ମି । କିନ୍ତୁ ଏବେ ଯାଏଁ ତାଙ୍କୁ ଜେ-ରା କରାଯିବାର କୌଣସି ସୂଚନା ମିଳିନାହିଁ କିମ୍ବା ତ-ଦନ୍ତ କେତେ ଦୂର ଗଲା ତାହା ମଧ୍ୟ ଜଣା ପଡୁନାହିଁ । ଏପଟେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ନ୍ୟା-ୟ ମିଳିବାର ଅନୁମାନ ମଧ୍ୟ କରି ହେଉନାହିଁ ।

ଗଣମାଧ୍ୟମରେ ପ୍ରଥମରୁ ହିଁ ଡିଜେ ଆଜେକ୍ସଙ୍କର ଅନେକ ସାଙ୍ଗସାଥି ତାଙ୍କୁ ନେଇ ଏବଂ ଅନେକ ମତ ରଖିଥିଲେ । ପୁଣି ଡିଜେ ଆଜେକ୍ସ ଏବଂ ଜିଜ୍ଞାସାଙ୍କର କିଛି ଅଡିଓ କଲ ମଧ୍ୟ ଭାଇରଲ ହୋଇଥିଲା । ଯାହା ଆଧାରରେ ବି ପୋ-ଲିସ କିଛି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ । ତେଣୁ ଏହାରି ମଧ୍ୟରେ ଡିଜେ ଆଜେକ୍ସଙ୍କର ଅନ୍ୟ ଜଣେ ସାଙ୍ଗ ଆଜେକ୍ସଙ୍କ ନ୍ୟା-ୟ ନେଇ କହିଛନ୍ତି ।

ସେ ସିଧାସଳଖ ଗଣମାଧ୍ୟମରେ ଏଭଳି କହିଛନ୍ତି ଯେ ଆଜେକ୍ସଙ୍କୁ ନ୍ୟା-ୟ ମିଳିବ ନାହିଁ । କାରଣ ବର୍ତ୍ତମାନ ଯେ କେବଳ ଆଜେକ୍ସଙ୍କ ସହିତ ଏଭଳି କିଛି ଘଟି ଯାଇଛି ତାହା ନୁହେଁ ଆଜେକ୍ସଙ୍କ ବ୍ୟତୀତ ଆହୁରି ଅନେକ ପୁଅ ଏଭଳି ଆ-ତ୍ମହ-ତ୍ୟା କରିବା ସତ୍ତ୍ୱେ ବି ସେମାନଙ୍କ ପରିବାରକୁ ନ୍ୟା-ୟ ମିଳିନାହିଁ । କେତେ କେତେ ଜିଜ୍ଞାସା ଆରାମରେ ବାହାରେ ବୁଲୁଛନ୍ତି ।

ଆଜେକ୍ସଙ୍କ ସାଙ୍ଗଙ୍କ କହିବା କଥା ଯେ ଏତେ ସବୁ ସତ୍ୟ ଆସିବା ସତ୍ତ୍ୱେବି ଦୃଢ଼ ପ୍ରମାଣ ଏବେ ସୁଦ୍ଧା କାହାରି ସାମ୍ନାକୁ ଆସିନାହିଁ । ଯଦି ଆଜେକ୍ସ ଜିଜ୍ଞାସାଙ୍କୁ କିଛି ଭଏସ ନୋଟ ପଠାଇ ଥିଲେ ତେବେ ଜିଜ୍ଞାସା ମଧ୍ୟ ନିଶ୍ଚିତ ଭାବରେ କିଛି ପଠାଇ ଥିବେ , ଯାହା ଏବେ ଯାଏଁ ସାମ୍ନାକୁ ଆସିନାହିଁ । ସେସବୁକୁ ଜାଣିଶୁଣି ଦବାଇ ଦିଆଯାଇଛି । ଏତେ ସବୁ ହେବା ପରେ ବି ଜିଜ୍ଞାସାଙ୍କ ତରଫରୁ କୌଣସି ଗୋଟିଏ ବି ବ-ୟାନ ମିଳିନାହିଁ କିମ୍ବା ରଶ୍ମୀଙ୍କ ତରଫରୁ କିଛିବି ମିଳିନାହିଁ । ଯାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । ଏଭଳି ଘଟ-ଣାର ତଦ-ନ୍ତରୁ ବେଶ ଭଲ ଭାବରେ ଜଣା ପଡୁଛି ଯେ ଅନ୍ୟ ସବୁ ଘ-ଟଣା ଭଳି ଏ ବି ଦବିଯିବ ଏବଂ ଆଜେକ୍ସଙ୍କୁ ଆଉ ନ୍ୟା-ୟ ମିଳିପାରିବ ନାହିଁ ।

ଆଜେକ୍ସଙ୍କ ସାଙ୍ଗ କହିଛନ୍ତି ଯେ ଆଜେକ୍ସ କିଭଳି ସ୍ୱଭାବର ଥିଲେ । ସେ ଖୁବ କମ କଥାବାର୍ତ୍ତା କରୁଥିଲେ ଏବଂ ସେ ବାସ୍ତବରେ ହିଁ ଜିଜ୍ଞାସାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ କହିବା ଅନୁଯାୟୀ ଜଣକୁ ଏତେ ଅଧିକ କଷ୍ଟ ନହେଲେ କେବେବି ସେ ଏଭଳି ଆ-ତ୍ମହ-ତ୍ୟା କରିବ ନାହିଁ । ଆଉ ଡିଜେ ଯେତେବି ଦୁଃ-ଖ ଥାଉ ନା କାହିଁକି ସବୁବେଳେ ହସୁଥିଲେ ।

ବର୍ତ୍ତମାନ ସମୟରେ ଓଡ଼ିଶା ପୋ-ଲିସ ଏହି ମାମ-ଲା ଉପରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁନାହିଁ ବରଂ ଯେଉଁ ଲୋକଟି ଆଉ ଏ ଦୁନିଆରେ ନାହିଁ ତାର ଚରିତ୍ରକୁ ନେଇ ପ୍ରଶ୍ନ ଉଠା ଯାଉଛି ଯେ ସେ କୁଆଡ଼େ ଏକାଧିକ ଯୁବତୀଙ୍କ ସହିତ ସମ୍ପ-ର୍କରେ ଥିଲେ । ଆଉ ଏହା ବାସ୍ତବରେ ହେଉଛି ଯେ ଯଦି ଜଣେ ଝିଅ ଆ-ତ୍ମହ-ତ୍ୟା କରୁଛି ତେବେ ପୁଅକୁ ଗି-ରଫ କରାଯାଉଛି ମାତ୍ର ଜଣେ ପୁଅ ଆ-ତ୍ମହ-ତ୍ୟା କଲେ ତା ପାଇଁ କୋୖଣସି ନ୍ୟା-ୟ ନାହିଁ ।

Leave a Reply

Your email address will not be published. Required fields are marked *