ଦୋକାନ ଗଲା ବେଳେ ୮ ବର୍ଷ ଝିଅକୁ ଟେକି ନେଇ ରେପ କରି ଥିବା । ଦୁଇ ଦୁଷ୍କ-ର୍ମକାରୀଙ୍କୁ ହେବ ଫା-ଶୀ :-

ଆଜିକା ସମୟରେ ଦୁନିଆରେ ଯୌ-ନ ଲାଳସାରେ ଅନ୍ଧ ହୋଇ ଦୁ-ଷ୍କ-ର୍ମ ଭଳି ନିଚ୍ଚ କାମ କରୁଛନ୍ତି । ଯାହାର ଶିକାର ଅନେକ ନାବାଳିକା ହେଉଛନ୍ତି । ସେହିସବୁ ଘଟଣା ମଧ୍ୟରୁ କିଛି ଘଟଣାର ପର୍ଦାଫାସ ହେଉଥିବା ବେଳେ ଆଉ କିଛି ଘଟଣାର ସମାଧାନ ହୋଇ ପାରେ ନାହିଁ ଏବଂ ଦୋଷୀ ମାନେ ନିର୍ଭୟରେ ଲୋକଙ୍କ ମଧ୍ୟରେ ଆଉ ଏକ ଦୁ-ଷ୍କ-ର୍ମ କରନ୍ତି । କେବଳ ସେତିକି ଏହି କାରଣରୁ ହିଁ ନାରୀ ମାନେ ଘରେ ବି ସୁରକ୍ଷିତ ନାହାଁନ୍ତି । ପରର ନଜର ପଡ଼ିବାତ ଦୂରର କଥା ନିଜ ଲୋକର ଖରାପ ନଜର ପଡ଼ିଲେ ସେଥିରୁ ବା କିଏ ରକ୍ଷା କରିପାରେ । ଆଜିକାର ଲେଖାରେ ଆମେ ଏହିପରି ଏକ ଘଟଣା ବିଷୟରେ କହିବୁ ।

ମାତ୍ର ଆଠ ବର୍ଷର କୁନି ଝିଅ ଦୁନିଆ କଣ ଜାଣି ନଥିଲା । ଭଲ ମନ୍ଦ କିଛିବି ବୁଝି ନଥିଲା । ମାତ୍ର କିଛି ମଣିଷ ରୂପୀ ରାକ୍ଷସ ତାକୁ ଦୁ-ଷ୍କ-ର୍ମ ପରେ ନିର୍ମମ ଭାବରେ ହ-ତ୍ୟା କଲେ । ତେବେ ଆଠ ବର୍ଷ ତଳେ ଜଗତସିଂହପୁର ଜିଲ୍ଲାରେ ଘଟି ଯାଇଥିବା ଏପରି ଏକ ଘଟଣାର ପର୍ଦାଫାସ ହୋଇଛି । ଆଠ ବର୍ଷ ତଳେ ଏହି ଘଟଣା ପରେ ନାବାଳିକାଙ୍କ ମାଉସୀ ତିର୍ତ୍ତଲ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

୨୦୧୪ ମସିହା ଅଗଷ୍ଟ ମାସ ୨୧ ତାରିଖ । ଜଣେ ୮ ବର୍ଷର ନାବାଳିକାକୁ ଅପହରଣ କରି ଦୁ-ଷ୍କ-ର୍ମ କରି ହ-ତ୍ୟା କରାଯାଇଥିଲା । ତେବେ ସେତେବେଳେ ଏହି ଘଟଣା କେବଳ ଜଗତସିଂହପୁରରେ ନୁହେଁ ବରଂ ସାରା ଓଡ଼ିଶାରେ ଚହଳ ପକାଇ ଥିଲା । ଘଟଣା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ଥାନା ଅଞ୍ଚଳର ଜଣେ ଆଠ ବର୍ଷର ଝିଅ ଦୋକାନକୁ ଚକଲେଟ କିଣିବାକୁ ଆସିଥିଲା । ବାଟରେ ଅଭିଯୁକ୍ତ ମାନେ ତାଙ୍କୁ ଅପ-ହରଣ କରି ନେଇଥିଲେ । ପରେ ସେହି କୁନି ଝିଅଟିକୁ ଦୁ-ଷ୍କ-ର୍ମ କରି ତାକୁ ହ-ତ୍ୟା ମଧ୍ୟ କରିଥିଲେ । ସମୟ ହୁଏତ ଗଡ଼ି ଯାଇଛି କିନ୍ତୁ ବର୍ତ୍ତମାନ ସବୁ ସତ କଥା ସାମ୍ନାକୁ ଆସିଛି । ଅନେକ ଦିନ ହେବ ପରିବାର ନ୍ୟାୟ ଅପେକ୍ଷାରେ ଥିଲେ ।

ଶେଷରେ ଦୁଇ ଅଭିଯୁକ୍ତଙ୍କୁ ଫା-ଶୀ ଦଣ୍ଡାଦେଶ ଶୁଣାଇଛି କୋର୍ଟ । ତେବେ ସୂଚନା ଅନୁଯାୟୀ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଶେଖ ଅକିଲ ଏବଂ ଶେଖ ଆସିଫ । ଅନ୍ୟବ ଦୁଇଜଣ ହେଲେ ଶେଖ କରିମ ଏବଂ ଶେଖ ଆବିଦ । ତେବେ ଏହି ଦୁଇଜଣ ନିର୍ଦୋଶରେ ଜେଲରୁ ଖୋଲାସ ହୋଇଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଦୀର୍ଘ ଦୁଇ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରାଯାଇ ଫା-ଶୀ ଦ-ଣ୍ଡାଦେଶ ମିଳିଛି ।

Leave a Reply

Your email address will not be published. Required fields are marked *