ମ-ଦ ପିଇ ରାସ୍ତାରେ ଗଡ଼ିଲେ ପୋ-ଲିସ ବାବୁ: କହିଲେ-‘ସସ-ପେଣ୍ଡ କଲେ ବି ପିଇବି’

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ମଧ୍ୟ କିଛି ଏହିଭଳି ଭିଡ଼ିଓ ଦେଖିବାକୁ ମିଳିଛି। ତେବେ ଭିଡ଼ିଓରେ ଆପଣ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଗଡୁ ଥିବାର ଦେଖିବାକୁ ପାଇବେ। କିନ୍ତୁ ମୁଖ୍ୟକଥା ହେଉଛି ସେ ବ୍ୟକ୍ତି ଜଣକ ପୋ-ଲିସ ଅଟେ।

ମ-ଦ ଏପରି ଏକ ନି-ଶା ଦ୍ରବ୍ୟ ଯାହା କବଳରୁ କେହି ମଧ୍ୟ ର-କ୍ଷା ପାଇ ପାରି ନାହାଁନ୍ତି। ବଡ଼ ବଡ଼ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଗରିବ ମୂଲିଆ ପର୍ଯ୍ୟନ୍ତ ସମସ୍ତେ ନି-ଶାରେ ବୁଡି ରହୁଛନ୍ତି। ଦେଶରେ ମ-ଦ୍ୟପ ମାନଙ୍କ ଉପ-ଦ୍ରବ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ମ-ଦ ନି-ଶାରେ ଗାଡି ଚଳେଇ ନିଜ ପାଇଁ ବିପ-ଦ ସୃଷ୍ଟି କରିବା ସହ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପ-ଦ ସୃଷ୍ଟି କରିଥାଏ। କେବଳ ସେତିକି ନୁହେଁ ମ-ଦ ପାଇଁ ପାରିବାରିକ ସମସ୍ୟା ମଧ୍ୟ ଉପୁଜିଥାଏ। ତେବେ ମ-ଦ ପିଇ ଉପଦ୍ରବ କରୁଥିବା ବ୍ୟକ୍ତିଙ୍କୁ ଠିକ ବାଟରେ ଆଣିବା ପାଇଁ ପୋ-ଲିସ ରହିଥାଏ କିନ୍ତୁ ଯଦି ପୋ-ଲିସ ନିଜେ ଆଇ-ନକୁ ଭଙ୍ଗ କରିବ ତେବେ କଣ ହେବ।

ଆଜ୍ଞା ହଁ, ପୋ-ଲିସ ବାବୁ ଜଣକ ମ-ଦ ପିଇ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ତେବେ ଏହି ଘ-ଟଣା ମୟୁରଭଞ୍ଜ ଜିଲ୍ଲା ଉଦଳ ଥା-ନା ପରିସରରେ ଘ-ଟିଛି। ପୋ-ଲିସ ଜଣକ ଅଧିକ ମ-ଦ୍ୟପା-ନ କରିବା ଦ୍ୱାରା ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସେ ନା ଠିକ ଭାବରେ ଚାଲି ପାରୁ ଥିଲେ ନା ଠିକ ଭାବରେ ଛିଡା ହୋଇ ପାରୁଥିଲେ। କେତେବେଳେ ବଣ ରେ ପଶି ଯାଉଛନ୍ତି ତ ଆଉ କେତେବେଳେ ରାସ୍ତାରେ ଗଡୁ ଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲାର ଉଦଳା ଥା-ନା କୁଣ୍ଡାବାଇ ଫାଣ୍ଡିର କନେଷ୍ଟବଳ ଈଶ୍ୱର ମହାନ୍ତି। ତେବେ ସେ ମ-ଦ ଏତେ ମାତ୍ରାରେ ପାନ କରିଥିଲେ ଯେ ସେ ଠିକ ଭାବରେ ଛିଡା ହୋଇ ପାରୁ ନଥିଲେ। ସେ ନିଜେ କଣ କହୁଛନ୍ତି ସେ ନିଜେ ଜାଣି ପାରୁ ନଥିଲେ। ସେ ମ-ଦ ନି-ଶାରେ କହୁଛନ୍ତି, “ମୋତେ କିଏ ସସପେଣ୍ଡ କରିବ। ମୁଁ ପୋ-ଲିସ ମୋତେ କେହି ବାହାର କରି ପାରିବେ ନାହିଁ।”

Leave a Reply

Your email address will not be published. Required fields are marked *